ପଲ୍ଲୀ କବି ଭଟଙ୍ଗ ସାହୁଙ୍କ ପରଲୋକ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ଗାଇସିଲେଟ ବ୍ଲକ ତାଲପାଲି ଗ୍ରାମର ପଲ୍ଲୀ କବି ଭଟଙ୍ଗ ସାହୁ (୭୨)ଙ୍କ ଆଜି ପରଲୋକ ହୋଇଯାଇଛି । ଆଜକୁ ନଅ ଦିନ ତଳେ ତାଙ୍କର ସ୍ତ୍ରୀଙ୍କର ମଧ୍ୟ ପରଲୋକ ହୋଇଥିଲା । ସେଥିପାଇଁ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ନ ଥିଲା । ପଲ୍ଲୀ କବି!-->…
Read More...
Read More...