Yearly Archives

2020

ନିରାଡମ୍ବର ଭାବେ ବିଶ୍ୱକର୍ମା ପୂଜା

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ସହର ତଥା ଆଖପାଖ ଅଂଚଳ ଯଥା-ସୋହେଲା, ବିଜେପୁର, ଦିପ୍ତିପୁର, ଝାରବନ୍ଧ, ପାଇକମାଲ, ଗାଇସିଲେଟ ଇତ୍ୟାଦି ସମଗ୍ର ବ୍ଲକ ଅଂଚଳରେ ଥିବା ସହର ସମେତ ଗ୍ରାମାଂଚଳମାନଙ୍କରେ ଆଜି ସୃଷ୍ଟିର ନିର୍ମାଣକର୍ତ୍ତା ବାବା ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା
Read More...

ବଲାଙ୍ଗିର ବିଜେଡି.ର ସକ୍ରିୟ ବରିଷ୍ଠ ନେତା ଘୁଣ୍ଡୁ ଦାଶଙ୍କ ବିୟୋଗରେ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଜୁ ଜନତା ଦଳର ସକ୍ରିୟ ବରିଷ୍ଠ ନେତା ସ୍ବର୍ଗତ ସୁଶିଲ କୁମାର ଦାଶ ଉର୍ଫ ଘୁଣ୍ଡୁ ଦାଶଙ୍କ ବିୟୋଗରେ ସ୍ଥାନୀୟ ଶୈଳଶ୍ରୀ ପେଲେସ ଠାରେ ବଲାଙ୍ଗିର ବିଜୁ ଜନତା ଦଳ ପରିବାର ତରଫରୁ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ତାଙ୍କର ଅମର ଆତ୍ମାର ସଦଗତି କାମନା
Read More...

କରୋନା ଏବେ ପ୍ରାରମ୍ଭିକ ସ୍ଥିତିରେ ଅଛି, ଆଗକୁ ଆହୁରି ବିଗାଡ଼ିବ ଅବସ୍ଥା : ବିଶ୍ୱ ସ୍ୱାସ୍ଥ୍ୟ ବିଶେଷଜ୍ଞ

ନୂଆଦିଲ୍ଲୀ : ବିଶ୍ୱର ବେଶ୍‌ ଜଣାଶୁଣା ସ୍ୱାସ୍ଥ୍ୟ ବିଶେଷଜ୍ଞ କରୋନା ଉପରେ ଚେତାବନୀ ଦେବାକୁ ଯାଇ କହିଛନ୍ତି ଯେ, ଏବେ କରୋନା ମହାମାରୀ ପ୍ରାରମ୍ଭିକ ସ୍ଥିତିରେ ଅଛି । କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆସିବା ବେଳକୁ ଆହୁରି ଖତର୍‌ନାକ୍‌ ହୋଇପାରେ ସ୍ଥିତି । ସ୍ୱାସ୍ଥ୍ୟ ବିଶେଷଜ୍ଞ ଡେଭିଡ଼୍‌
Read More...

ୟୁପି.ରେ ଏବେ ଲୁଣ ଘୋଟାଲା : ମନ୍ତ୍ରୀ ଜୟପ୍ରକାଶ ନିଷାଦଙ୍କୁ ପଚରା ଉଚୁରା ପାଇଁ ପୁଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

ଲଖନୋ : ଖାଦ୍ୟ ଏବଂ ଆପୂର୍ତ୍ତି ବିଭାଗରେ ଲୁଣ ସପ୍ଲାଏ ପାଇଁ ଠିକା ଦିଆଯିବା ନାମରେ କୋଟି କୋଟି ଟଙ୍କାର ହେର୍‌ଫେର୍‌ ହୋଇଥିବା ଘଟଣାରେ ପଶୁଧନ ରାଜ୍ୟମନ୍ତ୍ରୀ ଜୟପ୍ରକାଶ ନିଷାଦଙ୍କ ଉପରେ ସଂଦେହ ସୃଷ୍ଟି ହୋଇଥିବା ବେଳେ ସୂଚନା ସଂଗ୍ରହ ପାଇଁ ରାଜ୍ୟମନ୍ତ୍ରୀ ଶ୍ରୀ ନିଷାଦଙ୍କୁ ପୁଲିସ ପଚରା
Read More...

ଗତ ୬ ମାସ ମଧ୍ୟରେ ଭାରତ-ଚୀନ୍‌ ସୀମାରେ କୌଣସି ଅନୁପ୍ରବେଶର ରିପୋର୍ଟ ନାହିଁ : ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟସଭାକୁ କୁହାଯାଇଛି ଯେ, ଗତ ୬ ମାସ ମଧ୍ୟରେ ଭାରତ ଚୀନ୍‌ ସୀମାରେ କୌଣସି ଅନୁପ୍ରବେଶର ରିପୋର୍ଟ ନାହିଁ । ଏଥି ସହିତ ଏହି ସୂଚନା ମଧ୍ୟ ଦିଆଯାଇଛି ଯେ, ତଳିତ ବର୍ଷ ଆଜି ପର୍ଯ୍ୟନ୍ତ ପାକିସ୍ତାନରୁ ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀମାନେ ୨୮ ଥର
Read More...

ହ୍ୟୁମାନ୍‌ଙ୍କ ଫ୍ୟାନ କୋରୋନା ଯୋଦ୍ଧା

ଟିଟିଲାଗଡ, (ଗୌରବ ଦରଜୀ) : ଟିଟିଲାଗଡରେ ଅନେକ କୋରୋନା ଯୋଦ୍ଧା ଅଛନ୍ତି । ଡାକ୍ତର, ନର୍ସ, ପୋଲିସ, ଅଗ୍ନିଶମ ବିଭାଗ କର୍ମଚାରୀ, ସାମ୍ବାଦିକ ଆଦି । କୋରୋନା ମହାମାରୀ ପାଇଁ ଅନେକ ବ୍ୟକ୍ତି ତାଙ୍କ ଘରଠୁ ଦୂରରେ ରହୁଛନ୍ତି । ସେହିପରି ଘରଠୁ ବହୁ ଦୂରରେ ଅଛନ୍ତି ପୂରଞ୍ଜୟ କୁମାର । ଟିଟିଲାଗଡ
Read More...

ବାପାଙ୍କ ଶୁଦ୍ଧି ବୁଡ଼ ପକେଇବା ବେଳେ ପୋଖରୀରେ ବୁଡ଼ିଗଲେ ୨ ଝିଅ : ଜଣେ ଜୀବିତ, ଜଣେ ମୃତ

ପଟ୍ଟାମୁଣ୍ଡାଇ : ବାପାଙ୍କ ଶୁଦ୍ଧି ବୁଡ଼ ପକାଇବାକୁ ଯାଇ ପୋଖରୀରେ ଦୁଇ ଝିଅ ବୁଡ଼ି ଯାଇଥିବା ଜଣାପଡ଼ିଛି । ଜଣେ ଜୀବିତ ଉଦ୍ଧାର ହୋଇ ପାରିଥିବା ବେଳେ ଅନ୍ୟ ଜଣକର ମୃତ୍ୟୁ ଘଟିଥିବା ସୂଚନାରେ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଅରୁଆ ଗ୍ରାମର ଗତ ଦଶ ଦିନ ତଳେ ରୋଗାକ୍ରାନ୍ତ ବାପା ସଂଜୟ
Read More...

ଲଦ୍ଦାଖ ସୀମାରେ ଉତ୍ତେଜନା ଜାରି : ସ୍ଥିତି ଗମ୍ଭୀର

ନୂଆଦିଲ୍ଲୀ : ଲଦ୍ଦାଖ ସୀମାରେ ଚୀନ୍‌ ସେନା ପକ୍ଷରୁ ବାରମ୍ବାର ଅତିକ୍ରମଣ କରାଯିବାକୁ ଚେଷ୍ଟା କରାଯାଉଥିବା ବେଳେ ଉତ୍ତେଜନା ଜାରି ରହିଥିବା ଖବର ମିଳିଛି । ନର୍ଥ ବ୍ଲକ ଠାରୁ ସାଉଥ୍‌ ବ୍ଲକ୍‌ ପର୍ଯ୍ୟନ୍ତ ଚୀନ୍‌ର ନଜର ରହିଛି, କିନ୍ତୁ ଭାରତୀୟ ସେନା ମଧ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ନିଜକୁ
Read More...

ଆଜି ପୁଣି ଓଡ଼ିଶାରୁ ୪୨୭୦ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ପୁଣି ଓଡ଼ିଶାରୁ ୪୨୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୪୭୮ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୧୭୯୨ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା
Read More...

ଭାରତୀୟ ଚିକିତ୍ସା ପଦ୍ଧତି ଏବଂ ହୋମିଓପାଥି ଚିକିତ୍ସା ଶିକ୍ଷାରେ ଅଣାଯିବ ବୈପ୍ଳବିକ ପରିବର୍ତ୍ତନ

ନୂଆଦିଲ୍ଲୀ, (ପିଆଇବି) : ଗତକାଲି ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଦୁଇଟି ମହତ୍ତ୍ୱପୂର୍ଣ୍ଣ ବିଧେୟକ ସଂସଦରେ ଗୃହୀତ ହୋଇଛି । ଏହି ବିଧେୟକ ଦୁଇଟି ପାରିତ ହେବା ସହ ଦେଶରେ ଭାରତୀୟ ଚିକିତ୍ସା ପଦ୍ଧତି ତଥା ହୋମିଓପାଥି ଚିକିତ୍ସା ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ସଂଶୋଧନ ଆଣିବା ସକାଶେ ସକଳ ପ୍ରକାର
Read More...