Yearly Archives

2020

ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମର ବିକାଶ ପାଇଁ ଖର୍ଚ୍ଚ ହେବ ୧୨.୦୨ କୋଟି ଟଙ୍କା:…

• ୪ ବର୍ଷ ମଧ୍ୟରେ କାର୍ଯ୍ୟ ଶେଷ ହେବନୂଆଦିଲ୍ଲୀ, (ପିଆଇବି) : ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଉନ୍ନୟନ କାର୍ଯ୍ୟ କରାଯିବ । ଦେଶରେ ପ୍ରଥମ ପର୍ୟ୍ୟାୟରେ ଯେଉଁ ୮ଟି ଖେଲୋ ଇଣ୍ଡିଆ ରାଜ୍ୟ ଉତ୍କର୍ଷ କେନ୍ଦ୍ରର ବିକାଶ କରାଯିବ ସେଥିମଧ୍ୟରେ କଳିଙ୍ଗ ଷ୍ଟାଡିୟମ
Read More...

ବରିଷ୍ଠ ଶିଶୁ ସାହିତ୍ୟିକ ତଥା ଅବସରପ୍ରାପ୍ତ ଶିକ୍ଷକ ପୀତାମ୍ବର ନାଏକଙ୍କ କରୋନା ସଂକ୍ରମଣରେ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ବିଳମ୍ବିତ ରାତିରେ ବରିଷ୍ଠ ଶିଶୁ ସାହିତ୍ୟିକ ତଥା ଅବସରପ୍ରାପ୍ତ ଶିକ୍ଷକ ପୀତାମ୍ବର ନାଏକଙ୍କ କରୋନା ସଂକ୍ରମଣରେ ଦେହାନ୍ତ ହୋଇଯାଇଥିବା ସୂଚନା ଦେଇଛନ୍ତି ତାଙ୍କ ଭାଇ ଶିକ୍ଷକ ଦିଗାମ୍ବର ନାଏକ । ସୂଚନାଯୋଗ୍ୟ ଯେ, ପୁଇଁନ୍ତଲା ବ୍ଲକ୍‌ ତାଲପାଲି ଉଚ୍ଚ
Read More...

ପଦ୍ମପୁର ଏନଏସି କାର୍ଯ୍ୟାଳୟ ପରିସରରୁ ଜଗୁଆଳିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏନଏସି କାର୍ଯ୍ୟାଳୟ ପରିସରରୁ ଜଗୁଆଳିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ହତ୍ୟା ସନ୍ଦେହରେ ଘଟଣା ସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି । ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ କାର୍ୟ୍ୟରତ ଜଗୁଆଳି କରଣକେଶୀ ବହାଦୁରଙ୍କ ଝୁଲନ୍ତା ମୃତ
Read More...

ଓଡ଼ିଶା ସମେତ ଦେଶର ୨୩ଟି ରାଜ୍ୟ/ କେନ୍ଦ୍ରଶାସିତ କ୍ଷେତ୍ରରେ ୩୭ଟି ମେଗା ଫୁଡ଼ ପାର୍କ ପ୍ରତିଷ୍ଠା କରିବାକୁ କେନ୍ଦ୍ର…

• ପ୍ରତି ମେଗା ଫୁଡ଼ ପାର୍କ ସଂପୂର୍ଣ୍ଣ ରୂପେ କାର୍ୟ୍ୟକାରୀ ହେଲେ ପ୍ରାୟ ୫୦୦୦ ଲୋକଙ୍କୁ କର୍ମନିଯୁକ୍ତି ଯୋଗାଇବ• ଓଡ଼ିଶାର ରାୟଗଡ଼ାର ମେଗା ଫୁଡ଼ ପାର୍କ ଏଥିରେ ସାମିଲ; ପ୍ରାୟ ୨୧୨୪ଜଣଙ୍କୁ ମିଳିବ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତିନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ
Read More...

ଅସହାୟଙ୍କୁ ସାହା ହୁଅ : ଦୁଃଖିନୀ ସତ୍ୟବତୀର ଦୁଃଖ କହିଲେ ନସରେ

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅଧୀନସ୍ଥ କଟାବାହାଲ ଗ୍ରାମପଂଚୟତର ଯୁବାଖୋଲ ଏକ ପଲ୍ଲୀ ଗ୍ରାମ । ଜଣେ ଅସହାୟ ମହିଳା ସତ୍ୟବତୀ ସାହୁ , ସ୍ୱାମୀ ମୁରଲୀଧର ସାହୁ ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ବହୁଦିନରୁ ଆର ପାରିକୁ ଚାଲିଗଲେଣି । ବିଧବା ମା' ସତ୍ୟବତୀ
Read More...

ସର୍ଗିପାଲି ଗ୍ରାମରେ ମା’ ପାଟଖଣ୍ଡାଙ୍କ ଷୋଡ଼ପୂଜା ପାଳିତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଦୀର୍ଘ ଷୋହଳ ଦିନ ଧରି ହେବାକୁ ଥିବା ମା' ପାଟଖଣ୍ଡାଙ୍କ ଷୋଡ଼ପୂଜା ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ସାମାଜିକ ଦୁରତା ରକ୍ଷା କରି ପ୍ରତ୍ୟେକ ଦିନ ସନ୍ଧ୍ୟାରେ ମା'ଙ୍କ ପୂଜା ହୋଇଥାଏ । ସୂଚନା ଏହି କି, ବଲାଙ୍ଗିର ଜିଲ୍ଲା
Read More...

ମଦ ପିଇବାକୁ ଡାକି ନେଇ ଜୀବନରେ ମାରିଦେଲା : ଅଭିଯୁକ୍ତ ଥାନାରେ ଅଟକ

କଂଟାବାଂଜି, (ଗୁରୁଦୟାଲ ହଂସ) : ମଦ ପିଇବାକୁ ଡାକି ନେଇ ଜୀବନରେ ମାରି ଦେଇଥିବା ଭଳି ଏକ ହୃଦୟ ବିଦାରକ ଘଟଣା ଘଟିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ କଂଟାବାଂଜି ଥାନା ହିଆଁଲ ଗ୍ରାମର କ୍ଷେତ୍ରୀ ସଗରିଆ(୫୫), ପିତା- ଦୁକାଲୁ ସଗରିଆଙ୍କୁ ସେହି ଗାଁର ବନଗୁଲା ଗଏଁତା(ବନ) ସୋମବାର ଦିନ
Read More...

ଓଏଭି ହଷ୍ଟେଲରେ ନିମ୍ନମାନର ଝରକା କବାଟ ବ୍ୟବହାର ଘଟଣା : ବିଇଓଙ୍କ ପରିଦର୍ଶନ ପରେ ବି କାର୍ଯ୍ୟାନୁଷ୍ଠାନ ନାହିଁ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ହଷ୍ଟେଲ କୋଠାରେ ଲଗାଯାଇଥିବା କବାଟ ଝରକାରେ ବ୍ୟବହାର କରାଯାଇଥିବା ପ୍ଲାଇଉଡ ଅତି ନିମ୍ନମାନର ବୋଲି ଅଭିଯୋଗ ହୋଇଥିବା ସଂପର୍କରେ ଗଣମାଧ୍ୟମରେ ବିଭିନ୍ନ ସମୟରେ ପ୍ରକାଶ ପାଇଥିଲା । ଗତ ୯ ତାରିଖ ଦିନ ଦେଓଗାଁ ବିଇଓ
Read More...

ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ପୌରପାଳିକା ପରିଦର୍ଶନ : କୋଭିଡ-୧୯ ସ୍ଥିତି ଉପରେ ଆଲୋଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଆଜି ଅପରାହ୍ନରେ ବଲାଙ୍ଗିର ପୌରପାଳିକା ପରିଦର୍ଶନ କରିଥିବା ବେଳେ ବଲାଙ୍ଗିରର କୋଭିଡ-୧୯ ସ୍ଥିତି ସଂପର୍କରେ ଆଲୋଚନା କରିଛନ୍ତି । ସ୍ଥାନୀୟ ରାଜେନ୍ଦ୍ର ପାର୍କରେ କୋଭିଡ଼୍‌-୧୯ ଆଇନ ପାଳନ ପୂର୍ବକ ବିଭିନ୍ନ
Read More...

କରୋନାରୁ ସୁସ୍ଥତା ଲାଭ କ୍ଷେତ୍ରରେ ଭାରତଠାରୁ ପଛରେ ପଡ଼ିଗଲା ବ୍ରାଜିଲ

ନୂଆଦିଲ୍ଲୀ : ବ୍ରାଜିଲ୍‌କୁ ପଛରେ ପକାଇ କରୋନାରୁ ସୁସ୍ଥତା ଲାଭ କ୍ଷେତ୍ରରେ ଭାରତ ସର୍ବୋଚ୍ଚ ସ୍ଥାନ ଅଧିକାର କରିବାରେ ସକ୍ଷମ ହୋଇପାରିଛି । କେବଳ ଏତିକି ନୁହେଁ ସାରା ବିଶ୍ୱରେ ଭାରତ ଏବେ ସୁସ୍ଥତା ହାସଲ କ୍ଷେତ୍ରରେ ଆଗୁଆ ରହିଛି । ଭାରତରେ ଏବେ ୩୮ ଲକ୍ଷ ୫୯ ହଜାର ୩୯୯ ଜଣ ସଂକ୍ରମିତ
Read More...