Yearly Archives

2020

ରକ୍ଷା ମନ୍ତ୍ରୀଙ୍କ ବୟାନରୁ ସ୍ପଷ୍ଟ ହେଉଛି ଯେ ପ୍ରଧାନମନ୍ତ୍ରୀ ଚୀନ୍‌ର ଅତିକ୍ରମଣ ନେଇ ଭ୍ରମିତ କରିଛନ୍ତି : ରାହୁଲ…

ନୂଆଦିଲ୍ଲୀ : ରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବୟାନରେ ସ୍ପଷ୍ଟ ହୋଇଯାଇଛି ଯେ ଚୀନ୍‌ ଅତିକ୍ରମଣ ନେଇ ପ୍ରଧାନମନ୍ତ୍ରୀ ଦେଶକୁ ଭ୍ରମିତ କରିଛନ୍ତି ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଆମର ଦେଶ ସର୍ବଦା ଭାରତୀୟ ସେନାଙ୍କ ଠିଆ ହୋଇଥିଲା ଏବଂ ଠିଆ ହୋଇ ରହିବ ମଧ୍ୟ । କିନ୍ତୁ ଆପଣ କେବେ ଚୀନ୍‌
Read More...

ପିଇବା ପାଣି ପାଇଁ ରାସ୍ତା ଅବରୋଧ

ଟିଟିଲାଗଡ଼, ( ଗୌରବ ଦରଜୀ) : ଟିଟିଲାଗଡ଼ ରେ ୱାର୍ଡ ନଂ.୧ରେ ପାଣିକୁ ନେଇ ଉତ୍ତେଜିତ ହେଲେ ମହିଳା । ପାନୀୟ ଜଳ ଟିକକ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଆଉ ଏମିତି ଦୃଶ୍ୟ କେଉଁ ଆଭ୍ୟନ୍ତରୀଣ ଅଞ୍ଚଳ ବା ଗ୍ରାମାଞ୍ଚଳରେ ଦେଖିବାକୁ ମିଳିନାହିଁ, ଏମିତି ଦୃଶ୍ୟ ଆଜି ଦେଖିବାକୁ ମିଳିଛି
Read More...

ନଦୀୟା ବିହାରୀଙ୍କ ପାଇଁ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନରେ ଟିକ୍ରାପଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅଙ୍କୁର ଶିଶୁ ସାହିତ୍ୟ ଅନୁଷ୍ଠାନ ଓ ଅକ୍ଷର ଶିଶୁ ସାହିତ୍ୟ ପ୍ରତିଷ୍ଠାନ ତରଫରୁ ବିଶିଷ୍ଟ ଶିଶୁ ସାହିତ୍ୟିକ ବଡଭାଇ ନଦୀୟା ବିହାରୀ ମହାନ୍ତିଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରାଯାଇଛି । ଡା.
Read More...

କବିତା : ସ୍ୱପ୍ନର ଅରଣ୍ୟ ଭିତରେ

ଭାଗୀରଥି ମିଶ୍ରସ୍ୱପ୍ନର ଅରଣ୍ୟ ଭିତରେନିଖୋଜ ଜୀବନ ଆମର! ନିବୁଜ୍‌ କୋରଡ଼ର ଦ୍ୱାର ଖୋଲିପଶିଆସେ ଆଲୁଅର ଝଲକ,ଅଂଧାର ଭିତରୁ ମୁକୁଳିଆଖି ଖୋଲି ପାଟି ମେଲିବା ବେଳକୁଝାପ୍‌ସା ଝାପ୍‌ସା ଦିଶେଆମର ପହିଲି ସ୍ୱପ୍ନ । ହଁ, ସେଇ ଶୈଶବର କଥା କହୁଛିଯେତେବେଳେ ନକ୍ଷତ୍ରମଂଡ଼ଳରେଅଗଣିତ ତାରକାଆମ
Read More...

‘ଭୁବନେଶ୍ୱର ଲ୍ୟାଣ୍ଡ୍ ୟୁଜ୍ ଇଣ୍ଟେଲିଜେନସ୍ ସିଷ୍ଟମ୍’ (BLUIS) ମୋବାଇଲ ଆପ୍ ସଂଯୋଗ ହେଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱରରେ ଥିବା ସମସ୍ତ ସରକାରୀ ଜମିକୁ ଉପଗ୍ରହ ସୂଚନା ବ୍ୟବସ୍ଥା ମାଧ୍ୟମରେ "ଭୁବନେଶ୍ୱର ଲ୍ୟାଣ୍ଡ୍ ୟୁଜ୍ ଇଣ୍ଟେଲିଜେନସ୍ ସିଷ୍ଟମ୍" (BLUIS) ମୋବାଇଲ ଆପ୍ ଦ୍ୱାରା ସଂଯୋଗ କରାଯାଇଛି। ନାଗରିକମାନେ ଏହି ଆପ୍ ବ୍ୟବହାର କରି ସରକାରୀ ଜମିର ଅପବ୍ୟବହାର
Read More...

ଓସାକା ହାଇଦ୍ରାବାଦ ଭାର୍ଚୁଆଲ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ଅନେକ ହଜିଯାଉଥିବା ଲୋକକଳା ପ୍ରଦର୍ଶିତ

ହାଇଦ୍ରାବାଦ, (କେପିଏନ୍‌ଏସ୍‌) : ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ ‘ଓସାକା’ ତରଫରୁ ଏହି ବର୍ଷ ସେପ୍ଟେମ୍ବର ୧୨ ଏବଂ ୧୩ ଦୁଇଦିନ ଧରି ଭର୍ଚୁଆଲ୍‌ ନୂଆଁଖାଇ ଭେଟ୍‌ଘାଟ୍‌ ଆୟୋଜିତ ହୋଇଯାଇଛି । ଏହି ବର୍ଷ ପ୍ରଥମ କରି ଓସାକା ତରଫରୁ ୧୨ ତାରିଖ ଦିନ
Read More...

କୁର୍କୁଟାରେ ପ୍ରୟାସ ଜନ କଲ୍ୟାଣ ସମିତି ପକ୍ଷରୁ ବୃକ୍ଷ ରୋପଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ବିଜେପୁର ବ୍ଲକର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପ୍ରୟାସ ଜନ କଲ୍ୟାଣ ସମିତି କୁର୍କୁଟା ପକ୍ଷରୁ ଦ୍ୱିତୀୟ ପର୍ୟ୍ୟାୟରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇ ଯାଇଛି । ବଡବାଉଁଶେନ ପଞ୍ଚାୟତ
Read More...

ଏଲ୍‌ଏସି.ରେ ଚୀନ ଜମଉଛି ବହୁସଂଖ୍ୟାରେ ସେନା ଓ ଗେଳାବାରୁଦ

ନୂଆଦିଲ୍ଲୀ : ଲାଇନ୍‌ ଅଫ୍‌ ଏକ୍‌ଚୁଆଲ୍‌ କଂଟ୍ରୋଲ (ଏଲ୍‌ଏସି)ରେ ଚୀନ୍‌ ପକ୍ଷରୁ ବହୁସଂଖ୍ୟାରେ ସେନା ଓ ଗୋଳାବାରୁଦ ମୁତୟନ କରାଯାଉଥିବା ବେଳେ ଭାରତୀୟ ସେନା ମଧ୍ୟ ପୂରା ପ୍ରସ୍ତୁତ ରହିଛି ବୋଲି ସଂସଦରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି । ତେବେ ଏଲ୍‌ଏସି.ର ସ୍ଥିତି ସଂପର୍କରେ
Read More...

ବଲାଙ୍ଗିର ଛାତ୍ର କଂଗ୍ରେସ ପକ୍ଷରୁ ଦାବୀପତ୍ର ପ୍ରଦାନ

ବଲାଙ୍ଗିର, (ଶମ୍ଭୁନାଥ ସାହୁ) : ଆଜି ବଲାଙ୍ଗିର ଛାତ୍ର କଂଗ୍ରେସ ପକ୍ଷରୁ ଏକ ପ୍ରତିନିଧି ଦଳ ରାଜେନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ତଥା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ଦେଖାକରି ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ଦାବୀପତ୍ରର ମୁଖ୍ୟ ଦାବୀ ଥିଲା, ରାଜେନ୍ଦ୍ର
Read More...

ସ୍ୱେଚ୍ଛାସେବୀ ସଙ୍ଗଠନ ବଦାନ୍ୟ ବନ୍ଧୁ ତରଫରୁ କରୋନା ଯୋଦ୍ଧା ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାରେ ଦିନକୁ ଦିନ ମହାମାରୀ କରୋନା ତାର କାୟା ବିସ୍ତାର କରି ଚାଲିଥିବା ସମୟରେ ଜନସାଧାରଣଙ୍କ ସମସ୍ୟାଗୁଡ଼ିକୁ ହୃଦୟଙ୍ଗମ କରି କିଛି ବ୍ୟକ୍ତିବିଶେଷ ନିଜର ବ୍ୟକ୍ତିଗତ ସମସ୍ୟା ତଥା ନିଜ ପରିବାରର ସମସ୍ୟାକୁ ପଛରେ ପକାଇ ଅନବରତ ଭାବେ ଲୋକଙ୍କ ସେବା
Read More...