Yearly Archives

2020

ଶୋକ ବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ନେତାଗଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସଭାପତି ତଥା ପଦ୍ମପୁରର ପୁର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ପିତା ରାଧେଶ୍ୟାମ ପୁରୋହିତଙ୍କ ଆଜି ପରଲୋକ ଘଟିଛି। ଏହି ଖବର ପ୍ରସାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା । ଏହି ଖବର ପାଇ କେନ୍ଦ୍ର
Read More...

ମନରେଗା ଶ୍ରମିକମାନଙ୍କ ଦ୍ୱାରା ଡିଆର୍‌ଡିଏ କାର୍ଯ୍ୟାଳୟ ଘେରାଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ମନରେଗା ଶ୍ରମିକମାନଙ୍କ ଦ୍ୱାରା ବଲାଙ୍ଗିର ଡିଆର୍‌ଡିଏ କାର୍ଯ୍ୟାଳୟ ଘେରାଓ କରାଯାଇଛି । ବେଲପଡ଼ା ବ୍ଲକ୍‌ ମଧ୍ୟପୁର ଗ୍ରାମ ପଞ୍ଚାୟତର ଶ୍ରମିକମାନେ ଦୀର୍ଘ ଦିନ ହେଲା ମନରେଗା ଯୋଜନାରେ କାମ କରି ଆସିଛନ୍ତି । ଦାଦନ ପ୍ରବଣ ଅଂଚଳ ହୋଇଥିବାରୁ ମନରେଗା
Read More...

ଡାକ୍ତରଖାନାକୁ ଡାକ୍ତର ମନଇଚ୍ଛା ଆସୁଥିବା ନେଇ ରୋଗୀ ହଟହଟା : ଡାକ୍ତରଖାନା ଘେରାଉ କଲେ ଗ୍ରାମବାସୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : କରୋନା ମହାମାରୀ ସମୟରେ ଲୋକଙ୍କୁ କିଭଳି ଭାବେ ଉଚିତ ଚିକିତ୍ସା ମିଳି ପାରିବ, ତାହାକୁ ନେଇ ବିଭାଗୀୟ ଅଧିକାରୀମାନେ ଡାକ୍ତରମାନଙ୍କୁ ପରାମର୍ଶ ଦେଉଛନ୍ତି । କିନ୍ତୁ ଦୁଃଖର ବିଷୟ ଯେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡା ପ୍ରାଥମିକ ସ୍ୱାସ୍ଥ୍ୟ
Read More...

ଆଜି ବଲାଙ୍ଗିର ଜିଲ୍ଲାରୁ ୩୯ ଚିହ୍ନଟ : ୧୯ ବଲାଙ୍ଗିର ପୌରାଂଚଳରୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରୁ ଆଜି ୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳରୁ ୧୯ ଜଣ ଚିହ୍ନଟ ହୋଇଥିବା ବେଳେ ରେଲୱେ ଷ୍ଟେସନ୍‌ ରୋଡ଼୍‌ରୁ ୩, ସାଲେପାଲିରୁ ୨, ଶାନ୍ତିପଡ଼ାରୁ ୧, ମାଲପଡ଼ାରୁ ୧, ମସ୍‌ଜିଦ୍‌
Read More...

ଜୟା ବଚ୍ଚନଙ୍କ ବୟାନ ଉପରେ ରବି କିଶନଙ୍କ ପ୍ରତିକ୍ରିୟା : ଜୟା ବଚ୍ଚନ ମତେ ସମର୍ଥନ କରିବେ ବୋଲି ବିଶ୍ୱାସ ଥିଲା

ନୂଆଦିଲ୍ଲୀ : ଭୋଜପୁରୀ ଫିଲ୍ମ ଜଗତର ସୁପର୍‌ହିଟ୍‌ ଅଭିନେତା ତଥା ବିଜେପି. ସାଂସଦ ରବି କିଶନ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନଙ୍କ ବୟାନ ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିବାକୁ ଯାଇ କହିଛନ୍ତି, ଜୟା ବଚ୍ଚନ ମତେ ସମର୍ଥନ କରିବେ ବୋଲି ମୋର ବିଶ୍ୱାସ ଥିଲା । ସେ ଏହା ବି କହିଛନ୍ତି
Read More...

ଜୟା ବଚ୍ଚନଙ୍କ ବୟାନରେ କଙ୍ଗନାଙ୍କ ବକ୍ରୋକ୍ତି : ମୋର ଜାଗାରେ ଯଦି ଶ୍ୱେତା ଥାଆନ୍ତା କିମ୍ବା ସୁଶାନ୍ତଙ୍କ ଜାଗାରେ…

ମୁମ୍ବାଇ : ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନଙ୍କ ବୟାନ ଉପରେ ବକ୍ରୋକ୍ତି ରଖିଛନ୍ତି ଗଙ୍ଗନା ରନୌତ । ସେ କହିଛନ୍ତି ଯେ, ମାର ଜାଗାରେ ଯଦି ଶ୍ୱେତା ଥାଆନ୍ତା କିମ୍ବା ସୁଶାନ୍ତଙ୍କ ଜାଗାରେ ଅଭିଷେକ ଥାଆନ୍ତା, ତେବେ ବି କ’ଣ ଜୟା ଏମିତି କହନ୍ତେ! ସୂଚନାଯୋଗ୍ୟ ଯେ, ସାଂସଦ ଜୟା ବଚ୍ଚନ
Read More...

ଦୁର୍ବୃତ୍ତଙ୍କ ଗୁଣ୍ଡାରାଜ ପ୍ରତିବାଦରେ ଏସପିଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଲେହେଡ଼ି ଗାଁର କିଛି ଅସାମାଜିକ ବ୍ୟକ୍ତିଙ୍କ ଗୁଣ୍ଡାରାଜକୁ ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ । ସୁଚନା ଅନୁସାରେ କିଛି ଯୁବକ ପ୍ରତ୍ୟେକ ଦିନ ମଦ୍ୟପାନ କରି ଯାତାୟାତ
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୩୬୪୫ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୩୬୪୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୧୫୧ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୪୯୪
Read More...

ବିଜେପି. ସାଂସଦ ରବି କିଶନଙ୍କ ଉପରେ ରାଜ୍ୟସଭାରେ ବର୍ଷିଲେ ଜୟା ବଚ୍ଚନ

ମୁମ୍ବାଇ : ଡ୍ରଗ୍ସ ମାମଲାରେ ବଲିଉଡ଼୍‌କୁ ବଦନାମ କରାଯିବା ପାଇଁ ଚକ୍ରାନ୍ତ କରାଯାଉଛି ବୋଲି ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନ କହିଛନ୍ତି । ଆଜି ରାଜ୍ୟସଭାରେ ଜୟା ବଚ୍ଚନ ଏହି ବୟାନ ଦେଇଛନ୍ତି । ସେ ନାଁ ନନେଇ ବିଜେପି. ସାଂସଦ ରବି କିଶନଙ୍କ ଉପରେ ଟାର୍ଗେଟ କରିଛନ୍ତି । ସେ
Read More...

ସେବାର ଉଜ୍ୱଳ ପ୍ରତୀକ ଲଳିତ ନାୟକ : ନିଜେ ଅସୁସ୍ଥ ଥାଇ ବି ସମାଜସେବା ଜାରି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଶିଷ୍ଟ ସମାଜସେବୀ ଲଲିତ କୁମାର ନାୟକ ନିଜେ ଅସୁସ୍ଥ ଥାଇ ମଧ୍ୟ ସମାଜସେବା ଜାରି ରଖିଛନ୍ତି । ଗତକାଲି ସୋମବାର ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଜଣେ କ୍ୟାନସର ରୋଗୀ ଓ ଅନ୍ୟ ଜଣେ ରିକ୍ସା ଚାଳକଙ୍କ ପାଇଁ ୨ ୟୁନିଟ୍‌ ରକ୍ତ ସଂଗ୍ରହ କରିଥିବା ସୂଚନା
Read More...