Yearly Archives

2020

ସେପ୍ଟେମ୍ବର ୧୫ରେ ସହରାଞ୍ଚଳ ଭିତ୍ତିଭୂମି ସହ ଜଡିତ ବିହାରର ୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ…

ନୂଆଦିଲ୍ଲୀ, (ପିଆଇବି) : ସହରାଞ୍ଚଳ ଭିତ୍ତିଭୂମି ସହ ଜଡ଼ିତ ବିହାରର ୭ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୫ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରିବେ । ଏଥିରେ ଚାରିଟି ଜଳଯୋଗାଣ ପ୍ରକଳ୍ପ, ଦୁଇଟି ସ୍ୱେରେଜ ଟ୍ରିଟମେଣ୍ଟ ପ୍ରକଳ୍ପ ଓ
Read More...

ଇସ୍ପାତ ପୁଞ୍ଜର ବିକାଶ ପାଇଁ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକସଭାକୁ ଜଣାଇଲେ

ନୂଆଦିଲ୍ଲୀ, (ପିଆଇବି) : ଦେଶରେ ଇସ୍ପାତ ପୁଞ୍ଜର ବିକାଶ ପାଇଁ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ଏକ ଚିଠା ନୀତି ପ୍ରସ୍ତୁତ କରିଛି । ବର୍ତ୍ତମାନର ଇସ୍ପାତ ପୁଞ୍ଜଗୁଡିକର ବିକାଶ ସହ ପରିବେଶ ଅନୁକୂଳ ସବୁଜିମା ଭରା ଇସ୍ପାତ ପୁଞ୍ଜର ବିକାଶ ନେଇ ଏହି ଚିଠା ନୀତିରେ ଉଲ୍ଲେଖ ରହିଛି । ଏହି ଇସ୍ପାତ
Read More...

ଦେଶରେ କରୋନା ଆରୋଗ୍ୟ ହାର ୭୮ ପ୍ରତିଶତ ଛୁଇଁଲା

● ସକ୍ରିୟ ମାମଲା ତୁଳନାରେ ସୁସ୍ଥରୋଗୀ ସଂଖ୍ୟା ୨୮ ଲକ୍ଷରୁ ଅଧିକ● ସମୁଦାୟ ସକ୍ରିୟ ମାମଲାର ୬୦ ପ୍ରତିଶତ ୫ଟି ରାଜ୍ୟରୁନୂଆଦିଲ୍ଲୀ, (ପିଆଇବି) : କରୋନା ଆରୋଗ୍ୟ ହାରରେ ଦେଶ ଆଉ ଏକ ସଫଳତାର ମାଇଲଖୁଣ୍ଟ ଛୁଇଁଛି । ଏହି ସଂଖ୍ୟା କ୍ରମଶଃ ବୃଦ୍ଧି ପାଉଥିବା ବେଳେ ଏହା ଶତକଡା ୭୮ ପ୍ରତିଶତରେ
Read More...

ଯୁଗଯାତ୍ରୀ ସାହିତ୍ୟ ସଂସଦର ପୂର୍ବ ଉପସଭାପତି ପରମାନନ୍ଦ ଅଗ୍ରୱାଲଙ୍କ ପରଲୋକ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଯୁଗଯାତ୍ରୀ ସାହିତ୍ୟ ସଂସଦର ଜଣେ ବରିଷ୍ଠ ସଦସ୍ୟ ତଥା ଉପସଭାପତି, କୋଷାଧ୍ୟକ୍ଷ ପରମାନନ୍ଦ ଅଗ୍ରୱାଲ(୫୯)ଙ୍କ ଆଜି ପରଲୋକ ହେଇଯାଇଛି । କଟକ ଠାରେ ତାଙ୍କର ପରଲୋକ ପରେ ମ.ରାମପୁର ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସେ ଯୁଗଯାତ୍ରୀ ସାହିତ୍ୟ ସଂସଦର ଆରମ୍ଭରୁ
Read More...

ପାହାଡି ମୁଲକର ଗାଁ ବୋଡ଼ାଦରିଂ : ବ୍ଲକକୁ ଦୂରତା ୬୩ କିମି, ପଂଚାୟତକୁ ଦୂରତା ୪୮କିମି

କଳାହାଣ୍ଡି, (କେପିଏନ୍‌ଏସ୍‌) : ଆଜି ବି ଅନେକ ଗାଁ ରହିଛି, ଯେଉଁ ଗାଁର ଲୋକେ ଜୀବନ କହିଲେ ବଣ ଜଙ୍ଗଲ ଆଉ ନିଜ ନିଜ ଭିତରର ସୁଖ ଦୁଃଖକୁ ହିଁ ବୁଝନ୍ତି । ଗୋଟିଏ ବାହାର ଦୁନିଆଁ ଥାଏ, ତାକୁ ନେଇ ସେମାନେ କେବେ କିଛି କଳ୍ପନା ବି କରନ୍ତି ନାହିଁ । କିନ୍ତୁ ସଭ୍ୟତାର ବିକାଶ ପରେ ପରେ ସେମାନେ
Read More...

ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ପିତା ରାଧେଶ୍ୟାମ ପୁରୋହିତଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କ ପିତା ରାଧେଶ୍ୟାମ ପୁରୋହିତଙ୍କ ଗତ ସୋମବାର ରାତିରେ ପରଲୋକ ହୋଇଯାଇଛି । ତାଙ୍କୁ ମୃତ୍ୟୁ ବେଳକୁ ୮୮ ବର୍ଷ ବୟସ ହେଉଥିଲା । ସେ ତାଙ୍କ ପଛରେ ଧର୍ମପତ୍ନୀ ସୁଲୋଚନା
Read More...

ତରଭା ବ୍ଲକର ଆଭ୍ୟନ୍ତରୀଣ ଅଂଚଳର ସମସ୍ତ ସମସ୍ୟା ସମାଧାନ ପାଇଁ ବିଙ୍ଗ୍ ହ୍ୟୁମାନ ଫାଉଣ୍ଡେସନ ପକ୍ଷରୁ ଦାବୀ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅଂଚଳର ବିଭିନ୍ନ ସମସ୍ୟାକୁ ନେଇ ଜିତେନ୍ଦ୍ର ବାରିକ ଓ ରାହୁଲ ବାରିକଙ୍କ ନେତୃତ୍ୱରେ ବିଙ୍ଗ୍ ହ୍ୟୁମାନ ଫାଉଣ୍ଡେସନ, ତରଭା ପକ୍ଷରୁ ୭ଦଫା ଦାବୀକୁ ନେଇ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ଦିଆଯାଇଛି । ତରଭା ବ୍ଲକର
Read More...

ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ଦିଲ୍ଲୀ ଜୁହାର ପରିବାର ଇ-ନୂଆଁଖାଇ ପରବ ପାଳିତ

ଯୋଗଦେଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ଼. ପ୍ରମୋଦ କୁମାର ମିଶ୍ର : ପ୍ରଖ୍ୟାତ ବାନ୍ଧକଳା ବିଶେଷଜ୍ଞ ଡ଼. ସୁରେନ୍ଦ୍ର ମେହେରଙ୍କୁ ଜୁହାର ସମ୍ମାନ-୨୦୨୦ନୂଆଦିଲ୍ଲୀ : ଉତ୍ସାହ ଆଉ ଉଦ୍ଦୀପନା ମଧ୍ୟରେ ଆଜି ଜୁହାର ପରିବାର ନୂଆଦିଲ୍ଲୀର
Read More...

ବିଜେପୁରରୁ ଭାଜପାର ବିଶୋଧନ ଅଭିଯାନ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ସହରରୁ କରୋନା ମହାମାରୀ ଦାଉରୁ ଜନସାଧାରଣଙ୍କ ଧନ ଜୀବନକୁ ସୁରକ୍ଷା ପାଇଁ ବିଶୋଧନ ଅଭିଯାନ ସୋମବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି । ବରଗଡ଼ ଲୋକସଭା ସାଂସଦ ସୁରେଶ ପୁଜାରୀଙ୍କ ନିର୍ଦ୍ଦେଶରେ ଏମସିଏଲ ପକ୍ଷରୁ ଏକ ବିଶୋଧନ ଯାନ ବିଜେପୁର
Read More...

ଅଜଣା ରୋଗ ପୋକ ଚିନ୍ତାରେ ଚାଷୀ : କୃଷି ବିଭାଗର ଦେଖାନାହିଁ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚଳିତ ବର୍ଷ କିଛି ସ୍ଥାନରେ ଭଲ ବର୍ଷା ହୋଇ ଥିବାବେଳେ ଭଲ ଅମଳ ହେବ ବୋଲି ଚାଷୀ ଆଶା ରଖିଥିଲା । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ୨୨ଟି ପଞ୍ଚାୟତରେ ଅଜଣା ରୋଗ ପୋକ ଯୋଗୁଁ ଚିନ୍ତାରେ ଭାଙ୍ଗି ପଡିଛି ଚାଷୀ । ଅନ୍ୟପଟେ କୃଷି ବିଭାଗର ଏଥିପ୍ରତି
Read More...