csstore

ଜୟା ବଚ୍ଚନଙ୍କ ବୟାନରେ କଙ୍ଗନାଙ୍କ ବକ୍ରୋକ୍ତି : ମୋର ଜାଗାରେ ଯଦି ଶ୍ୱେତା ଥାଆନ୍ତା କିମ୍ବା ସୁଶାନ୍ତଙ୍କ ଜାଗାରେ ଅଭିଷେକ, ତେବେ ବି କ’ଣ ଜୟା ଏମିତି କହନ୍ତେ

ମୁମ୍ବାଇ : ସମାଜବାଦୀ ପାର୍ଟିର ସାଂସଦ ଜୟା ବଚ୍ଚନଙ୍କ ବୟାନ ଉପରେ ବକ୍ରୋକ୍ତି ରଖିଛନ୍ତି ଗଙ୍ଗନା ରନୌତ । ସେ କହିଛନ୍ତି ଯେ, ମାର ଜାଗାରେ ଯଦି ଶ୍ୱେତା ଥାଆନ୍ତା କିମ୍ବା ସୁଶାନ୍ତଙ୍କ ଜାଗାରେ ଅଭିଷେକ ଥାଆନ୍ତା, ତେବେ ବି କ’ଣ ଜୟା ଏମିତି କହନ୍ତେ! ସୂଚନାଯୋଗ୍ୟ ଯେ, ସାଂସଦ ଜୟା ବଚ୍ଚନ ରାଜ୍ୟସଭାରେ ‘ଡ୍ରଗ୍ସ ମାମଲାରେ ବଲିଉଡ଼୍‌କୁ ବଦନାମ କରାଯିବାକୁ ଚକ୍ରାନ୍ତ କରାଯାଉଛି, ଯଦି ବି ସରକାରଙ୍କ ସାହଯ୍ୟ ସହଯୋଗ ଦେବା ପାଇଁ ସବୁବେଳେ ବଲିଉଡ଼୍‌ ଆଗେଇ ଆସୁଛି’ ବୋଲି କହିଥିଲେ ।

jayashree
Leave A Reply

Your email address will not be published.