ଆଜି ପୁଣି ଓଡ଼ିଶାରୁ ୪୨୭୦ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ପୁଣି ଓଡ଼ିଶାରୁ ୪୨୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୪୭୮ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୧୭୯୨ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୪୭, ବାଲେଶ୍ୱରରୁ ୧୫୦, ବରଗଡ଼ରୁ ୧୮୩, ଭଦ୍ରକରୁ ୫୫, ବଲାଙ୍ଗିରରୁ ୯୭, ବୌଦ୍ଧରୁ ୨୨, କଟକରୁ ୩୭୪, ଦେବଗଡ଼ରୁ ୧୮, ଢେଙ୍କାନାଳରୁ ୬୩, ଗଜପତିରୁ ୫୮, ଗଂଜାମରୁ ୬୮, ଜଗତସିଂହପୁରରୁ ୧୮୮, ଯାଜପୁରରୁ ୧୬୨, ଝାରସୁଗୁଡ଼ାରୁ ୧୨୧, କଳାହାଣ୍ଡିରୁ ୪୪, କନ୍ଧମାଳରୁ ୭୩, କେନ୍ଦ୍ରାପଡ଼ାରୁ ୯୯, କେଉଁଝରରୁ ୮୭, ଖୋର୍ଦ୍ଧାରୁ ୮୭୬, କୋରାପୁଟରୁ ୮୩, ମାଲକାନଗିରିରୁ ୬୪, ମୟୁରଭଂଜରୁ ୧୩୧, ନବରଙ୍ଗପୁରରୁ ୮୬, ନୟାଗଡ଼ରୁ ୪୭, ନୂଆପଡ଼ାରୁ ୧୧୯, ପୁରୀରୁ ୨୮୭, ରାୟଗଡ଼ାରୁ ୮୦, ସମ୍ବଲପୁରରୁ ୧୧୪, ସୋନପୁରରୁ ୭୪, ସୁନ୍ଦରଗଡ଼ରୁ ୩୮ ଏବଂ ଷ୍ଟେଟ୍‌ ପୁଲ୍‌ ୨୬୨ ଜଣ ଆକ୍ରାନ୍ତ ହୋଇଛନ୍ତି । ଆଜି ଯାଏଁ ୧୬୨୯୨୦ ଜଣ ସମୁଦାୟ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨୫୭୩୮ ଜଣ ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.