Yearly Archives

2020

କବିତା : ଅଭିସାର

ଅଂଜଳି ପଟ୍ଟନାୟକକାଳେ ତୁମେ ଫେରିଥିଲକାଲି ରାତିରେ !ଗେଟ ଉପରେ ଢୁଳେଇ ପଡିଥିବାମଧୁ ମାଳତୀର ଚିବୁକରେହାତ ମାରିଥିଲ ବୋଧେସକାଳେ ମଉଳିବା ବଦଳରେସେ ପୁଣି ଥରେ ଫୁଟିବାଚେଷ୍ଟାରେ ଥିଲା । କବାଟ ସନ୍ଧିର କ୍ଲାନ୍ତବୁଢିଆଣୀ ସତେଜ ଜାଲିବୁଣି ସାରିଥିଲା ବଡି ଭୋରରୁ,ଲାଜକୁଳୀ ଲତା ସହଏଇ ଏଇ ମିତ
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୭୩ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୪୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରୁ ୭୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୪୩ ଜଣ ସଂକ୍ରମିତ ହୋଇଛନ୍ତି । ତେବେ ବଲାଙ୍ଗିର ପୌରାଂଚଳର ୱାଡର଼୍ ନଂ.୧ରୁ ୨, ୨ରୁ ୧୧, ୪ରୁ ୧, ୫ରୁ ୭, ୬ରୁ ୧, ୧୨ରୁ ୧, ୧୪ରୁ ୨, ୧୫ରୁ ୬, ୧୮ରୁ ୧,
Read More...

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲା ଜିଲ୍ଲା ସାମ୍ବାଦିକ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁରେକେଲା ବ୍ଳକର ଝରନି ପଞ୍ଚାୟତରେ ମନରେଗା କାମ କରି ପାଉଣା ପାଇନଥିବା ଶ୍ରମିକମାନଙ୍କ ଏକ ଖବର ସଂଗ୍ରହ ପାଇଁ ଯାଇଥିବା ବୈଦୁତିକ ଗଣମାଧ୍ୟମର ପ୍ରତିନିଧି ଅନ୍ତିମ କୁମାର ପାଣିଗ୍ରାହୀଙ୍କୁ ସରପଞ୍ଚଙ୍କ ସ୍ୱାମୀ ଦ୍ୱାରା ଆକ୍ରମଣ ଓ ଖବର ସଂଗ୍ରହରେ ବାଧା
Read More...

ଜଲିଆଦର୍ହ ଅଙ୍ଗନବାଡ଼ି କେନ୍ଦ୍ରରେ ପୃଷ୍ଟିକର ଦିବସ ପାଳିତ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ମା' ଓ ଶିଶୁମାନଙ୍କ ଦେହ ସୁସ୍ଥ କିପରି ରହିବ, ତାହାକୁ ଦୃଷ୍ଟିରେ ରଖି ଆଜି ପୃଷ୍ଟିକର ଦିବସ ପାଳିତ ହୋଇଯାଇଛି । ସୂଚନା ଏହି ଯେ, ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କନ୍ଧକେଲଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଲିଆଦର୍ହ ଅଙ୍ଗନବାଡ଼ି କେନ୍ଦ୍ରଠାରେ
Read More...

ବିନେଶ ଗହିର ସଇଁନ୍ତଳା ଯାଦବ ସମାଜର ସଭାପତି ମନୋନୀ

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ପଶ୍ଚିମ ଓଡିଶାର ଯାଦବ ବିକାଶ ପରିଷଦର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ପରିଷଦର ଅଧ୍ୟକ୍ଷ ବଳରାମ ସିଂ ଯାଦବ ଜିଲ୍ଲା ସାଧାରଣ ସମ୍ପାଦକ କୁମାର ପାଣ୍ଡେ ଯାଦବ ଓ ସଇଁତଲା ବ୍ଲକର ପଶ୍ଚିମ ଓଡ଼ିଶା ଯାଦବ ବିକାଶ ପରିଷଦର ସଭାପତିଙ୍କ
Read More...

ପଦ୍ମପୁର ସହରରେ ଏବେଠୁଁ ଦେଖା ଦେଲାଣି ପାନୀୟ ଜଳ ସଂକଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଏନଏସିରେ ଏବେଠାରୁ ପାନୀୟ ଜଳର ଅଭାବ ଦେଖା ଦେଲାଣି । ଏଠାରେ ପାନୀୟ ଜଳର ଅଭାବ କିଛି ନୂଆ କଥା ହୋଇ ନ ଥିଲେ ମଧ୍ୟ ଚଳିତ ବର୍ଷ ବର୍ଷା ଋତୁରେ ପାନୀୟ ଜଳ ଅଭାବ ଯୋଗୁଁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଗତ ସାତ ଆଠ ଦିନ
Read More...

ଘଣ୍ଟାପଡା ହାଇସ୍କୁଲରେ ସମ୍ବର୍ଦ୍ଧନା ଉତ୍ସବ ପାଳନ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଘଣ୍ଟାପଡା ସ୍ଥିତ ସମଲେଶ୍ୱରୀ ହାଇସ୍କୁଲରେ ନୂତନ ଭାବେ ପ୍ରଧାନ ଶିକ୍ଷକ ପୀତବାସ ପଣ୍ତା ଯୋଗ ଦେଇଛନ୍ତି । ଏନେଇ ଶୁକ୍ରବାର ସ୍କୁଲ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ କବିତା ସାହୁଙ୍କ ତତ୍ତ୍ବାବଧାନରେ ଆୟୋଜନ
Read More...

ସେବା ସପ୍ତାହ ଅବସରରେ ବୃକ୍ଷରୋପଣ

ବଲାଙ୍ଗିର, (ବଲାଙ୍ଗିର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ ସେବା ସପ୍ତାହ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ପୁଇଁନ୍ତଲା ବ୍ଲକ ମହୀମୁଣ୍ଡା ମଣ୍ଡଳର ଦଶପୁର ଗ୍ରାମ ସ୍ଥିତ ଦଶପୁର ଗ୍ରାମ ପଂଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ଅବସରପ୍ରାପ୍ତ ଶିକ୍ଷକ ମାର୍କଣ୍ଡ ରଥଙ୍କ ପରଲୋକ

ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ୍‌ ଅନ୍ତର୍ଗତ ମହୀମୁଣ୍ଡା ଗ୍ରାମର ସୁନାମଧନ୍ୟ ଶିକ୍ଷାବିତ ଅବସରପ୍ରାପ୍ତ ଶିକ୍ଷକ ମାର୍କଣ୍ଡ ରଥ(୭୯)ଙ୍କ ପରଲୋକ ହୋଇଯାଇଛି । ଗତକାଲି ପବିତ୍ର ମହାଳୟା ତିଥିରେ ତାଙ୍କ ଦେହାନ୍ତ ପରେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ବେଳକୁ
Read More...

ଉତ୍ତର ପ୍ରଦେଶରେ ଏକ୍ସନ୍‌ ମୋଡ୍‌ରେ ପ୍ରିୟଙ୍କା

ଲଖ୍‌ନଉ : କଂଗ୍ରେସ ପାର୍ଟିର ଉତ୍ତର ପ୍ରଦେଶ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବର୍ତ୍ତମାନ ନିୟମିତ ଭାବରେ ପାର୍ଟିର ନେତାମାନଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ପ୍ରିୟଙ୍କା ପୂର୍ବରୁ ପାର୍ଟିର ୪ ସମିତିର ନେତାମାନଙ୍କ ସହ ଭର୍ଚୁଆଲ୍‌ କନ୍‌ଫରେନ୍ସ କରିଛନ୍ତି । ପ୍ରିୟଙ୍କା ଗାନ୍ଧୀ
Read More...