Yearly Archives

2020

ଏମ୍‌ଏସ୍‌ପି.କୁ ନେଇ ମିଥ୍ୟା ପ୍ରଚାର ଚାଲିଛି, ସମର୍ଥନ ମୂଲ୍ୟ ପାଇଁ ସରକାର ପ୍ରତିବଦ୍ଧ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : କୃଷି ଅଧ୍ୟାଦେଶକୁ ନେଇ ଚାଷୀମାନଙ୍କ ବିକ୍ଷୋଭ ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ଚାଷୀଙ୍କୁ ଭରସା ଦେଇ କହିଛନ୍ତି ଯେ, ନ୍ୟୁନତମ ସମର୍ଥନ ମୂଲ୍ୟ (ଏମ୍‌ଏସ୍‌ପି) ବ୍ୟବସ୍ଥା ସମାପ୍ତ ହେବନାହିଁ, ବଳବତ୍ତର ରହିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,
Read More...

ଦିଲ୍ଲୀରେ ସବୁ ସ୍କୁଲ ୫ ଅକ୍ଟୋବର ଯାଏଁ ବନ୍ଦ

ନୂଆଦିଲ୍ଲୀ : ବଢ଼ୁଛି କରୋନା ସଂକ୍ରମଣ ଆହୁରି ଆହୁରି । ଏହି ଦିଗକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସମସ୍ତ ସ୍କୁଲକୁ ୫ ଅକ୍ଟୋବର ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ଘୋଷଣା କରିଛନ୍ତି । ଅନ୍‌ଲାଇନ୍‌ କ୍ଲାସ୍‌ ଜାରି ରହିବ । ଏ ସଂବନ୍ଧରେ ଦିଲ୍ଲୀ ସରକାର ଆଜି ସାର୍କୁଲାର୍‌ ଜାରି କରିଛନ୍ତି ।
Read More...

ମୋଟର ଚାଳକ ଦିବସ ପାଳିତ ଏବଂ ବିଶ୍ୱକର୍ମା ପୂଜା ସମାପିତ

ବରଗଡ, (ନିରଂଜନ ତ୍ରିପାଠୀ) : ବରଗଡ ଜ଼ିଲ୍ଲା ଝାରବନ୍ଧ ଠାରେ ଓଡିଶା ମୋଟର ଚାଳକ ସଂଘ ଝାରବନ୍ଧ ଶାଖା ପକ୍ଷରୁ ମୋଟର ଚାଳକ ଦିବସ ପାଳିତ ହେବା ସହ କୋଭିଡ ଗାଇଡ଼ ଲାଇନ ଅନୁସାରେ କେବଳ ବିଧିରକ୍ଷା ନିମନ୍ତେ ସାମାଜିକ ଦୂରତା ପାଳନ କରି ମୁହଁରେ ମାସ୍କ ଲଗାଇ ବିଶ୍ୱକର୍ମା ପୂଜା ପାଳିତ ହୋଇ
Read More...

ସ୍ୱେଚ୍ଛାସେବୀ ସଙ୍ଗଠନ ବଦାନ୍ୟ ବନ୍ଧୁ ତରଫରୁ ସଚେତନ ନାଗରିକ ସମ୍ମାନ ପ୍ରଦାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ତାର ସପ୍ତମ ବର୍ଷ ପୁର୍ତ୍ତି ଅବସରରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନେକ ଗୁଡ଼ିଏ ଜନହିତକର କାର୍ୟ୍ୟ ହାତକୁ ନେଇଛି । ଏହି ଅବସରରେ ରାଜ୍ୟର କୋଣ ଅନୁକୋଣରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ
Read More...

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା : ଅଭିଯୁକ୍ତଙ୍କୁ ଗିରଫ ଦାବୀ ନେଇ ତୁଷୁରା ସାମ୍ବାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ…

ତୁଷୁରା, (ଅଜିତ କୁମାର ସାହୁ) : ବଲା‌ଙ୍ଗିର ଜିଲ୍ଲା ତୁଷୁରା ସାମ୍ବାଦିକ ସଂଘ ପକ୍ଷରୁ ବୈଦ୍ୟୁତିକ ସାମ୍ବାଦିକ ଅନ୍ତିମ କୁମାର ପାଣିଗ୍ରାହୀଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ପୋଲିସ ତୁରନ୍ତ ଗିରଫ କରିବା ପାଇଁ ମୁଖ୍ୟମନ୍ତ୍ରୀ, ଆଇନ ଓ ଗୃହ ବିଭାଗ ମନ୍ତ୍ରୀ, ଜିଲ୍ଲାପାଳ ଓ ଜିଲ୍ଲା
Read More...

ଖଇନି ଭାବି ଉକୁଣି ମରା ଔଷଧ ଖାଇଦେବାରୁ ‌ଜଣେ ବୃଦ୍ଧଙ୍କ ମୃତ୍ୟୁ

ଭଞ୍ଜନଗର, (ସନ୍ତୋଷ ଜେନା) : ଖଇନି ଭାବି ଉକୁଣି ମରା ଔଷଧ ଖାଇଦେବା ଫଳରେ ‌ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଗଂଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ କ୍ଷେତମୁଣ୍ଡଳୀ ପଞ୍ଚାୟତ ଲୁଣ୍ଡୁରିପଦର ଗ୍ରାମରେ । ପ୍ରାଣ ହରାଇଛନ୍ତି ଗ୍ରାମର ପାଣ୍ଡବ ଦଳବେହେରା(୭୦) ।
Read More...

ଠିକାକାମକୁ ବିରୋଧ କରି ଟିଟିଲାଗଡ ମ୍ୟୁନିସିପାଲିଟି ସଫେଇ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡର ମ୍ୟୁନିସିପାଲିଟିରେ କାମ କରୁଥିବା ସଫେଇ କର୍ମଚାରୀମାନେ ଠିକା ମାଧ୍ୟମରେ କାମ କରିବାକୁ ମନା କରି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି । ସୂଚନା ଅନୁଯାୟୀ, ଗତ କିଛି ଦିନ ହେଲା ମ୍ୟୁନିସିପାଲିଟି ବିଭାଗ ସହ ସଫେଇ କର୍ମଚାରୀମାନଙ୍କ ଠିକା କା କୁ ନେଇ
Read More...

ଝରଣୀ ପଂଚାୟତ ସରପଂଚଙ୍କ ଦ୍ୱାରା ବୌଦ୍ୟୁତିକ ଗଣମାଧ୍ୟମକୁ ଆକ୍ରମଣ ପ୍ରସଙ୍ଗ : ସାଂବାଂଦିକ ସଂଘ, କଂଟାବାଂଜି ଦ୍ୱାରା…

 ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣକାରୀ ସରପଂଚ, ସରପଂଚଙ୍କ ସ୍ୱାମୀ ଓ ଅନ୍ୟମାନଙ୍କୁ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବୀ ପଂଚାୟତରେ ସରକାରଙ୍କ ବିଭିନ୍ନ ଯୋଜନାର ଦୁର୍ନୀତିର ତଦନ୍ତ ଦାବୀକଂଟାବାଂଜି, (ଗୁରୁଦୟାଲ ହଂସ) : ବୈଦ୍ୟୁତିକ ଗଣମାଧ୍ୟମ କଂଟାବାଂଜି ପ୍ରତିନିଧି ଅନ୍ତିମ
Read More...

ଦୁର୍ନୀତି ପାଇଁ ପୌର ଆଇନକୁ ଦଳି ଦେଲେ

ଡିସ୍‌ପ୍ଲେ ପାଇଁ ୧୦ ଲକ୍ଷ ଟେଣ୍ଡର, ୨୮ ଲକ୍ଷ କାମରେ ହେଲାନିଆଇ ଲଭ୍‌ ବଲାଙ୍ଗିର ନାଁରେ ଟଙ୍କା ହଡପ୍‌ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ସୂଚନା ଅଧିକାର କର୍ମୀବଲାଙ୍ଗିର, (ଦେବାଶିଷ ମିଶ୍ର) : ପୌର ପରିଷଦ ଆଇନ-୧୯୫୩ର ପାରା ନମ୍ବର ୩୩୭ ଏବଂ ୩୩୮ରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ସମସ୍ତ
Read More...

କୋଭିଡ୍‌ -୧୯ ପରିଚାଳନାଗତ ନିଷ୍ପତ୍ତିରେ ଆଞ୍ଚଳିକ ବୈଷମ୍ୟ ପ୍ରଦର୍ଶନ କରା ନଯାଉ : କୋଶଳ ରାଜ୍ୟ ସମନ୍ୱୟ ସମିତି

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଭିଡ୍‌ -୧୯ ପରିଚାଳନାଗତ ନିଷ୍ପତ୍ତିରେ ଆଞ୍ଚଳିକ ବୈଷମ୍ୟ ପ୍ରଦର୍ଶନ କରା ନଯାଉ ବୋଲି କୋଶଳ ରାଜ୍ୟ ସମନ୍ୱୟ ସମିତ ପକ୍ଷରୁ ସ୍ୱର ଉତ୍ତୋଳନ କରାଯାଇଛି । କୁହାଯାଇଛି ଯେ, କୋଭଡ୍‌ -୧୯ ପରିଚାଳନାରେ ସମଗ୍ର ଦେଶ ଓ ଓଡ଼ିଶା ରାଜ୍ୟ ବିଫଳ ହୋଇଛି କହିଲେ
Read More...