Yearly Archives

2020

ବିଶ୍ୱ ବିଦ୍ୟାଳୟ ଆଇନ ୧୯୮୯ ପରିବର୍ତ୍ତନ ନିଷ୍ପତ୍ତି ବିରୋଧରେ ଏଆଇଡିଏସ୍‌ଓ.ର ସାରା ଓଡିଶା ପ୍ରତିବାଦ ଦିବସ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶ୍ୱ ବିଦ୍ୟାଳୟ ଶିକ୍ଷକ ଚୟନ ପ୍ରକ୍ରିୟା ବିଶ୍ୱ ବିଦ୍ୟାଳୟ ହାତରୁ କାଢି ନେଇ ଓପିଏସ୍‌ସି ହାତରେ ନ୍ୟସ୍ତ କରିବା, ସିନେଟ ବ୍ୟବସ୍ଥା ସମ୍ପୁର୍ଣ୍ଣ ହଟାଇ ଦେବା, କୂଳପତି ଚୟନ କମିଟିରେ ସିନେଟରୁ ଜଣେ ପ୍ରତିନିଧି ରହିବାର ବ୍ୟବସ୍ଥା ହଟାଇ ଦେଇ ରାଜ୍ୟ
Read More...

ପଲସାନୀ ଗ୍ରାମର ଯୁଧିଷ୍ଠିର ମଲ୍ଲିକଙ୍କୁ ସରକାର ଅଭିଶାପ ଦେଇଛନ୍ତି କି ?

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମ ପଂଚୟତ ଅଧୀନରେ ଯାଏ ଏକ ଲ୍ଲୀଗ୍ରାମ ପଲସାନୀ । ପଦ୍ମପୁର ତହସିଲ ଅଫିସକୁ ନିର୍ଭର କରିଥାନ୍ତି ଏଠାକାର ଲୋକେ । ଗତ କିଛି ମାସ ତଳେ ଅଦିନିଆ ତୁହାକୁ ତୁହା ବର୍ଷା ହେବା ଫଳରେ ୭୩ ବର୍ଷରେ
Read More...

ଗତ ୨୪ ଘଂଟାରେ ଓଡ଼ିଶାରେ ୪୧୮୦ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୪୧୮୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୪୬୬ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୭୧୪
Read More...

କରୋନା ସଂକ୍ରମଣ କାଳରେ ଏକ କରୁଣା ଚିତ୍ର : କରୋନାରେ ମୃତ୍ୟୁ ସନ୍ଦେହ ନେଇ ଗ୍ରାମକୁ ପଶେଇ ଦେଲେ ନାହିଁ ଯବାନଙ୍କ ମୃତ…

ସଇଁନ୍ତଲା, (ଅଜିତ କୁମାର ସାହୁ) : ସାରା ରାଜ୍ୟରେ ଏବେ କରୋନା ମହାମାରୀକୁ ନେଇ ସବୁଆଡେ ଭୟର ବାତାବରଣ ଲାଗି ରହିଛି । ତେବେ ସଂକ୍ରମିତ ଚିହ୍ନଟ ପରେ ଲୋକେ ତାଙ୍କୁ ସାମାଜିକ ବାସନ୍ଦ କଲା ଭଳି ଆଚାରଣ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଆଗରୁ ଯେମିତି ଜାତିଭେଦ ରହୁଥିଲା ଠିକ ସେହିଭଳି ଏହି
Read More...

ଗତ ୨୪ ଘଂଟାରେ ଦେଶରେ ୯୬୪୨୪ ଆକ୍ରାନ୍ତ : ୧୧୭୪ ମୃତ

ନୂଆଦିଲ୍ଲୀ : କରୋନାର ଆତଙ୍କ ଜାରି ରହିଛି । ନେତା, ଡାକ୍ତର, ପୁଲିସ ସବୁ ବିଭାଗକୁ ବସ୍ତାରିତ ହୋଇ ସାରିଲାଣି । ଗତ ୨୪ ଘଂଟାରେ କରୋନା ସଂକ୍ରମଣରେ ଦେଶରେ ୯୬୪୨୪ ଆକ୍ରାନ୍ତ ହୋଇଥିବା ବେଳେ ୧୧୭୪ ପ୍ରାଣ ହରାଇଛନ୍ତି । ଦେଶରେ ୫୨ ଲକ୍ଷରୁ ଅଧିକ ଲୋକ କରୋନାର ଅଂଧାର ବଳୟକୁ ଆସି ସାରିଛନ୍ତି ।
Read More...

ଆୟୁର୍ବେଦିକ କାଢ଼ା ସେବନରେ ବି ଜ୍ୱରରୁ ମୁକ୍ତି ମିଳିବ

ନୂଆଦିଲ୍ଲୀ : ଆୟୁର୍ବେଦିକ କାଢ଼ା ବି ଭଲ କରିପାରେ ଜ୍ୱର ବୋଲି ଆୟୁର୍ବେଦର ଜଣେ ବିଶିଷ୍ଟ ଚିକିତ୍ସିକ ମତ ଦେଇଛନ୍ତି । ଆୟୁର୍ବେଦ ଅନୁସାରେ ଜ୍ୱର ୧୩ ପ୍ରକାରର । ସେଗୁଡ଼ିକ ହେଲା ପିତ୍ତଜ, କଫଜ, ବାତ-ପିତ୍ତଜ, ବାତ-କଫଜ, ତ୍ରିଦୋଷଜ, ଆଗନ୍ତୁଜ (ବାହ୍ୟ ଜ୍ୱର), ଶୋକାଜ (ଚିନ୍ତା ପ୍ରେରିତ),
Read More...

ରାଷ୍ଟ୍ରପତି ସ୍ୱୀକାର କଲେ ହର୍‌ସିମ୍‌ରତ୍‌ କୌର୍‌ ବାଦଲ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା ପରେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ କ୍ୟାବିନେଟ୍‌ ମନ୍ତ୍ରୀମଣ୍ଡଳରୁ ହର୍‌ସିମ୍‌ରତ୍‌ କୌର୍‌ଙ୍କ ଇସ୍ତଫାକୁ ସ୍ୱୀକାର କରି ନେଇଛନ୍ତି । ତେବେ ରାଷ୍ଟ୍ରପତି କେନ୍ଦ୍ରୀୟ ମନ୍ତ୍ରୀ ପରିଷଦରୁ ହର୍‌ସିମ୍‌ରତ୍‌ଙ୍କ ଇସ୍ତଫା
Read More...

ଭାରତର ଗ୍ରାମାଞ୍ଚଳରେ ଅଣୁ ଶିଳ୍ପାୟନକୁ ପୁନଃସକ୍ରିୟ କରିବା ସକାଶେ ଏମଏସଏମଇ ମନ୍ତ୍ରଣାଳୟ ପକ୍ଷରୁ ପ୍ରୟାସ

● ଏହା ଦେଶର ତୃଣମୂଳ ସ୍ତରର ଅର୍ଥନୀତିକୁ ସୁଦୃଢ଼ କରିବ, ଏଥିପାଇଁ ମନ୍ତ୍ରଣାଳୟ ପକ୍ଷରୁ ନୂତନ ତଥା ସଂମ୍ପ୍ରସାରିତ ହିତାଧିକାରୀ ଭିତ୍ତିକ ଆତ୍ମ-ନିଯୁକ୍ତି ଯୋଜନା ପ୍ରସ୍ତୁତ କରାଯାଇଛି● ଧୂପବତୀ ପରେ, ମାଟି ପାତ୍ର ପ୍ରସ୍ତୁତି ଏବଂ ମହୁଚାଷ ପାଇଁ ନୂତନ ଯୋଜନା ଘୋଷଣା କରାଯାଇଛି, ଯେଉଁଥିରୁ
Read More...

ରୋତ ମହାବିଦ୍ୟାଳୟର ଯୁବ ଓଡ଼ିଆ ଅଧ୍ୟାପକ ପ୍ରେମାନନ୍ଦ ମାଝିଙ୍କ ଅକାଳ ବିୟୋଗ

ଆଗଲପୁର, (ଦେବାଶିଷ ପଧାନ) : ବଲାଙ୍ଗିର ଜିଲ୍ଲା ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ ରୋତର ଯୁବ ଓଡ଼ିଆ ଅଧ୍ୟାପକ ପ୍ରେମାନନ୍ଦ ମାଝି(୩୨)ଙ୍କ ଗତକାଲି ସକାଳେ ଅକାଳ ବିୟୋଗ ଘଟିଛି । ରୋତ ମହାବିଦ୍ୟାଳୟରେ କିଛିବର୍ଷ ହେଲା ଓଡ଼ିଆ ଅଧ୍ୟାପକ ଭାବରେ ଶିକ୍ଷାଦାନ କରି ଆସୁଥିଲେ । ବୁଧବାର
Read More...

ବେରୋଜଗାରଙ୍କ ପାଇଁ ବଡ଼ ଆଶ୍ୱସ୍ତି

• ଅଟଳ ବୀମିତ କଲ୍ୟାଣ ଯୋଜନାରେ ମିଳିବ ସହାୟତା• ଆବେଦନ ଦାଖଲ ନିମନ୍ତେ ଇଏସଆଇସି ପକ୍ଷରୁ ନିର୍ଦ୍ଦେଶନାମା ଜାରିନୂଆଦିଲ୍ଲୀ, (ପିଆଇବି) :ବେରୋଜଗାରଙ୍କ ପାଇଁ ବଡ଼ ଆଶ୍ୱସ୍ତି। ଇଏସଆଇସି ସଦସ୍ୟ ଥିବା କୌଣସି ବ୍ୟକ୍ତି ଚାକିରି ହରାଇଥିଲେ ସେମାନଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ। ନିକଟରେ
Read More...