Yearly Archives

2020

ସି-ସୋର୍‌ ତଦନ୍ତ ପନ୍‌ଝାରେ ଦେବୀ ମିଶ୍ର

ଭୁବନେଶ୍ୱର : ବହୁଚର୍ଚ୍ଚିତ ସି-ସୋର୍‌ ଚିଟ୍‌ଫଣ୍ଡ ମାମଲା ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଫେରିଥିବା ବେଳେ ସିବିଆଇ ତଦନ୍ତ ପନ୍‌ଝାରେ ଏବେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜେଡ଼ି ବିଧାୟକ ଦେବୀପ୍ରସାଦ ମିଶ୍ର ଆସିଥିବା ବେଳେ ତାଙ୍କ ସରକାରୀ ତଥା ପୈତୃକ ବାସଭବନ ସହ ୮ଟି ସ୍ଥାନରେ
Read More...

ଚୀନ୍‌ ସହ ଚାଲିଥିବା ସଂଘର୍ଷରେ ଚୀନ୍‌କୁ ସହଯୋଗ କରିବାକୁ ପାକିସ୍ତାନ ଚେଷ୍ଟିତ

ନୂଆଦିଲ୍ଲୀ : କାଶ୍ମୀରରେ ପୁଲ୍‌ୱାମା ଭଳି ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ରକୁ ଗତ ଗୁରୁବାର ଦିନ ଭାରତୀୟ ସୁରକ୍ଷା ବାହିନୀ ବିଫଳ କରିଦେଇଛି । ଭାରତୀୟ ସେନାର ଯବାନ୍‌ମାନେ ଗଦିକଲ ନିକଟସ୍ଥ କାରେବାରେ ଜୈସ-ଏ-ମହମ୍ମଦର ଆତଙ୍କବାଦୀଙ୍କଠାରୁ ୫୨ କିଲୋଗ୍ରାମ ବିସ୍ଫୋଟକ ଜବତ କରି
Read More...

ସତ୍ୟବ୍ରତଙ୍କ ସାରା ରାଜ୍ୟ ପଦଯାତ୍ରା : ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବୀ

କଳାହାଣ୍ଡି, (କେପିଏନ୍‌ଏସ୍‌) : ଜଗତ୍‌ସିଂହପୁର ଜିଲ୍ଲାର ବାଲିକୁଦା ଅଂଚଳରୁ ସତ୍ୟବ୍ରତ ଦାସ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବୀ ନେଇ ବାହାରିଛନ୍ତି ସାରା ରାଜ୍ୟ ପଦଯାତ୍ରାରେ । ସୂଚନା ଅନୁସାରେ ସେ ଗତ ୨୦୧୯ ଜୁଲାଇ ୧୦ ତାରିଖରୁ ବାହାରିଥିବା ବେଳେ ଗତକାଲି କଳାହାଣ୍ଡି ଜିଲ୍ଲା
Read More...

ବରିଷ୍ଠ ଆଇନଜୀବୀ ମଦନ ଗୋପାଳ ଯୋଷୀ ଆଉ ନାହାନ୍ତି

ବଲାଙ୍ଗିର, (କେପିଏନଏସ) : ସ୍ଥାନୀୟ ବ୍ରାହ୍ମଣପଡା ନିବାସୀ ବରିଷ୍ଠ ଆଇନଜୀବୀ ମଦନ ଗୋପାଳ ଯୋଷୀ ଆଉ ନାହାନ୍ତି। ରାୟପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି।
Read More...

ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୪୧୦୧ ଜଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହୋଇଛନ୍ତି ୪୧୦୧ ଜଣ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା ଅନୁସାରେ ଖୋର୍ଦ୍ଧାରୁ ୭୮୨, କଟକରୁ ୫୫୦, ପୁରୀରୁ ୨୯୮, ବଲାଙ୍ଗିରରୁ ୧୯୩, ଯାଜପୁରରୁ ୧୬୯, କେନ୍ଦ୍ରାପଡ଼ାରୁ
Read More...

ବର୍ଦ୍ଧିତ କୋଭିଡ-୧୯ ପଜିଟିଭ୍‌ ରୋଗୀଙ୍କ ସ୍ୱାସ୍ଥ୍ୟ ସୁବିଧା ନିମନ୍ତେ ପ୍ରଶାସନର ବିହିତ ପଦକ୍ଷେପ

ରାଉରକେଲା, (କେପିଏନ୍‌ଏସ୍‌) : ସୁନ୍ଦରଗଡ଼ ଜିଲ୍ଲା ତଥା ରାଉରକେଲା ଓ ଆଖପାଖ ଅଞ୍ଚଳରେ କୋଭିଡ୍‌-୧୯ ସଂକ୍ରମଣର ବର୍ଦ୍ଧିତ ହାରକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଅନୁମତି କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୟପ୍ରକାଶ୍‌ ହସ୍ପିଟାଲ ଓ ଶାନ୍ତି ମେମୋରିଆଲ ହସ୍‌ପିଟାଲ୍‌ରେ ଯଥାକ୍ରମେ ୬୦ଟି ଓ
Read More...

ରାୟଗଡ଼ା ଜିଲ୍ଲା ମହିଳା ବିଜୁ ଜନତା ଦଳର ସମୀକ୍ଷା ବୈଠକ ଅନୁଷ୍ଠିତ

ଗୁଣୁପୁର, (ନବୀନ ଚନ୍ଦ୍ର ନାୟକ) : ରାୟଗଡ଼ା ଜିଲ୍ଲା ସଦରମହକୁମା ସର୍କିଟହାଉସ ଠାରେ ଜିଲ୍ଲା ମହିଳା ବିଜୁ ଜନତା ଦଳର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ରାୟଗଡ଼ା ଜିଲ୍ଲା ମହିଳା ବିଜୁ ଜନତା ଦଳର ପର୍ୟ୍ୟବେକ୍ଷିକା ସ୍ନିଗ୍ଧା ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଆସି ସରକାରଙ୍କ ବିଭିନ୍ନ
Read More...

ଅଜଣା ରୋଗ ପୋକ ଚିନ୍ତାରେ ଚାଷୀ : ପ୍ରଶାସନର ତତ୍ପରତା : ଚାଷ ଜମିକୁ ଯାଇ ଅନୁଧ୍ୟାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଚଳିତ ବର୍ଷ କିଛି ସ୍ଥାନରେ ଭଲ ବର୍ଷା ହୋଇ ଥିବାବେଳେ ଭଲ ଅମଳ ହେବ ବୋଲି ଚାଷୀ ଆଶା ରଖିଥିଲା । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର ୨୨ଟି ପଞ୍ଚାୟତରେ ଅଜଣା ରୋଗ ପୋକ ଯୋଗୁଁ ଚିନ୍ତାରେ ଭାଙ୍ଗି ପଡିଛି ଚାଷୀ । ଏନେଇ 'କୋଶଲ ପ୍ରବାହ'ରେ ଗତ ୧୪/୯
Read More...

କେନ୍ଦୁପତ୍ର ତୋଳାଳୀଙ୍କ ପୁଅଝିଅଙ୍କୁ ମିଳିନି ୨୦୧୮ର ଶିକ୍ଷାବୃତ୍ତି : ସହାୟତାର ତାରିଖ ଘୁଞ୍ଚି ଘୁଞ୍ଚି ଯାଉଛି, ପାଇବା…

ଦେଓଗାଁ, (ମନୀଷ କୁମାର ସାହୁ) : ଗରିବ ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା ପାଇଁ ସରକାର ଶିକ୍ଷା ଛାତ୍ର ବୃତ୍ତି ନାଁରେ ସହାୟତା ଯୋଗାଉଛ‌ନ୍ତି । ହେଲେ ଦାୟି‌ତ୍ୱରେ ଥିବା ଅଧିକାରୀଙ୍କ ଅସହଯୋଗ ଯୋଗୁଁ ଏହି ସହାୟତା ରାଶି ସେମାନଙ୍କୁ ମିଳୁ ନାହିଁ । ଏପରି ଅଭିଯୋଗ ଆଣିଛନ୍ତି
Read More...

ଗୁହାରୀ ଶୁଣ ସରକାର : ବଧିର ହେଲକି ପାଷାଣ……

ପଦ୍ମପୁର, (ନିରଂଜନ ତ୍ରିପାଠୀ) : ବରଗଡ ଜିଲ୍ଲା ପାଇକମାଲ ବ୍ଲକ ବାଦିକଟା ପଂଚାୟତ ଅନ୍ତର୍ଗତ ସାପଲହର ଗ୍ରାମରେ ବର୍ଷ ବର୍ଷ ଧରି ହିତାଧିକାରୀମାନେ ଭତ୍ତାକୁ ଚାତକ ପକ୍ଷୀ ଭଳି ଜଳ ଜଳ ହୋଇ ଅନାଇ ରହିଛନ୍ତି । ଗ୍ରାମରେ ଅନେକ ଅସହାୟ, ବେସାହାରା ଗରିବ, ନିରୀହ, ଆଦିବାସୀ ବୃଦ୍ଧବୃଦ୍ଧା
Read More...