Yearly Archives

2020

ହତ୍ୟା ମାମଲାର ୨ ଅଭିଯୁକ୍ତ ଗିରଫ୍‌ : କୋର୍ଟ ଚାଲାଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲିର ହତ୍ୟା ମାମଲାରେ ବଲାଙ୍ଗିର ଆଦର୍ଶ ଟାଉନ୍‌ ପୋଲିସ ଦ୍ୱାରା ୨ ଜଣଙ୍କୁ ଗିରଫ୍‌ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦିଆଯାଇଛି । ସୂଚନା ଅନୁସାରେ ସ୍ଥାନୀୟ ବେହେରାପାଲିରେ ଗତକାଲି ଚାରିଜଣ ମିଶି କ୍ଲବ୍‌ ପାଖରେ ମଦ ପିଉଥିଲେ ଏବଂ ମଦ ନିଶାରେ
Read More...

ଉଦ୍ଧତ ଚୀନ୍‌ ଧମକ୍‌ ଦେଉଛି ଆମେରିକା ଓ ତାଇୱାନକୁ

ବେଜିଂ : ଉଦ୍ଧତ ଚୀନ୍‌ ଏବେ ଧମକ୍‌ ଦେଉଛି ଆମେରିକା ଓ ତାଇୱାନ୍‌କୁ । ନିଆଁ ସହ ଖେଳ ନାହିଁ ବୋଲି ଧମକ୍‌ ଦେଇଥିବା ସୂଚନାରେ କୁହାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ସେକ୍ରେଟାରୀ କୀଥ୍‌ କ୍ରେଚ୍‌ ତାଇୱାନ୍‌ରେ ଥିବା ସମୟରେ ଚୀନ୍‌ର ୧୮ଟି ଫାଇଟର୍‌ ଜେଟ୍‌ ତାଇୱାନ୍‌ ଆକାଶରେ ଉଡ଼ିଥିଲେ ଏବଂ
Read More...

ବନ୍ଧପଡା ପଞ୍ଚାୟତକୁ ୭୨ ଘଣ୍ଟା ସଟଡାଉନ ଘୋଷଣା କଲେ ସରପଞ୍ଚ : କେବଳ ଜରୁରୀକାଳୀନ ସେବା ପାଇଁ ଅନୁମତି

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ବନ୍ଧପଡା ଗ୍ରାମ ପଞ୍ଚାୟତର ବନ୍ଧପଡା ଗ୍ରାମରେ ଗୋଟିଏ ପରିବାରର ୫ ଜଣ କରୋନା ସଂକ୍ରମିତ ଓ ବୁଢାବାହାଲ ଗାଁରେ ଜଣେ ବ୍ୟକ୍ତି କରୋନା ପଜିଟିଭ୍ ବୋଲି ଚିହ୍ନଟ ହେବା ପରେ ସ୍ଥାନୀୟ ସରପଞ୍ଚ ସମ୍ପୂର୍ଣ୍ଣ ପଞ୍ଚାଯତକୁ ସଟଡାଉନ ଘୋଷଣା
Read More...

ଆଜିଠୁ ଆଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ : ଜାଣନ୍ତୁ କିଏ କେଉଁ ଦଳର ଅଧିନାୟକ

ଦୁବାଇ : ଆଜିଠୁ ଦୁବାଇରେ ଆରମ୍ଭ ହେବ ଆଇପିଏଲ୍‌ । ସମସ୍ତ କରୋନା ଗାଇଡ଼୍‌ ଲାଇନ୍‌କୁ ନେଇ ପଡିଆକୁ ବାହାରିବେ ଖେଳାଳୀ ମାନେ । ପ୍ରାୟ ଆଠ ଗୋଟି ଦଳକୁ ନେଇ ଅନ୍‌ୁଷ୍ଠିତ ହେବ ଆଇପିଏଲ୍‌ ମ୍ୟାଚ୍‌ । ଏହି ଆଠଟି ଦଳର ଅଧିନାୟକ ମାନଙ୍କର ନାମ ଜାଣିଛନ୍ତିକି ଆପଣମାନେ? ଆସନ୍ତୁ ଜାଣିବା, କିଏ
Read More...

ଲକ୍‌ ଡାଉନ୍‌ରେ ଆର୍ଥିକ ଦୁର୍ଦ୍ଦଶା ଯୋଗୁଁ ଗୋଟିଏ ପରିବାରର ୪ ସଦସ୍ୟଙ୍କ ଆତ୍ମହତ୍ୟା

ଜୟପୁର : ରାଜସ୍ଥାନର ରାଜଧାନୀ ଜୟପୁରରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଲକ୍‌ ଡାଉନ୍‌ ହେତୁ ଆର୍ଥିକ ଦୁର୍ଦ୍ଦଶାର ସାମ୍ନା କରି ଭାଙ୍ଗି ପଡ଼ିବା ସହ ଗୋଟିଏ ପରିବାରର ୪ ଜଣ ସଦସ୍ୟ ଆତ୍ମହତ୍ୟା କରିବା ଭଳି ଦୁଃଖଦ ସମାଚାର ସାରା ରାଜଧାନୀକୁ ଦୋହଳାଇ ଦେଇଛି । ସୂଚନା ଅନୁସାରେ ଆର୍ଥିକ
Read More...

ପୁଣି ହୋଇପାରେ କି ଲକ୍‌ଡାଉନ୍‌

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ । ସାରା ବିଶ୍ୱରେ କରୋନା ତାର କାୟା ବିସ୍ତାର କରି ଚାଲିଛି । ଏହି କ୍ରମରେ ଇସ୍ରାଏଲ୍‌ ପୁଣି ୩ ସପ୍ତାହ ପାଇଁ ଲକ୍‌ଡାଉନ୍‌ ଘୋଷଣା କରି ସାରିଛି । ତେବେ ଭାରତରେ ସୁସ୍ଥତା ହାର ସର୍ବାଧିକ ଥିଲେ ସୁଦ୍ଧା ସଂକ୍ରମଣକୁ ରୋକିବା କାଠିକର
Read More...

୯ ଆତଙ୍କବାଦୀ ଗିରଫ : ପଶ୍ଚିମବଙ୍ଗ ଓ କେରଳର ଅନେକ ସ୍ଥାନରେ ଚଢ଼ଉ ଜାରି

ନୂଆଦିଲ୍ଲୀ : ଆଜି ସକାଳୁ ଏନ୍‌ଆଇଏ ପକ୍ଷରୁ ଜବର୍‌ଦସ୍ତ ଚଢ଼ଉ ଜାରି ରହିଛି । ପଶ୍ଚିମବଙ୍ଗର ମୁର୍ସିଦାବାଦ ଏବଂ କେରଳର ଏର୍ନାକୁଲମ୍‌ର କେତେକ ସ୍ଥାନରେ ଚଢ଼ଉ କରାଯାଇଥିବା ବେଳେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଅଲକାଏଦା ସହ ସଂପୃକ୍ତ ୯ ଆତଙ୍କବାଦୀଙ୍କୁ ଗିରଫ୍‌ କରାଯାଇଛି । ଚଢ଼ଉରେ
Read More...

ବଙ୍ଗୋମୁଣ୍ଡାରେ କିସ ଛାତ୍ରଛାତ୍ରୀଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ବିତରଣ

ବଙ୍ଗୋମୁଣ୍ଡା, (ଅଶୋକ କୁମାର ଭୋଇ) : କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ(କିସ)ର ଛାତ୍ରଛାତ୍ରୀମାନଙ୍କ ପାଇଁ କିସ ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତ ଚତୁର୍ଥ ପର୍ୟ୍ୟାୟରେ ଖାଦ୍ୟ ସାମଗ୍ରୀ, ସାନିଟାଇଜର ସହିତ ଟି-ସାର୍ଟ ପ୍ରଦାନ କରିଛନ୍ତି । ସ୍ୱତନ୍ତ୍ର କିଟ୍ ବିଶ୍ୱବିଦ୍ୟାଳୟର ବସ
Read More...

ଆଜି ପୁଣି ଓଡ଼ିଶାରୁ ୪୨୦୯ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ପୁଣି ଓଡ଼ିଶାରୁ ୪୨୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୪୪୧ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ୧୭୬୮ ଆଂଚଳିକ ସଂକ୍ରମଣର ଶିକାର ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜିଲ୍ଲା
Read More...

ଚୀନ୍‌କୁ ଆମେରିକାର ବଡ଼ ଝଟ୍‌କା : ଭାରତ ପରେ ଆମେରିକାରେ ଏବେ ଚୀନ୍‌ ଆପ୍‌ ବ୍ୟାନ୍‌

ନୂଆଦିଲ୍ଲୀ : ଚୀନ୍‌କୁ ଆମେରିକା ପକ୍ଷରୁ ପୁଣି ଏକ ବଡ଼ ଝଟ୍‌କା ଲାଗିଛି । ଭାରତ ପରେ ଆମେରିକାରେ ଏବେ ଚୀନ୍‌ ଆପ୍‌ ବ୍ୟାନ୍‌ ପାଇଁ ପଦକ୍ଷେପ ଆରମ୍ଭ ହୋଇଛି । ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଚୀନ୍‌ ଆପ୍‌ ଟିକ୍‌ଟକ୍‌ ଓ ୱା-ଟାଚ୍‌ ଆପ୍‌କୁ ବ୍ୟାନ୍‌ କରିଛନ୍ତି ଟ୍ରମ୍ପ ସରକାର । ତେବେ
Read More...