Yearly Archives

2020

କେଭା ଇଣ୍ତଷ୍ଟ୍ରିର ଦୋକାନ ଉଦଘାଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଦହିଗାଁ ଗ୍ରାମରେ କେଭା ଇଣ୍ତଷ୍ଟ୍ରିର ଦୋକାନ ଉଦଘାଟନ କରାଯାଇଛି । ଏହି ଦୋକାନରେ ହେଲଥ କେୟାର, ଏନିମଲ କେୟାର, ଚାଷୀ ଔଷଧ, କସମେଟିକ, ଗ୍ରୋସରୀ ସାମଗ୍ରୀ ସବୁ ଉପଲବ୍ଧ । କେଭା କମ୍ପାନୀର ସମସ୍ତ ଦ୍ରବ୍ୟ ଦେଶ ତଥା ବିଦେଶର ସାର୍ଟିଫିକେଟ…
Read More...

କେହି ବି ଜୋର୍‌ ଜବର୍‌ଦସ୍ତ କାହାର ପାଟିରେ ଡ୍ରଗ୍ସ ଭରି ଦିଅନ୍ତିନି : ଅଭିନେତ୍ରୀ ଶ୍ୱେତା ତ୍ରିପାଠୀ

ମୁମ୍ବାଇ : ଜଣାଶୁଣା ଫିଲ୍ମ ଅଭିନେତ୍ରୀ ଶ୍ୱେତା ତ୍ରିପାଠୀ କହିଛନ୍ତି, କେହି ବି ଜୋର୍‌ ଜବର୍‌ଦସ୍ତ କାହାର ପାଟିରେ ଡ୍ରଗ୍ସ ଭରି ଦିଅନ୍ତିନି । ‘କାର୍ଗୋ’ ଏବଂ ‘ଦ ଗାନ୍‌ ଗେମ୍‌’ ଭଳି ଡିଜିଟାଲ୍‌ ରିଲିଜ୍‌ରେ ଦର୍ଶକଙ୍କୁ ବିମୋହିତ କରିଥିବା ଫିଲ୍ମ ଅଭିନେତ୍ରୀ ଶ୍ୱେତା କହିଛନ୍ତି,…
Read More...

ସନ୍ତସନ୍ତିଆ ରାସ୍ତା ପାଣି କାଦୁଅରେ ପରିପୂର୍ଣ୍ଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୩ ନମ୍ବର ୱାର୍ଡ କେନାଲ ପଡାର ରାସ୍ତା ବିପର୍ୟ୍ୟସ୍ତ ହୋଇପଡ଼ିଛି । ପାଖରେ ନଳକୂପ ଥିବାରୁ ରାସ୍ତାରେ ପାଣି ଜମି ପାଣି କାଦୁଅରେ ପୂର୍ଣ୍ଣ ହୋଇପଡିଛି । ଲୋକମାନଙ୍କର ଯିବା ଆସିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି ।…
Read More...

ବଲାଙ୍ଗିର ଜିଲ୍ଲାରୁ ଆଜି ୭୮ ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୩୯

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରୁ ୭୮ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୩୯ ଜଣ ସଂକ୍ରମଣର ଶିକାର ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ତେବେ ବଲାଙ୍ଗିର ପୌରାଂଚଳର ୱାଡର଼୍ ନଂ.୨ରୁ ୨, ୫ରୁ ୧, ୮ରୁ ୧, ୯ରୁ ୧୮, ୧୦ରୁ ୨, ୧୫ରୁ ୩,…
Read More...

ଗ୍ରାମାଂଚଳର ବିକାଶ ପଥେ ଲୋଇସିଂହା ବିଧାୟକ: ଗାଁ ଆଲୋକୀକରଣ, ପାନୀୟ ଜଳର ବ୍ୟବସ୍ଥା ଓ ଭୂମୀହୀନଙ୍କୁ ଜମିପଟ୍ଟା ପ୍ରଦାନ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଚଳିତ ସପ୍ତାହରେ ଗ୍ରାମାଂଚଳର ବିକାଶ ପଥରେ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ନିଜ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ୩ ବ୍ଲକ ଗସ୍ତ କରିଥିଲେ । ଏହି ଅବସରରେ ଲୋଇସିଂହା ବ୍ଲକ ଅଧୀନସ୍ଥ ୩୪ ନମ୍ବର ଜିଲ୍ଲା ପରିଷଦ ଅଂଚଳର ଗାଁମାନଙ୍କରେ ଆଲୋକୀକରଣ…
Read More...

ତାଇୱାନ୍‌କୁ କବ୍‌ଜା କରିବା ଚକ୍କରରେ ଅଛି ଚୀନ୍‌

ନୂଆଦିଲ୍ଲୀ : ଚୀନ୍‌ର କମ୍ୟୁନିଷ୍ଟ ପାର୍ଟି ସହ ସଂପର୍କିତ ଖବରକାଗଜ ଗ୍ଲୋବାଲ୍‌ ଟାଇମ୍ସ ଖୋଲାଖୋଲି ସ୍ୱୀକାର କରିଛି ଯେ, ଚୀନ୍‌ ସେନା ତାଇୱାନ୍‌କୁ କବ୍‌ଜା କରିବା ପାଇଁ ଅଭ୍ୟାସ ଜାରି ରଖିଛନ୍ତି । ଚୀନ ସରକାରଙ୍କ ମୁଖପତ୍ର ବୋଲି କୁହାଯାଉଥିବା ଏହି ଖବରକାଗଜ ଅନୁସାରେ ଗତ ଶୁକ୍ରବାର ଲଢୁଆ…
Read More...

ବେସାହାରା ମା’ ଝିଅଙ୍କୁ ଘର ସହାୟତା ଦାବୀ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ବିଗତ ସମୟର ଲଗାତାର ବର୍ଷାରେ ବହୁ ଘରଦ୍ୱାର ଭାଙ୍ଗିପଡିଛି । ଏପରିକି ବହୁ ପରିବାର ବେସାହାରା ହୋଇ ପଡିଥିବା ବେଳେ ଲୋଇସିଂହା ନୁଆଁପଡାସ୍ଥିତ ବିଧବା ମାଳତୀ ମାଝୀଙ୍କ ଘର ସଂପୁର୍ଣ୍ଣ ଭୁଷୁଡି ପଡିଛି । ଫଳରେ ବିଧବା ମା’ ସହ ଅବିବାହିତ ଝିଅ ବେସାହାରା…
Read More...

ଲୋଇସିଂହା ବିଜେପି ପକ୍ଷରୁ ରୋଗୀଙ୍କୁ ଫଳ ବଂଟନ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ସପ୍ତାହକୁ ପାଳନ କରା ଯାଉଥିବା ସେବା ସପ୍ତାହ ପାଳନ ଅବସରରେ ଲୋଇସିଂହା ବିଜେପି ପକ୍ଷରୁ ରୋଗୀଙ୍କୁ ଫଳ ବଂଟନ କରାଯାଇଛି । ଲୋଇସିଂହା ୩୩ ନମ୍ବର ଜୋନ ମଣ୍ଡଳ ସଭାପତି ସରୋଜ କୁମାର ସାହୁଙ୍କ ନେତୃତ୍ୱରେ…
Read More...

ହତ୍ୟା ମାମଲାର ୨ ଅଭିଯୁକ୍ତ ଗିରଫ୍‌ : କୋର୍ଟ ଚାଲାଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲିର ହତ୍ୟା ମାମଲାରେ ବଲାଙ୍ଗିର ଆଦର୍ଶ ଟାଉନ୍‌ ପୋଲିସ ଦ୍ୱାରା ୨ ଜଣଙ୍କୁ ଗିରଫ୍‌ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦିଆଯାଇଛି । ସୂଚନା ଅନୁସାରେ ସ୍ଥାନୀୟ ବେହେରାପାଲିରେ ଗତକାଲି ଚାରିଜଣ ମିଶି କ୍ଲବ୍‌ ପାଖରେ ମଦ ପିଉଥିଲେ ଏବଂ ମଦ ନିଶାରେ…
Read More...

ଉଦ୍ଧତ ଚୀନ୍‌ ଧମକ୍‌ ଦେଉଛି ଆମେରିକା ଓ ତାଇୱାନକୁ

ବେଜିଂ : ଉଦ୍ଧତ ଚୀନ୍‌ ଏବେ ଧମକ୍‌ ଦେଉଛି ଆମେରିକା ଓ ତାଇୱାନ୍‌କୁ । ନିଆଁ ସହ ଖେଳ ନାହିଁ ବୋଲି ଧମକ୍‌ ଦେଇଥିବା ସୂଚନାରେ କୁହାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ସେକ୍ରେଟାରୀ କୀଥ୍‌ କ୍ରେଚ୍‌ ତାଇୱାନ୍‌ରେ ଥିବା ସମୟରେ ଚୀନ୍‌ର ୧୮ଟି ଫାଇଟର୍‌ ଜେଟ୍‌ ତାଇୱାନ୍‌ ଆକାଶରେ ଉଡ଼ିଥିଲେ ଏବଂ…
Read More...