ସନ୍ତସନ୍ତିଆ ରାସ୍ତା ପାଣି କାଦୁଅରେ ପରିପୂର୍ଣ୍ଣ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ୩ ନମ୍ବର ୱାର୍ଡ କେନାଲ ପଡାର ରାସ୍ତା ବିପର୍ୟ୍ୟସ୍ତ ହୋଇପଡ଼ିଛି । ପାଖରେ ନଳକୂପ ଥିବାରୁ ରାସ୍ତାରେ ପାଣି ଜମି ପାଣି କାଦୁଅରେ ପୂର୍ଣ୍ଣ ହୋଇପଡିଛି । ଲୋକମାନଙ୍କର ଯିବା ଆସିବାରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ଏନଏସି ଅଧିକାରୀଙ୍କ ଠାରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ପାଣି ଜମି ସନ୍ତସନ୍ତିଆ ହେତୁ ବିଭିନ୍ନ ସଂକ୍ରାମକ ରୋଗ ହେବାର ଆଶଙ୍କା କରାଯାଏ । ଏଠାରେ ସୂଚନା ଯୋଗ୍ୟ ଯେ, ସ୍ୱଛ ଭାରତ ଅଭିଯାନ ଫେଲ ମାରିଛି । ଏଣୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ପଡାବାସୀଙ୍କ ପକ୍ଷରୁ ଦାବୀ ହୁଏ ।

2 Comments
  1. Raj says

    PADAMPUR NAC failed in sanitisation.

    1. Koshala Prabaha says

      thanks

Leave A Reply

Your email address will not be published.