oom

ଲୋଇସିଂହା ବିଜେପି ପକ୍ଷରୁ ରୋଗୀଙ୍କୁ ଫଳ ବଂଟନ

jsmm

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ସପ୍ତାହକୁ ପାଳନ କରା ଯାଉଥିବା ସେବା ସପ୍ତାହ ପାଳନ ଅବସରରେ ଲୋଇସିଂହା ବିଜେପି ପକ୍ଷରୁ ରୋଗୀଙ୍କୁ ଫଳ ବଂଟନ କରାଯାଇଛି । ଲୋଇସିଂହା ୩୩ ନମ୍ବର ଜୋନ ମଣ୍ଡଳ ସଭାପତି ସରୋଜ କୁମାର ସାହୁଙ୍କ ନେତୃତ୍ୱରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯାଇ ରୋଗୀଙ୍କୁ ଫଳ ବଂଟନ କରାଯାଇଛି । ଏଥିରେ ମହିଳା ମୋର୍ଚ୍ଚାର କୁନି ମହାଣା, ବନିତା ପଧାନ, ପଦ୍ମାଳୟା ଶର୍ମା ସମେତ ବିଜେପି ନେତା ଗୌରାଙ୍ଗ ନାଏକ, ଶଙ୍କର ସାହୁ, ବାହାଦୁଳ ନନ୍ଦ, ସୋମାନଥ ପଧାନ, ପ୍ରଶାନ୍ତ ସାହୁ, ପ୍ରଦୀପ ବାଗ, ବୁଲୁ ବାଦୀ ସମେତ ବହୁ ବିଜେପି କର୍ମକର୍ତ୍ତାମାନେ ସାମିଲ ଥିଲେ ।

jittmm
Leave A Reply

Your email address will not be published.