Yearly Archives

2020

ବଢ଼ୁଛି ସଂକ୍ରମଣ : ଗତ ୨୪ ଘଂଟାରେ ଓଡ଼ିଶାରେ ସର୍ବାଧିକ ୪୩୩୦ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବଢ଼ି ଚାଲିଛି ସଂକ୍ରମଣ । ଗତ ୨୪ ଘଂଟାରେ ଓଡ଼ିଶାରେ ସର୍ବାଧିକ ୪୩୩୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୫୫୬ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ
Read More...

ଲାନ୍ଥନଦୀ ସେତୁକୁ ସରକାରଙ୍କ ଅଣଦେଖା : ଜନ ଅସନ୍ତୋଷ ବଢ଼ୁଛି

ସଇଁନ୍ତଲା, (ପ୍ରଶାନ୍ତ କୁମାର ମେହେର) : ଲୋକମାନଙ୍କ ସୁବିଧା ପାଇଁ ସରକାର ଅନେକ ଗୁଡ଼ିଏ ଯୋଜନା କରିଛନ୍ତି, କିନ୍ତୁ ସରକାରଙ୍କ ନଦୀ ସେତୁ ଯୋଜନା ଫେଲ ହୋଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକର ସଇଁନ୍ତଲା ଓ ବାଦିପଡାକୁ ସଂଯୋଗ କରୁଥିବା
Read More...

ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ୧୫୦ ଚାଷୀଙ୍କୁ ୟୁରିଆ ସାର ବଂଟନ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ୟୁରିଆ ସାରର କୁତ୍ରିମ ଅଭାବ ଦେଖାଦେଇଛି । ଫଳରେ ଚାଷୀ କଲାବଜାରୀଙ୍କଠାରୁ ଚଢାଦରରେ ସାର କିଣୁଛନ୍ତି । ଏପରିକି ସାର ପାଇଁ ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ତେଣୁ ଉକ୍ତ ୟୁରିଆ ସାରକୁ ଚାଷୀଙ୍କ ପାଖରେ ଠିକ ଭାବରେ ପହଂଚାଇବାର ଲକ୍ଷ୍ୟ ନେଇ
Read More...

ଲୋକସଭାରେ ତିନୋଟି ଶ୍ରମ ସଂହିତା ଉପସ୍ଥାପନ କଲେ ଶ୍ରୀ ଗଙ୍ଗୱାର

• ଦେଶରେ ଶ୍ରମ ସୁଧାର ଏବଂ କଲ୍ୟାଣ କ୍ଷେତ୍ରରେ ଐତିହାସିକ ପରିବର୍ତ୍ତନ ମାର୍ଗ ପ୍ରଶସ୍ତ ହେବନୂଆଦିଲ୍ଲୀ, (ପିଆଇବି) : ଶ୍ରମ ଓ ନିୟୋଜନ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ସନ୍ତୋଷ କୁମାର ଗଙ୍ଗୱାର ଗତକାଲି ଲୋକସଭାରେ ତିନୋଟି ଶ୍ରମ ସଂହିତା ଉପସ୍ଥାପନ କରିଛନ୍ତି। ଏଗୁଡ଼ିକ
Read More...

ଓଡ଼ିଶା ସମେତ ୧୨ଟି ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ର ସହ ଅମ୍ଳଜାନ ଉପଲବ୍ଧତା ଏବଂ ଏହାର ଉପଯୋଗ ସଂପର୍କରେ ସମୀକ୍ଷା କଲେ…

ନୂଆଦିଲ୍ଲୀ, (ପିଆଇବି) : କୋଭିଡ଼-୧୯ ମହାମାରୀର ସଫଳ ନିୟନ୍ତ୍ରଣ ଏବଂ ପରିଚାଳନା ନିମନ୍ତେ ରଣନୀତି ଗ୍ରହଣ କରିବା ସହିତ କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଏହି ସମୀକ୍ଷା ବୈଠକରେ ନୀତି ଆୟୋଗର ସଦସ୍ୟ
Read More...

ବିଶ୍ୱରେ ସର୍ବାଧିକ ଆରୋଗ୍ୟ ହାର ସହିତ ଆମେରିକାକୁ ପଛରେ ପକାଇ ଭାରତ ନଂ.୧

• ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪୨ ଲକ୍ଷ : ବିଶ୍ୱରେ ଆରୋଗ୍ୟଙ୍କ ସଂଖ୍ୟାର ୧୯%• ପୁଣିଥରେ ସର୍ବାଧିକ ସଂଖ୍ୟକ ଦୈନିକ ଆରୋଗ୍ୟ ରେକର୍ଡ• ଗତକାଲି ୨୪ ଘଣ୍ଟା ମଧ୍ୟରେ ସୁସ୍ଥ ହେଲେ ୯୫,୦୦୦ରୁ ଅଧିକନୂଆଦିଲ୍ଲୀ, (ପିଆଇବି) : କୋଭିଡ-୧୯ ଆରୋଗ୍ୟ ମାମଲାରେ ଭାରତ ଆଜି ଏକ ଉଲ୍ଲେଖନୀୟ ଉପଲବ୍ଧି ହାସଲ
Read More...

ପୁଣି କଫ୍‌ ସିରପ୍‌ ଚୋରା ଚାଲାଣକାରୀ ସକ୍ରିୟ : ୧୮ ଶହ ବୋତଲ ଏସ୍‌କଫ୍‌ ସିରପ୍‌ ଜବତ, ଜଣେ ଗିରଫ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୋଲିସ ପ୍ରଶାସନ ପକ୍ଷରୁ କଫ୍‌ ସିରପ୍‌ ଚୋରା ଚାଲାଣକାରୀଙ୍କୁ ଧରପଗଡ଼ର ଅନ୍ତ ଘଟୁନାହିଁ । ପୋଲିସର ଏତେ ତନାଘନା ପରେ ବି କଫ୍‌ ସିରପ୍‌ ମାଫିଆମାନେ ସକ୍ରିୟ ରହିବା ସହରବାସୀଙ୍କୁ ଚକିତ କରୁଛି । ଆଜି ପୁଣି ବଲାଙ୍ଗିର ଆଦର୍ଶ ଟାଉନ୍‌ ଥାନା ପୋଲିସ ଦ୍ୱାରା ୧୮
Read More...

ଗୋମାଂସ ବିକ୍ରି : ୩ ଅଟକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଥାନା ସର୍ଗୀବାହାଲ ଅଞ୍ଚଳରେ ଗୋମାଂସ ବିକ୍ରି ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଏ ସଂକ୍ରାନ୍ତରେ ପୋଲିସ ୩ ଜଣ ବ୍ୟକ୍ତିଙ୍କୁ ଅଟକ ରଖିଛନ୍ତି । ସର୍ଗୀବାହାଲ ଗ୍ରାମର ମୁରଳୀଧର ମେହର ଓ କୃପା ମେହର(ରୋହିଦାସ) ଏକ ବଳଦକୁ ଟାଙ୍ଗିଆରେ
Read More...

ଅସହାୟ ମହିଳାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନାହିଁ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗରିବ ଅସହାୟ ନିରୀହ ଲୋକମାନଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ସରକାର ବିଭିନ୍ନ ଯୋଜନା ମାନ କରିଛନ୍ତି । ହେଲେ ପ୍ରକୃତ ହିତାଧିକାରୀମାନଙ୍କ ଠାରେ ପ୍ରଶାସନିକ ଅବହେଳା ଯୋଗୁଁ ପହଞ୍ଚି ପାରୁନାହିଁ । ଏଭଳି ଏକ ଘଟଣା ଦେଖିବାକୁ ମିଳୁଛି । ବରଗଡ଼
Read More...

ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ ପ୍ରଦର୍ଶନ ଅଭିଯୋଗ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ଏବେ ମହିଳାମାନଙ୍କ ପାଇଁ ଅସୁରକ୍ଷିତ ହୋଇ ପଡିଛି । ଗତ ୧୬ ତାରିଖ ମଧ୍ୟରାତ୍ରୀରେ ଜଣେ ମହିଳା ସାମ୍ବାଦିକାଙ୍କୁ ଅସଦାଚରଣ ଘଟଣା ଘଟିଛି । ତାହା ପୁଣି ଏକ ଘରୋଇ ମେଡିକାଲ ପରିସରରେ ଘଟିଥିଲେ ହେଁ ଘଟଣାର ଚାରି ଦିନ ପରେ ବି ପୋଲିସ ଚୁପ ବସିଥିବାରୁ
Read More...