ସେବା ସପ୍ତାହ ପାଳନ ଅବସରରେ କଂଟାବାଂଜି ଭାଜପା ଦ୍ୱାରା ସର୍ବସାଧାରଣ ସ୍ଥାନ ସାନିଟାଇଜ୍
କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି ଭାଜପା ଦ୍ୱାରା ସହରରେ ଥିବା ସର୍ବ ସାଧାରଣ ସ୍ଥାନ ଆଜି ସାନିଟାଇଜ୍ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଅବସରରେ ସେପ୍ଟେମ୍ବର ୧୭ ତାରିଖରୁ ପାଳିତ ହେଉଥିବା ସେବା ସପ୍ତାହ ପାଳନ ଅବସରରେ ସେବା ଦିବସ ପାଳନ ହୋଇଛି ।!-->…
Read More...
Read More...