jsm

ଅଭିନେତ୍ରୀ ପାୟଲ ଘୋଷ ଆଣିଲେ ଯୌନ ଶୋଷଣ ଅଭିଯୋଗ

csstore

ମୁମ୍ବାଇ : ବଲିଉଡ଼୍‌ ଫିଲ୍ମମେକର୍‌ ଅନୁରାଗ କଶ୍ୟପଙ୍କ ଉପରେ ବଲିଉଡ଼୍‌ ଅଭିନେତ୍ରୀ ପାୟଲ ଘୋଷ ଯୌନ ଶୋଷଣ ଆରୋପ ଲଗାଇଛନ୍ତି । ସେ ସୋସିଆଲ୍‌ ମିଡ଼ିଆରେ ଏହା ସ୍ପଷ୍ଟ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାହାଯ୍ୟ ଲୋଡ଼ିଛନ୍ତି ।

ପାୟଲ ଘୋଷ ଟ୍ୱିଟ୍‌ କରିଛନ୍ତି ଯେ, ‘ଅନୁରାଗ କଶ୍ୟପ ଖୁବ୍‌ ଅଶାଳୀନ ଭାବରେ ମୋତେ ଫୋର୍ସ କଲେ ।’ ତେବେ ପୀଡ଼ିତା ଅଭିନେତ୍ରୀ ପାୟଲ ‘ପିଏମ୍‌ଓ ଇଣ୍ଡିଆ’ ଏବଂ ‘ପିଏମ୍‌ ମୋଦୀ’ଙ୍କୁ ଟ୍ୟାଗ୍‌ କରି ଲେଖିଛନ୍ତି ଯେ, ‘ଏହି ଅଭିଯୋଗ ଉପରେ ପଦକ୍ଷେପ ନିଅନ୍ତୁ ଏବଂ ଦେଶରେ ଏହି କ୍ରିଏଟିଭ୍‌ ମଣିଷଙ୍କ ପଛରେ ଲୁଚି ରହିଥିବା ରାକ୍ଷାସଙ୍କୁ ଶିକ୍ଷା ଦିଅନ୍ତୁ । ମୁଁ ଜାଣେ ଯେ, ଏହାଦ୍ୱାରା ମୋର କ୍ଷତି ହେବ । ମୋର ସୁରକ୍ଷା ମଧ୍ୟ କ୍ଷୂର୍ଣ୍ଣ ହେବ । ପ୍ଲିଜ୍‌ ସାହାଯ୍ୟ କରନ୍ତୁ ।’

yuvodaya
Leave A Reply

Your email address will not be published.