ବରିଷ୍ଠ ଆଇନଜୀବୀ ମଦନ ଗୋପାଳ ଯୋଷୀ ଆଉ ନାହାନ୍ତି

ବଲାଙ୍ଗିର, (କେପିଏନଏସ) : ସ୍ଥାନୀୟ ବ୍ରାହ୍ମଣପଡା ନିବାସୀ ବରିଷ୍ଠ ଆଇନଜୀବୀ ମଦନ ଗୋପାଳ ଯୋଷୀ ଆଉ ନାହାନ୍ତି। ରାୟପୁରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି।

Leave A Reply

Your email address will not be published.