Browsing Tag

deogaon news

ଭୀମପାହାଡ଼ରେ ୧୯୮୫ ମାଟ୍ରିକ ବ୍ୟାଚର ବନ୍ଧୁମିଳନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ନେତ୍ରଭାନୁ ଉଚ୍ଚ ବିଦ୍ୟାଳୟର ୧୯୮୫ ମାଟ୍ରିକ ବ୍ୟାଚର ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକଟି ପର୍ଯ୍ୟଟନସ୍ଥଳୀ ଭୀମପାହାଡରେ ଅନୁଷ୍ଠିତ ହୋଇଥିଲା । ରାଜେଶ ଅଗ୍ରୱାଲ, ସୁବାଷ ପାଣିଗ୍ରାହୀ, ଆଦିତ୍ୟ ମିଶ୍ର, କିଶୋର ମେହେର,
Read More...

ସୁବାଷ ଜୟନ୍ତୀ ଅବସରରେ ମୋ ଚାଟଶାଳୀର ଶିଶୁଙ୍କ କ୍ରୀଡା ପ୍ରତିଯୋଗିତା

ଦେଓଗାଁ, (ମନୀଷ କୁମାର ସାହୁ) : ଗତକାଲି ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନ ଅବସରରେ ଗୁଡଖାପଲା ମୋ ଚାଟଶାଳୀ କେନ୍ଦ୍ରରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ନେଇ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦେଓଗାଁ ଏବିଓ ଅଜିତ
Read More...

ଦେଓଗାଁ ବ୍ଲକରେ ୨୩୩ ଜଣ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କଲେ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକରେ ସରପଞ୍ଚ ଓ ସମିତି ସଭ୍ୟ ପଦବୀ ପାଇଁ ୨୩୩ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସରପଞ୍ଚ ଭାବେ ବିଭିନ୍ନ ପଞ୍ଚାୟତରେ ୧୩୮ଜଣଙ୍କ ନାମାଙ୍କନ ପତ୍ର ଦାଖଲ ହୋଇଥିବା ବେଳେ ସମିତି ସଭ୍ୟ ପଦବୀ ପାଇଁ ୯୫ଟି ପ୍ରାର୍ଥୀପତ୍ର ଦାଖଲ ହୋଇଥିବା ସୂଚନା
Read More...

ଅଗ୍ନିକାଣ୍ଡରେ ଜଳିଗଲା ଘର

ଜଳିଗଲା ୩୦ବସ୍ତା ଧାନ, ଚାଉଳ, ବସ୍ତ୍ର ସହ ସାମଗ୍ରୀ : ସହାୟତା ଦାବୀ ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ବହଲି ଗାଁର ଜୈନିକ ବ୍ୟକ୍ତିଙ୍କ ଘର ଅଗ୍ନିକାଣ୍ଡରେ ଜଳି ଛାରଖାର ହୋଇଯାଇଥିବା ଜଣାପଡିଛି । ଆଜି ସକାଳେ ଗାଁର ଚନ୍ଦ୍ରଭାନୁ ପୋଢ଼ଙ୍କ ବାସଘରେ ନିଆଁ
Read More...

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପର୍ଯ୍ୟାୟ ଶେଷ : ଦେଓଗାଁ ବ୍ଲକରେ ପ୍ରାର୍ଥୀପତ୍ର ଦାଖଲ କଲେ ୬୬୫ଜଣ…

ଦେଓଗାଁ, (ମନୀଷ କୁମାର ସାହୁ) : ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇଯାଇଛି । ବ୍ଲକ ଅଧ୍ୟକ୍ଷ ଆଶାୟୀରେ ଥିବା ବ୍ଲକର ଆଗ ଧାଡ଼ିର ନେତାମାନେ ବିଭିନ୍ନ ପଞ୍ଚାୟତରେ ନାମାଙ୍କନ ପତ୍ର ଦାଖଲ କରି ଡ଼େରା ବାନ୍ଧି ରହିଛନ୍ତି । ଦେଓଗାଁ ବ୍ଲକରେ ୨୬ଟି ପଞ୍ଚାୟତରେ ସମିତି ସଭ୍ୟ
Read More...

ବଡବନ୍ଧ ସରପଞ୍ଚ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବ ସରପଞ୍ଚ ଅନ୍ତର୍ଯ୍ୟାମୀ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବଡବନ୍ଧ ପଞ୍ଚାୟତ ସରପଞ୍ଚ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବ ସରପଞ୍ଚ ଅନ୍ତର୍ଯ୍ୟାମୀ ଭୋଇ । ପଞ୍ଚାୟତ ବାସୀଙ୍କ ସେବା ହିଁ ମୋର ଲକ୍ଷ୍ୟ ବୋଲି ଶ୍ରୀ ଭୋଇ କହିଛନ୍ତି ।
Read More...

ଚତୁର୍ଥ ଦିନରେ ପ୍ରାର୍ଥୀପତ୍ର ଦାଖଲ କଲେ ୨୦୫ଜଣ

ଦେଓଗାଁ, (ମନୀଷ କୁମାର ସାହୁ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରାର୍ଥୀପତ୍ର ଦାଖଲର ଚତୁର୍ଥ ଦିନରେ ୩୮ଜଣ ସରପଞ୍ଚ ପଦ ପାଇଁ, ୨୨ଜଣ ସମିତି ସଭ୍ୟ ପଦ ପାଇଁ ଓ ୧୪୫ଜଣ ୱାର୍ଡସଭ୍ୟ ପଦ ପାଇଁ ମୋଟ ୨୦୫ଜଣ ମନୋନୟନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି । ୪ ଦିନରେ ୮୪ ଜଣ ସରପଞ୍ଚ ଓ ୫୦ ଜଣ
Read More...

ଦେଓଗାଁ ବ୍ଲକ : ତୃତୀୟ ଦିନରେ ୧୫୫ଜଣ କଲେ ପ୍ରାର୍ଥୀପତ୍ର ଦାଖଲ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରାର୍ଥୀପତ୍ର ଦାଖଲର ତୃତୀୟ ଦିନ ଥିଲା । ୪୦ ଜଣ ସରପଞ୍ଚ, ୨୨ ଜଣ ସମିତି ସଭ୍ୟ ଓ ୯୩ ଜଣ ୱାର୍ଡସଭ୍ୟ ମୋଟ ୧୫୫ ଜଣ ପାଇଁ ମନୋନୟନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି । ୧ମ, ୨ୟ ଓ ତୃତୀୟ ଦିନ ମିଶି ଜଣ ୪୬ଜଣ
Read More...

ଦେଓଗାଁ ବ୍ଲକରେ ବଢୁଛି କରୋନା ରୋଗୀଙ୍କ ସଂଖ୍ୟା

ଦେଓଗାଁ, (ମନୀଷ କୁମାର ସାହୁ): କିଛି ଦିନ ହେଲା ଦେଓଗାଁ ବ୍ଲକରେ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଗତ ୭ଦିନ ମଧ୍ୟରେ ଦେଓଗାଁ ବ୍ଲକରେ ୧୮ଜଣ ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । ପ୍ରତିଦିନ ଜଣେ ଦୁଇ ଜଣ ରୋଗୀ ଚିହ୍ନଟ ହେବାରେ ଲାଗିଛନ୍ତି । ବୁଧବାର ଦିନ ଦେଓଗାଁ ବ୍ଲକ
Read More...

ରାସ୍ତା ପାଇଁ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଲେ କୁହିମୁଣ୍ଡା ଗ୍ରାମବାସୀ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ କୁହିମୁଣ୍ଡା ଗ୍ରାମରେ ଦୁର୍ଗମ ରାସ୍ତା ପାଇଁ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ । ଭାରତ ସ୍ଵାଧୀନ ହେବାର ୭୦ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଏହି ଗ୍ରାମକୁ ରାସ୍ତା ଖଣ୍ଡେ ହୋଇପାରିନି ।
Read More...