ଦେଓଗାଁ ବ୍ଲକ ଆଦିବାସୀ କଲ୍ୟାଣ ସଂଘର ବୈଠକ : ବିଜେଡି ସମର୍ଥନରେ ଲଢ଼ିଲେ ଜାତିରୁ ବାସନ୍ଦ କରିବାକୁ ହେଲା ନିଷ୍ପତ୍ତି
ଦେଓଗାଁ, (ମନୀଷ କୁମାର ସାହୁ) : ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ଦେଓଗାଁ ବ୍ଲକ୍ ଶାଖା ପକ୍ଷରୁ ଦେଓଗାଁ ବ୍ଲକ ସିଂହାମୁଣ୍ଡାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍ କାର୍ଯ୍ୟକାରୀ ସଭାପତି ସୁରଥ ଧରୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କୁଡ଼ାମିର୍ଧା ଜାତିର ଜିଲ୍ଲା ସମ୍ପାଦକ!-->…
Read More...
Read More...