ଦେଓଗାଁ ସାପ୍ତାହିକ ବଜାରରେ ପୁଲିସକୁ ଖୋଲା ଚ୍ୟାଲେଞ୍ଜ : ମାକ୍ସ ଚେକିଙ୍ଗ୍ ବେଳେ ୫ଜଣଙ୍କ ମୋବାଇଲ ଫୋନ୍ ଚୋରି
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସାପ୍ତାହିକ ହାଟରୁ ୫ଟି ମୋବାଇଲ୍ ଫୋନ୍ ଚୋରି ହୋଇଥିବା ଦେଓଗାଁ ଥାନାରେ ଗତକାଲି ଅଭିଯୋଗ ହୋଇଛି । ବଜାର ଭିତରେ ପୁଲିସ ମାସ୍କ ଯାଞ୍ଚ କରୁଥିବା ସମୟରେ ଏହି ଚୋରି ହୋଇଥିବା ଜଣାପଡ଼ିଛି । ଥାନା ପଛପଟେ ବସୁଥିବା ହାଟରୁ ପୁଲିସର ଉପସ୍ଥିତିରେ ଚୋରମାନେ!-->…
Read More...
Read More...