Browsing Tag

deogaon news

ଭୀମଡ଼ୁଙ୍ଗରୀ ତଳେ ୧୪ ଟିକିଆ ହାତୀପଲ : ନଷ୍ଟ କରିଦେଲେ ଧାନ ସହ ପନିପରିବା, ଚିନ୍ତାରେ ଚାଷୀ

ଦେଓଗାଁ, (ମନୀଷ କୁମାର ସାହୁ) : ଭୀମଡ଼ୁଙ୍ଗରୀ ତଳେ ୧୪ ଟିକିଆ ହାତୀପଲ ଧାନ ସହ ପନିପରିବା ସବୁ ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଆସନ୍ତା ୪ ତାରିଖ ଦିନ ଆପଣ ମଣ୍ଡିରେ ଧାନ ବିକ୍ରି କରିପାରିବେ, ସେଥିପାଇଁ ଆପଣଙ୍କୁ ମୋବାଇଲ ମାଧ୍ୟମରେ ଜଣାଇ ଦିଆଗଲା ବୋଲି ରୁଗୁଡ଼ିପାଲି
Read More...

ମଦ ପିଇ ଗାଡି ଚଳାଇବା ପଡିଲା ମହଙ୍ଗା : ଡ୍ରାଇଭିଂ ଲାଇସେନ୍ସ ଜବତ ସହ ଜୋରିମାନା ଆଦାୟ କଲା ପୋଲିସ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ସନ୍ଧ୍ୟାରେ ଜିଲ୍ଲା ପରିବହନ ଅଧିକାରୀ ନିଖିଳ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ଦେଓଗାଁ ରାସ୍ତା ଓ ବେହେରାପାଲି ଛକଠାରେ ମଦ ପିଇ ଗାଡି ଚଳାଉଥିବା ୫ଜଣଙ୍କର ପରୀକ୍ଷାରେ ଧରାପଡିଥିବା ଜଣାପଡିଛି । ସେମାନଙ୍କଠାରୁ ଫାଇନ ସହିତ ଡ୍ରାଇଭିଂ ଲାଇସେନ୍ସ ଜବତ
Read More...

ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ମିଳିଲାନି ଚିକିତ୍ସା : ଶବ ରଖି ଏନ୍‌ଏଚ୍‌ ୨୬ରେ ରାସ୍ତା ରୋକ…

ଦେଓଗାଁ, (ମନୀଷ କୁମାର ସାହୁ) : ଦୁର୍ଘଟଣାରେ ଗୁରୁତର ଥିବା ରୋଗୀଙ୍କୁ ଚିକିତ୍ସା ନ ମିଳିବାରୁ ରୋଗୀ ଜଣକ ମୃତ୍ୟୁବରଣ କରିବା ପରେ ପରିବାର ଲୋକେ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଲକରେ । ସୂଚନା ଅନୁସାରେ ଦୁର୍ଘଟଣାରେ
Read More...

୧୧ରେ ହେବ ଶୁଲିଆ ଯାତ୍ରା : ପଡ଼ିବ ବଳି

କୋଭିଡ୍ କଟକଣା ସହ ହେବ ଯାତ୍ରା : ଯାତ୍ରା କମିଟି ଦେଓଗାଁ, (ମନୀଷ କୁମାର ସାହୁ) : ଆସନ୍ତା ୧୧ ତାରିଖରେ ଦେଓଗାଁ ବ୍ଲକ୍ କୁଲୁତାପଡ଼ା ପଂଚାୟତ ଖଇରଗୁଡ଼ା ଓ କୁମୂରିଆ ଶୁଲିଆ ପୀଠରେ କୋଭିଡ଼ କଟକଣା ସହ ପାରମ୍ପାରିକ ରୀତିନୀତିରେ ହେବ ଶୁଲିଆ ଯାତ୍ରା । ୧୨ଟି ପଞ୍ଚାୟତର ୬୩ ଖଣ୍ଡ ଗାଁ
Read More...

ଦେଓଗାଁ ସୁନା ବ୍ୟବସାୟୀ ହତ୍ୟା ମାମଲା : ଏଯାଏଁ ଧରାପଡିନାହିିଁ ହତ୍ୟାକାରୀ

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ଥାନା ହାତୀସରା ଗାଁର ସୁନା ବ୍ୟବସାୟୀ ଗଜାନନ ମେହେର ଗତ ତା୫।୧୧।୨୦୨୦ରିଖ ଶୁକ୍ରବାର ଦିନ ସକାଳ ସାଢ଼େ ୮ଟା ସମୟରେ ତାଙ୍କ ମା'କୁ ପାଟଣାଗଡ଼ ଯାଉଥିବା କହି ଯାଇଥିଲେ । ସେହି ଦିନ ସନ୍ଧ୍ୟା ସୁଦ୍ଧା ଆସି ନ ଥିବାରୁ ପରିବାର ଲୋକେ ସନ୍ଦେହରେ ରହିଥିଲେ
Read More...

ଉପରଝର ଆଜାଦ୍ କ୍ରିକେଟ୍ ପ୍ରତିଯୋଗିତା

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝର ସ୍ଥିତ ମା' ପାଟଖଣ୍ଡା ମିନି ଷ୍ଟାଡିୟମରେ ଆଜାଦ୍ ହିନ୍ଦ୍ କ୍ଳବ୍ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା କ୍ରିକେଟ ପ୍ରତଯୋଗିତାର ତୃତୀୟ ଦିନର ପ୍ରଥମ ମ୍ୟାଚ୍‌ରେ ଲଣ୍ଡାପଥର ଦଳକୁ ବଙ୍ଗୋମୁଣ୍ଡା ଦଳ ହରାଇଥିଲା । ଦ୍ଵିତୀୟ ମ୍ୟାଚରେ
Read More...

ଆର ପାରିରେ ତୁଷାର ଦାଦା

ଦେଓଗାଁ, (ମନିଷ କୁମାର ସାହୁ) : ଦେଓଗାଁ ବ୍ଲକ ଅଞ୍ଚଳର ବଡଭାଇ ତୁଷାର ଦଲେଇଙ୍କ ଦେହାନ୍ତ ଘଟିଥିବା ସୂଚନା ମିଳିଛି । ଆଜି ସକାଳ ଭୋରରୁ ତାଙ୍କର ସ୍ବର୍ଗାରୋହଣ ହୋଇଥିବା ବେଳେ ସେ ବିଜୁ ପରିବାରର ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲିଯାଇଛନ୍ତି । ସ୍ବର୍ଗତ ତୁଷାର ଦାଦାଙ୍କ ଆତ୍ମାର ସଦ୍‌ଗତି
Read More...

ଦେଓଗାଁ ବ୍ଳକରେ ଖରିଫ ଧାନ କିଣା ବ୍ୟବସ୍ଥା

ପରଦା ପଛେ ବେପାରି ମିଲରକଟ୍‌ନି ଧାନ କାହା ପାଖେ?ଫଲ୍‌ସ୍‌ ଏଣ୍ଟ୍ରି ପାଇଁ ଚାଳିଛି ଚାଷୀ କାର୍ଡ଼ ଖୋଜାମିଲର ଗଚ୍ଛିତ ଧାନର ଯାଞ୍ଚ ଦାବୀ ଦେଓଗାଁ, (ମନୀଷ କୁମାର ସାହୁ) : ଧାନକିଣା ଆରମ୍ଭରୁ ଲାଗିଛି ଅବ୍ୟବସ୍ଥା । ପ୍ରତିକୃଷି ସମବାୟ ସମିତିରୁ (ପେକ୍ସ)ରୁ ହଜାର ହଜାର କ୍ବିଣ୍ଟାଲ ଧାନ
Read More...

ବଲାଙ୍ଗିର ଜିଲ୍ଲାପାଳଙ୍କ ମହାନତା : ଦୁର୍ଘଟଣାରେ ଗୋଡ଼ ହରାଇଥିବା ଶୁଭମ ଚାଲିବାକୁ ହେଲେ ସକ୍ଷମ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲାପାଳଙ୍କ ଉଦ୍ୟମ ଯୋଗୁଁ ରାସ୍ତା ଦୁର୍ଘଟଣାରେ ଗୋଡ଼ ହରାଇଥିବା ଜଣେ ବାଳକ ଚାଲିବା ପାଇଁ ସକ୍ଷମ ହୋଇଛନ୍ତି । ଏପରି ଏକ ଖୁସିର ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲାର ଦେଓଗାଁ ବ୍ଳକରେ । ଗାଇବାହାଲ ପଞ୍ଚାୟତ ସଗାରପାଲି ଗାଁର ସତ୍ୟ
Read More...

ଦେଓଗାଁରେ ୨୧ କୁଣ୍ଡୀୟ ବୈଦିକ ବିଶ୍ୱଶାନ୍ତି ମହାଯଜ୍ଞ ଓ ବେଦ ପ୍ରବଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଧୁମାଭଟା ଗୁରୁକୂଳ ସପ୍ତର୍ଷି ସେବାଶ୍ରମ ଦୟାନନ୍ଦ ବିହାର ଠାରେ ମହାଆଡମ୍ବରରେ ୨୧ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ୨୧ କୁଣ୍ଡୀୟ ବୈଦିକ ବିଶ୍ୱଶାନ୍ତି ମହାଯଜ୍ଞ ଓ ବେଦ ପ୍ରବଚନ ଅନୁଷ୍ଠିତ ହୋଇଯାଇଛି । ତପୋନିଷ୍ଠ
Read More...