ଦେଓଗାଁ ବ୍ଲକରେ ଧାନ କିଣା ଆରମ୍ଭରୁ ଅଚଳାବସ୍ଥା : ୫ଟି ପେକ୍ସରେ ପଡ଼ିରହିଛି ୭ ହଜାର ବସ୍ତା ଧାନ
ଏଫ୍ଏକ୍ୟୁ ନାମରେ ହେଉଛି ଚାଷୀ ଶୋଷଣକ୍ବିଣ୍ଟାଲ ପ୍ରତି ଚାଳିଛି ୫କେଜି କଟ୍ନୀଖତ ଖାଉଛି ସରଞ୍ଜାମ, ମିଲ୍ରେ ହେଉଛି ମାନ ନିର୍ଦ୍ଧାରଣ
ଦେଓଗାଁ, (ମନୀଷ କୁମାର ସାହୁ) : ସରକାରୀ ନିଷ୍ପତ୍ତି ଅନୁସାରେ ବଲାଙ୍ଗିର ଜିଲ୍ଲାରେ ଗତ ୨୯ ତାରିଖରୁ ଧାନ କିଣା ଆରମ୍ଭ ହୋଇଛି । ହେଲେ ଦେଓଗାଁ!-->!-->!-->…
Read More...
Read More...