Browsing Tag

deogaon news

କଂଗ୍ରେସର ଜନଜାଗରଣ ଯାତ୍ରା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଗତକାଲି ଏକ ଜନଜାଗରଣ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ କାର୍ଯ୍ୟକଳାପକୁ ବିରୋଧ କରି ଦେଓଗାଁ ବସଷ୍ଟାଣ୍ଡରୁ ଆରମ୍ଭ କରି ଦେଓଗାଁ ବସ୍ତି ପରିକ୍ରମା କରି ଏକ ବାଇକ ରେଲିରେ ଜରାସିଂହାରେ
Read More...

ଗ୍ରାମ୍ୟ ଉନ୍ନୟନ ରାସ୍ତା ଅଧପନ୍ତରିଆ ହୋଇଥିବା ଅଭିଯୋଗ : ରାସ୍ତା ନଷ୍ଟ ସହ ଦୁର୍ଘଟଣା ଆଶଙ୍କା, ତୁରନ୍ତ ସମ୍ପୂର୍ଣ୍ଣ…

ଦେଓଗାଁ, (ମନୀଷ କୁମାର ସାହୁ) : ରାସ୍ତା ନିର୍ମାଣ କାମ ଆରମ୍ଭ ହୋଇ ଶେଷ ହେବାକୁ ଯାଉଛି ହେଲେ ଅଟକଳରେ ଥିବା କଛି କାମ ମଧ୍ୟରୁ କେତେକ କାମ କରି ନଥିବାରୁ ରାସ୍ତା ନଷ୍ଟ ହେବା ସହ ଦୁର୍ଘଟଣା ଆଶଙ୍କା ଥିବା ଅଭିଯୋଗ କରୁଛନ୍ତି ଦେଓଗାଁ ବ୍ଳକ କୁତୁର୍ଲା ପଞ୍ଚାୟତ ବହଲି ଗାଁର ଲୋକମାନେ ବହଲି
Read More...

ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୩ଜଣ ପୂର୍ବଛାତ୍ରଙ୍କ ଉଦ୍ଦେଶ୍ୟରେ କଲେଜରେ ଶୋକସଭା ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ହୋଇଥିବା ଏକ ମର୍ମନ୍ତୁଦ ଦୁର୍ଘଟଣାରେ ବଲାଙ୍ଗିର ସଦର ବ୍ଲକ ଅର୍ନ୍ତଗତ ବୁଢ଼ାଡ଼ଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁଡ଼ାସିଂହାର ୩ଜଣ ପୂର୍ବତନ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା । ଯାହାଫଳରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଶୋକର ଛାୟା ଖେଳିଯାଇଛି ।
Read More...

ଦେଓଗାଁ ବ୍ଳକରେ ବଲାଙ୍ଗିର ସାଂସଦଙ୍କ ସମୀକ୍ଷା ବୈଠକ : ବୈଠକକୁ ଦଳୀୟ କର୍ମୀଙ୍କୁ ହଁ, ସାମ୍ବାଦିକଙ୍କୁ ନାଁ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସାଂସଦ ସଙ୍ଗୀତା ସିଂଦେଓ ଗତକାଲି ୨ଟା ସମୟରେ ଦେଓଗାଁ ବିଡ଼ିଓଙ୍କ କୋଠରୀରେ ବ୍ଲକର ଉନ୍ନୟନମୂଳକ କାମର ସମୀକ୍ଷା କରିଥିବା ଜଣାପଡ଼ିଛି । ସମୀକ୍ଷା ବୈଠକ ସମ୍ପୂର୍ଣ୍ଣ ଭାବେ ସରକାରୀ କାର୍ଯ୍ୟକ୍ରମ ଥିବା ବେଳେ ବୈଠକ ଭିତରେ ଦଳୀୟ କର୍ମୀଙ୍କୁ ନେଇ
Read More...

ଶ୍ରୀ ସତ୍ୟସାଇ ବାବାଙ୍କ ୯୬ତମ ଜନ୍ମଦିନ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରପୁର ଶ୍ରୀ ସତ୍ୟସାଇ ମନ୍ଦିର ଆମ୍ରକାନନରେ ମଙ୍ଗଳବାର ଦିନ ୯୬ତମ ବାର୍ଷିକ ଉତ୍ସବରେ ଉପଲକ୍ଷେ ନଗର ସଂକୀର୍ତନ ପରେ ବିରଞ୍ଚି ନାରାୟଣ ପୁଟେଲ ଏବଂ ଜନକ ମେହେରଙ୍କ ଦ୍ୱାରା ପୂଜାର୍ଚ୍ଚନା ହୋଇଥିଲା । ଅବନୀ
Read More...

ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ ଓ ଜମିଦାର ଲାଲ ଜଗନ୍ନାଥ ପ୍ରସାଦ ସିଂଦେଓଙ୍କ ଜୟନ୍ତୀ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଅପରାହ୍ନ ୫ଟା ସମୟରେ ଦେଓଗାଁ ବ୍ଲକ ଜରାସିଂହା ସ୍ଥିତ ମିନି ଷ୍ଟଡିୟମରେ ବ୍ରଜେନ୍ଦ୍ର ନାରାୟଣ ଏଥେଲେଟିକ୍ ଏସୋସିଏସନ, ଜରାସିଂହା ଆନୁକୂଲ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ ଓ ଜରାସିଂହା ଜମିଦାର ସ୍ୱର୍ଗତ ଲାଲ ଜଗନ୍ନାଥ
Read More...

ସାଲେପାଲିରେ ଦେଓଗାଁ ବ୍ଳକ ବିଜେଡିର ବ୍ଲକସ୍ତରୀୟ କର୍ମୀ ସମ୍ମିଳନୀ

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ଦେଓଗାଁ ବ୍ଲକ୍ ସାଲେପାଲି ପଞ୍ଚାୟତରେ ଦେଓଗାଁ ବ୍ଲକ ବିଜୁ ଜନତା ଦଳର ବ୍ଲକ୍ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବ୍ଲକ ବିଜେଡ଼ି ସଭାପତି ସୁଶିଲ ଚାନ୍ଦ ସଭାପତିତ୍ୱ କରିଥିବା ବେଳେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବ ରାଜ୍ୟସଭା
Read More...

ରତାଖଣ୍ଡି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ : ସିଣ୍ଡୁଲକୁ ହରାଇ ନୂଆଁପାଲି ଚମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗୌଡଗୋଠ ପଞ୍ଚାୟତ ଅନ୍ତର୍ଗତ ରତାଖଣ୍ଡି ଖେଳପଡିଆରେ ରତାଖଣ୍ଡି କ୍ରିକେଟ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାର ଫାଇନାଲରେ ନୂଆଁପାଲି କ୍ରିକେଟ କ୍ଳବ୍ ବିଜୟୀ ହୋଇ
Read More...

ଭିଲେଜର୍ସ ଇଣ୍ଡିଆ ପାର୍ଟି ପକ୍ଷରୁ ବିଭିନ୍ନ ଦାବୀ ନେଇ ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ଦିନ ହେଲା ବନ୍ଦ ପଡିଥିବା ଦେଓଗାଁ ବ୍ଲକ କାର୍ଯ୍ୟାଳୟ ପରିସର ଓ ବଙ୍ଗଳା ଛକରେ ଥିବା ଅମୃତ ଧାରା, ଡୁମେରପିଟା ପଂଚାୟତର ଡୁମେରପିଟା, ଚିପାକାନୀ, ସତୀଘାଟ, ଗାଈବାହାଲ ପଂଚାୟତର ସାଗରପାଲି ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ଷମ ସହ ଅନ୍ୟାନ୍ୟ ସରକାରୀ ଜନ
Read More...

ଉପରଝର-ଆଠଗାଁ ରାସ୍ତା କଡ଼ରେ ବିସ୍କୁଟ ପେଟିରୁ ନବଜାତ ଶିଶୁର ମୃତ ଦେହ ଉଦ୍ଧାର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅନ୍ତର୍ଗତ ଉପରଝର-ଆଠଗାଁ ରାସ୍ତାରେ ଏକ ନବଜାତ ଶିଶୁର ମୃତ ଦେହ ପୁଲିସ ଉଦ୍ଧାର କରିଥିବା ଜଣାପଡିଛି । ପ୍ରକାଶ ଯେ, ଗତକାଲି ୫ଟା ସମୟରେ ଉପରଝର ଘାଟି ନିକଟରେ ଥିବା ମହୁଲ ଗଛ ତଳେ ବିସ୍କୁଟ ପେଟି ଭିତରେ ଗୋଟିଏ ନବଜାତ ଶିଶୁ ପଡିଥିବା ସ୍ଥାନୀୟ
Read More...