ଦେଓଗାଁ ଅଂଚଳରେ ଜୋର୍ ଧରିଛି ବେଆଇନ ସଟ୍ଟା ଖେଳ
ଦେଓଗାଁ, (କେପିଏନ୍ଏସ୍) : ଦେଓଗାଁ ଥାନା ଅଂଚଳରେ ବେଶ୍ ଜମୁଛି ସଟ୍ଟା କାରବାର ବୋଲି ସୂଚନା ମିଳୁଛି । କିନ୍ତୁ ଏଭଳି ଏକ ବେଆଇନ ସଟ୍ଟା ଖେଳକୁ ରୋକିବା ପାଇଁ ପୋଲିସ ପକ୍ଷରୁ ଯେଭଳି ପଦକ୍ଷେପ ନିଆଯିବା କଥା, ତାହା ଦେଓଗାଁ ଅଂଚଳରେ ଦେଖିବାକୁ ମିଳୁନାହିଁ ବୋଲି ବୁଦ୍ଧିଜୀବୀମାନେ!-->…
Read More...
Read More...