Daily Archives

ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପବିତ୍ର ଉତ୍କଳ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଉତ୍କଳ ଦିବସ ଉପଲକ୍ଷେ ବିଜ୍ଞାପିତ ଅଞ୍ଚଳ ପରିଷଦ ପଦ୍ମପୁର ଅଧକ୍ଷ୍ୟ ଶ୍ରୀମତୀ ସାବିତ୍ରୀ ବାଗ ସକାଳ ଘ.୭.୩୦ ମିନିଟ୍‌ରେ ସହରର ସମସ୍ତ ପ୍ରତିମୂର୍ତ୍ତୀମାନଙ୍କରେ ମାଲ୍ୟାର୍ପଣ କରିଥିଲେ । ଏହି ସମାରୋହରେ ସମସ୍ତ କାଉନସିଲ୍‌ର ଓ ନିର୍ବାହୀ ଅଧିକାରୀ ଜୟନ୍ତ
Read More...

ଉତ୍କଳ ଦିବସରେ ରେଡକ୍ରସ ତରଫରୁ ହାଇଜେନିକ କିଟ୍‌ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖା ତରଫରୁ ଉତ୍କଳ ଦିବସ ଅବସରରେ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ନାରାୟଣ କଲୋନୀ କୁଷ୍ଠାଶ୍ରମ ଅନ୍ତେବାସୀଙ୍କୁ ହାଇଜେନିକ୍‌ କିଟ୍‌ ବଣ୍ଟନ କରାଯାଇଛି । ଯୁବ ରେଡକ୍ରସ ଜିଲ୍ଲା ସଂଯୋଜକ ଡ. ଦୈତ୍ୟାରୀ ପୁଜାରୀଙ୍କ
Read More...

ବରଗଡ଼ ଜିଲ୍ଲା ଉପ-ନିବନ୍ଧକ ଭାବେ ଯୋଗଦେଲେ ପଦ୍ମନାଭ ପୁରୋହିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଉପ-ନିବନ୍ଧକ ଭାବେ ଯୋଗ ଦେଇଛନ୍ତି ପଦ୍ମନାଭ ପୁରୋହିତ । ଏହା ପୂର୍ବରୁ ବଲାଙ୍ଗିର ଜିଲ୍ଲା ଉପ-ନିବନ୍ଧକ ଭାବେ ସେ ରହିଥିବା ବେଳେ ଏବେ ବରଗଡ଼ ଜିଲ୍ଲାକୁ ତାଙ୍କ ବଦଳି ହୋଇଯାଇଛି । ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ
Read More...

ପରୀକ୍ଷା ପେ ଚର୍ଚ୍ଚା ୨୦୨୨ରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ

• ‘‘ବିନା ଚାପରେ ଏକ ଉତ୍ସବର ଉତ୍ସାହ ନେଇ ପରୀକ୍ଷା ଦିଅନ୍ତୁ’’• ‘‘ପ୍ରଯୁକ୍ତିକୁ ଏକ ଚାଲେଞ୍ଜ ଭାବେ ନୁହେଁ ବରଂ ଏକ ସୁଯୋଗ ଭାବେ ଦେଖନ୍ତୁ’’• ‘‘ଜାତୀୟ ଶିକ୍ଷା ନୀତିକୁ ନେଇ ବ୍ୟାପକ ବିଚାରବିମର୍ଶ ହୋଇଛି । ସାରା ଭାରତରେ ଲୋକମାନେ ଏହା ଉପରେ ମାନସମନ୍ଥନ କରିଛନ୍ତି’’• ‘‘ବିଂଶ ଶତାବ୍ଦୀର
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ଓ ସୋନପୁର ମ୍ୟୁନିସିପାଲିଟିର ବ୍ୟବସ୍ଥିତ ୨୧ଟି କେନ୍ଦ୍ରରେ ୧୮ରୁ ଅଧିକ…

୧୨ ବର୍ଷରୁ ୧୪ବର୍ଷ ନିମନ୍ତେ ୨୪ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ଆସନ୍ତା କାଲି ପୂର୍ବାହ୍ନ ୮ଟାରୁ ୧୧ଟା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆସନ୍ତା କାଲି ୨ ତାରିଖ ଦିନ ପୂର୍ବାହ୍ନ ୮ଟାରୁ ୧୧ଟା ଯାଏଁ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ବଲାଙ୍ଗିର ସହର ବିଦ୍ୟୁତ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି । ତେବେ ଲାଲଟିକ୍ରା ସ୍ଥିତ ୧୩୨/୩୩ କେଭି. ଜିଏସଏସ୍‌ ବାର୍ଷିକ ମରାମତି ନିମନ୍ତେ ବଲାଙ୍ଗିର ସହର ସହ
Read More...

କୋସଲ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉକ୍ରଳ ଦିବସ ପାଳନକୁ ବିରୋଧ କରି ଆଜି ସଂଧ୍ୟାରେ ସ୍ଥାନୀୟ କଚେରୀ ଛକରେ କୋସଲ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଓଡ଼ିଶା ସରକାରଙ୍କ କୋଶଲୀ ବିରୋଧୀ ନୀତିକୁ କଡ଼ା ସମାଲୋଚନା କରି ବିକ୍ଷୋଭ ପ୍ରଦର୍ଶନ ସମୟରେ କୋଶଲୀ ସପକ୍ଷବାଦୀ
Read More...

ସରପଞ୍ଚ ହେବତ ଏମିତି : ଘର ପୋଡ଼ି ଯାଇଥିବା ପରିବାରକୁ ସାହା ହେଲେ ସରପଞ୍ଚ ସୁଦାମ ଚରଣ ସେଠୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ଝେଙ୍ଗନାଡିହୀ (ଢିପାପଡା) ନିବାସୀ ସନ୍ତୋଷ ବରିହାଙ୍କ ଘରେ ଆଜି ପ୍ରାୟ ୧ଘ.୩୦ ମିନିଟ ସମୟରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । ଗ୍ରାମବାସୀମାନେ ଏହି ଘଟଣାକୁ ଦେଖି ସରପଞ୍ଚଙ୍କୁ ଜଣାଇ ପରେ
Read More...

ମାରୱାଡି ମହିଳା ସମିତି ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ : ୯୧ ୟୁନିଟ ରକ୍ତ ସଂଗ୍ରହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଉତ୍କଳ ଦିବସ ତଥା ପୋଲିସ ପ୍ରତିଷ୍ଠା ଦିବସ ଉପଲକ୍ଷେ ବଲାଙ୍ଗିର ମାରୱାଡି ମହିଳା ସମିତି ତରଫରୁ ସ୍ଥାନୀୟ ତେରାପନ୍ଥ ଭବନଠାରେ ଏକ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଦ୍ୱାରା ବହୁ ମୂଲ୍ୟ ୯୧ ୟୁନିଟ ରକ୍ତ ସଂଗ୍ରହ
Read More...

ପାଇକମାଲରେ ଉତ୍କଳ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଉତ୍କଳ ଦିବସ ଅବସରରେ ପାଇକମାଲ ବ୍ଲକର ବିଭିନ୍ନ ବିଦ୍ୟାଳୟ ମାନଙ୍କରେ ଉତ୍କଳ ଦିବସ ପାଳିତ ହୋଇଯାଇଛି । ପାଇକମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ସୁଶାନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମହାଦେବ ବେହେରା, କିଶୋର ଚନ୍ଦ୍ର
Read More...
error: Content is protected !!