Daily Archives

ଗଞ୍ଜାମ ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ, ୨୫ରେ ହେବ ରକ୍ତଦାନ ଶିବିର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରବିବାର ସନ୍ଧ୍ୟାରେ ଗଞ୍ଜାମ ଥାନା ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଗଞ୍ଜାମ ଥାନା ଆଇଆଇସି ଶୁଭେନ୍ଦୁ କୁମାର ସାହୁ ଅଧକ୍ଷତା କରିଥିଲେ । ଆସନ୍ତା ୨୫ରେ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ରକ୍ତଦାନ ଶିବିର କରିବାକୁ ନିସ୍ଵତୀ
Read More...

ବିଜେଡିର ବରିଷ୍ଠ ସଂଗଠକ ପ୍ରଫୁଲ୍ଲ ଆଚାର୍ଯ୍ୟ ଆଉ ନାହାନ୍ତି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ବିଜୁ ଜନତା ଦଳର ବରିଷ୍ଠ ସଂଗଠନ ସଦସ୍ୟ, ଚାଷୀ ତଥା ସମାଜସେବୀ ପ୍ରଫୁଲ୍ଲ ଆଚାର୍ଯ୍ୟଙ୍କ ଆଜି ସଂଧ୍ୟାରେ ହୃଦଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁରେ ଜିଲ୍ଲାରେ ଶୋକର ଛାୟା
Read More...

ପ୍ରଖ୍ୟାତ କଣ୍ଠଶିଳ୍ପୀ ସଂଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ସ୍ମୃତିରେ ଶ୍ରଦ୍ଧାଂଜଳି ସଭା

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ମହାନଦୀ ସାହିତ୍ୟ ସଂସଦ ପ୍ରେକ୍ଷାଳୟରେ ଓଡ଼ିଶାର ବରେଣ୍ୟ କଣ୍ଠଶିଳ୍ପୀ ସଗୀତଜ୍ଞ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଶ୍ରଦ୍ଧାଂଜଳି ସଭାରେ ଅନୁଷ୍ଠାନର ଉପସଭାପତି ଡକ୍ଟର
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଓ ସୋନପୁର ମ୍ୟୁନିସିପାଲିଟି ଅଞ୍ଚଳର ବ୍ୟବସ୍ଥିତ ୧୩ଟି କେନ୍ଦ୍ରରେ ୧୮ରୁ ଅଧିକ…

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୩୩ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ଡଭା କଲେଜରେ ଜଳସେବା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଡଭା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରୋଭର, ରେଞ୍ଜର ବିଭାଗ ଆନୁକୂଲ୍ୟରେ ତଥା ଓଡିଶା ଶାଖା ଭାରତ ସ୍କାଉଟ ଓ ଗାଇଡ ସହାୟତାରେ କଲେଜ ସମ୍ମୁଖରେ ଏକ ଜଳସେବା ଶିବିର ଉଦ୍‌ଘାଟିତ ହୋଇଯାଇଛି । ଉକ୍ତ ଶିବିରକୁ ଅଧ୍ୟକ୍ଷ
Read More...

୪୨ ଡିଗ୍ରୀ ତାତିରେ ବିକ୍ଷୋଭ ପ୍ରଦର୍ଶନ, ତହସିଲଦାରଙ୍କୁ ୧୨ ଦଫା ଦାବୀ ପତ୍ର ପ୍ରଦାନ କଲେ ବିକ୍ଷୋଭକାରୀ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ କଣ୍ଟାବାଞ୍ଜି ଜୋନାଲ କମିଟି ବୃନ୍ଦ ରାଜ୍ୟରେ ଧନୀ ଲୋକ ମାନେ ହିଁ ଉନ୍ନତି କରୁଥିବା ବେଳେ ଗରିବ ଲୋକ ସବୁଦିନେ ଗରିବ ହୋଇ ରହିଛନ୍ତି । ସରକାର ଗରିବଙ୍କ ପ୍ରତି ଅବହେଳିତ ହୋଇ ରହିଛନ୍ତି । ଯାହା ଫଳରେ ଗରିବଙ୍କ
Read More...

ସିନାପାଲି କର୍ମଜୀବୀ ସାମ୍ବାଦିକ ସଂଘର ଜରୁରୀ ବୈଠକ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକର କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ନେଇ ବରିଷ୍ଠ ସାମ୍ବାଦିକ ଶୋଭରାମ ମହାନନ୍ଦଙ୍କ ଆହ୍ୱାନ କ୍ରମେ ବାଦିବାହାଲ ସ୍ଥିତ ମୃତ୍ତିକା ପରୀକ୍ଷା ଗାର ଠାରେ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ବୈଠକରେ ବରିଷ୍ଠ
Read More...

ସଦର ବାବା ନଗର କୋଶଳ ଆବାସିକ ବିଦ୍ୟାଳୟଠାରେ ସୋନପୁର ଅଗ୍ନିଶମ ବିଭାଗ ମକଡିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୋନପୁର, (ପ୍ରଭୁଦତ୍ତ ରଥ) : ସୋନପୁର ବାବା ନଗର ସ୍ଥିତ କୋଶଳ ଆବାସିକ ବିଦ୍ୟାଳୟ ପ୍ରାଙ୍ଗଣରେ ଜିଲ୍ଲା ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ଦ୍ଵାରା ଏକ ମକଡିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ସୋଇଥିଲା । ପ୍ରଥମେ ବିଦ୍ୟାଳୟ ଓ ପଡାବାସୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ନିଆଁ
Read More...

ଅସହାୟ ଶବ ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ତଲିପଡା ୱାର୍ଡ ନମ୍ବର ୦୪ ନିବାସୀ ଜଣେ ବୃଦ୍ଧା ମହିଳା ଦୀର୍ଘ ୫୦ ବର୍ଷରୁ ଅଧିକ ହେଲା ବରଗଡ଼ ତଲିପଡା ଅଞ୍ଚଳରେ ରହି ଆସୁଥିଲେ । ତାଙ୍କର ସ୍ୱାମୀ ଦୀର୍ଘ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିସାରିଥିବା ବେଳେ ତାଙ୍କର କୌଣସି ନିଜ ସନ୍ତାନ ନଥିଲେ । ଗତ
Read More...

ବିଜେପି ପାଇକମାଲ ପକ୍ଷରୁ ସ୍ୱଛ ଭାରତ ଅଭିଯାନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଲ ଭାଜପା ତରଫରୁ ସାମାଜିକ ନ୍ୟାୟ ପକ୍ଷ ପାଳନ ଅବସରରେ ଆଜି ସ୍ୱଚ୍ଛ ଭାରତ ବରଗଡ ଜିଲ୍ଲା ସଂଯୋଜକ ସତ୍ୟ ନାରାୟଣ ବେହେରାଙ୍କ ନେତୃତ୍ବରେ ପାଇକମାଲ ସ୍ଥିତ ସାଇରାମ ମନ୍ଦିର ପ୍ରାଙ୍ଗଣରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...
error: Content is protected !!