Daily Archives

ବରଗଡ଼ ଜିଲ୍ଲାରେ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆସନ୍ତା ସପ୍ତାହରୁ ଜିଲ୍ଲାର ୧୨ଟି ବ୍ଲକରେ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହେବ । ଏଥିରେ ଲୋକଙ୍କର ମାଗଣାରେ ବିଶେଷଜ୍ଞ ମାନଙ୍କ ଦ୍ଵାରା ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହିତ ମାଗଣା ଔଷଧ ବଣ୍ଟନ, ଚଷମା ତଥା ବିଭିନ୍ନ ସଚେତନତା କାର୍ୟ୍ୟକ୍ରମର ଆୟୋଜନ ହେବ
Read More...

ବେଆଇନ ମହୁଲ ଚୋରା ଚାଲାଣ ବେଳେ ଧରାପଡ଼ିଲା : ଗାଡି ଜବତ, ଡ୍ରାଇଭର ଗିରଫ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ବୁଡାଗୁଡାରୁ ବାଲିଗୁଡ଼ାକୁ ଆସୁଥିବା ଏକ ମହୁଲ ବୋଝେଇ ଟାଟା ୪୦୭ ଗାଡି ନଂ. ଓଆର-୧୨-୨୫୮୬କୁ ବାଦକେତା ଠାରେ ଅଟକାଇ ତନଖି କରିବା ସମୟରେ
Read More...

ନୃସିଂହନାଥରେ ଲକ୍ଷେ ଘର ଗଣ୍ଡା ସାମାଜ ପକ୍ଷରୁ ଚୈତ୍ର ପୂର୍ଣ୍ଣମା ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଲକ୍ଷେ ଘର ଗଣ୍ଡା ସମାଜ ତରଫରୁ ଚୈତ୍ର ପୂର୍ଣ୍ଣିମା ଉତ୍ସବ ନୃସିଂହନାଥଠାରେ ସଭାପତି ଯୁଧିଷ୍ଠିର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ୨୨ଟି ପଞ୍ଚାୟତର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ପ୍ରଥମେ
Read More...

ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ସ୍ୱଚ୍ଛତାପକ୍ଷ ପାଳିତ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ସ୍ୱଚ୍ଛତା ପକ୍ଷ ପାଳନ ହୋଇଯାଇଛି । ରୋଗୀ କଲ୍ୟାଣ ସମିତିର ସଦସ୍ୟା ତଥା ଛତ୍ରପୁର ରୋଟାରୀ କ୍ଲବ ସଭାନେତ୍ରୀ ଏସ. ରେଖା ମହାନ୍ତିଙ୍କ ନେତୃତ୍ବରେ ସମସ୍ତ ସଦସ୍ୟ ବୃନ୍ଦ ହସ୍‌ପିଟାଲ ପରିସରରେ ସଫେଇ କରିବା ସହ ସମସ୍ତ
Read More...

ମୁଣ୍ଡୋମହୁଲ୍ ଗାଁରେ ରାମ ନବମୀ ପୂଜାନୋତ୍ସବ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡୋମହୁଲ୍ ଗାଁରେ ସପ୍ତାହ ବ୍ୟାପୀ ରାମ ନବମୀ ପୂଜାନୋତ୍ସବ ଉତ୍ସାହ ଉଦ୍ଦୀପନା ସହ ସମ୍ପନ୍ନ ହୋଇଯାଇଛି । ଗ୍ରାମର ଜଣେ ରାମଭକ୍ତ କୁଳମଣି ମଲ୍ଲିକଙ୍କ ଘରେ ଚୈତ୍ର ମାସ ନବମୀ ତିଥିରେ ଏପ୍ରିଲ ୧୦ରୁ ୧୬ ପୂର୍ଣ୍ଣିମା ପର୍ଯ୍ୟନ୍ତ
Read More...

ହରିଶଙ୍କର ମା’ ବିନ୍ଧ୍ୟବାସିନି ମନ୍ଦିରର ଚୈତ୍ର ବାସନ୍ତିକ ପୂଜା ମହୋତ୍ସବ ସମ୍ପନ୍ନ

ପାଟଣାଗଡ, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ତଥା ପଶ୍ଚିମ ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ହରିଶଙ୍କର ସ୍ଥିତ ମା' ବିନ୍ଧ୍ୟବାସିନୀ ମନ୍ଦିରରେ ଚୈତ୍ର ବାସନ୍ତୀକ ପୂଜା ମହୋତ୍ସବ ସର୍ବଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରୀ ବିଂଝାଲ ସମାଜ ପକ୍ଷରୁ ସମ୍ପନ୍ନ ହୋଇଯାଇଛି ।
Read More...

ଛତ୍ରପୁରରେ ପରମ୍ପରାର ଭିନ୍ନ ରୂପ ଝାମୁଯାତ୍ରା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହର ଉପକଣ୍ଠ କଣମଣା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ତରେଇ ପାଟପୁର ଗ୍ରାମରେ ବର୍ଣ୍ଣାଢ଼୍ୟ ଉତ୍ସବ ସମାବେଶରେ ଲୋକ ସଂସ୍କୃତିର ପରମ୍ପରା ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଝାମୁଯାତ୍ରା ପ୍ରାୟ ଦୁଇଶହ ବର୍ଷ ଧରି ପ୍ରଚଳିତ ହୋଇଆସିଥିବା
Read More...

ପୁରେନାରେ ଚୈତ୍ର ପୂର୍ଣ୍ଣମାରେ ମୁଠିଯାତ୍ରା ପାଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ତା ଗ୍ରାମ ପଞ୍ଚାୟତରେ ଥିବା ବିଭିନ୍ନ ଗ୍ରାମରେ ଥିବା ଗ୍ରାମ୍ୟ ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରି ମୁଠିଯାତ୍ରା ଆରମ୍ଭ ହୋଇଥିଲା । ଏହି ମୁଠିଯାତ୍ରାରେ ଧଳା ଧାନକୁ ପୂଜା କରି ଧାନବୁଣା ଆରମ୍ଭ କରିଥିଲେ । ଆଜି
Read More...

ଦେବୀନଗର ଉନ୍ନୟନ କମିଟି ଗଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ୧୩ ନମ୍ବର ୱାର୍ଡ ଅନ୍ତର୍ଗତ ଦେବୀନଗର ସାହିର ଯୁବଗୋଷ୍ଠୀ ଓ ବରିଷ୍ଠ ନାଗରିକଙ୍କ ମିଳିତ ଉଦ୍ୟମରେ ଶୁକ୍ରବାର ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଏକ ନୂତନ କମିଟି ଗଠନ ହୋଇଯାଇଛି । ବରିଷ୍ଠ ନାଗରିକ ତଥା ବିଶିଷ୍ଟ
Read More...

୨୯ ଏପ୍ରିଲରୁ ଆରମ୍ଭ ହେବ ପଦ୍ମପୁର ଲୋକ ମହୋତ୍ସବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ତା ୨୯ /୦୪/୨୨ରୁ ତା ୦୧/୦୫ / ୨୨ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ମହା ଆଡମ୍ବରରେ ଦ୍ୱିତୀୟ ପଦ୍ମପୁର ଲୋକ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଟାଉନ କ୍ଲବ, ପଦ୍ମପୁର ଦ୍ୱାରା ଆୟୋଜିତ ଏହି ମହୋତ୍ସବରେ ତା ୨୪ / ୦୪ / ୨୨ରୁ ୮ ଦିନ ଧରି ବାଣିଜ୍ୟ
Read More...
error: Content is protected !!