Daily Archives

ବଲାଙ୍ଗିର ଜିଲ୍ଲା ଉପ-ନିବନ୍ଧକ କାର୍ଯ୍ୟାଳୟ ପରିଦର୍ଶନ କଲେ ଆଇଆର୍‌ଜି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଉପ-ନିବନ୍ଧକ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ଇନ୍ସପେକ୍ଟର ଜେନେରାଲ ଅଫ୍‌ ରେଜିଷ୍ଟ୍ରେସନ୍‌ ଜ୍ୟୋତିପ୍ରକାଶ ଦାଶ(ଆଇଏଏସ୍‌) । ଏହି ଅବସରରେ ସେ ‘୫-ଟି’ ସମୀକ୍ଷା କରିଥିବା ବେଳେ ନବ ନିର୍ମିତ ୱେଟିଂ ହଲ୍‌ ତଥା ଅନ୍ୟାନ୍ୟ ବ୍ୟବସ୍ଥା
Read More...

ନିଧିସାଗର ବିଦ୍ୟାପୀଠ ବୁବେଲର ବାର୍ଷିକୋତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁତଲା ବ୍ଳକ ନିଧିସାଗର ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟତ୍ରୀ ଗିରିଜା ବାଙ୍କିଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ବୁବେଲ ସରପଞ୍ଚ ସବିତା ମିଶ୍ର, ମୁଖ୍ୟବକ୍ତା ଅବସର ପ୍ରାପ୍ତ ଶିକ୍ଷକ ତଥା ଲେଖକ
Read More...

ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ ପକ୍ଷରୁ ବିଦ୍ୟୁତ୍ ବ୍ୟବସ୍ଥାର କଣ୍ଟାବାଞ୍ଜି ଆଞ୍ଚଳିକ କମିଟି ପକ୍ଷରୁ ଦାବୀପତ୍ର…

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସିପିଆଇ ପକ୍ଷରୁ ବିଦ୍ୟୁତ୍ ବ୍ୟବସ୍ଥାର କଣ୍ଟାବାଞ୍ଜି ଆଞ୍ଚଳିକ କମିଟି ପକ୍ଷରୁ ଦାବୀ ପତ୍ର ଉପସ୍ଥାପିତ କରାଯାଇଛି । ଦାବୀରେ କୁହାଯାଇଛି ଯେ, ଓଡ଼ିଶା ହେଉଛି ଏଭଳି ଏକ ରାଜ୍ୟ ଯେଉଁଠି ବିଜୁଳି ଉତ୍ପାଦନର ନିଅଣ୍ଟିଆ
Read More...

ଓଡ଼ିଆ ଭାଷା ବିକାଶ ମଞ୍ଚର ଲେନିନ୍‌ ଜୟନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲଚରାଲ ଏକା‌ଡେମୀ ପରିସରରେ ଲେନିନ୍‌ଙ୍କ ଜୟନ୍ତୀ ସମାରୋହ ସହିତ ବୌଦ୍ଧିକ ଆଲୋଚନା ଏବଂ ସ୍ବଦେଶାନୁରାଗ ସମ୍ବଳିତ କ୍ରାନ୍ତିକାରୀ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଭାଷା ବିକାଶ ମଞ୍ଚର ସାଧାରଣ
Read More...

ଆମ୍ବଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଆମ୍ବଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ପ୍ରେମଲାଲ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ସରପଞ୍ଚ ପ୍ରତିମା ରଣା ମୁଖ୍ୟ ଅତିଥି, ସାମ୍ବାଦିକ ପ୍ରଭାତ ସାହୁ,
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୦୯ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୨ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ଡେଲାଙ୍ଗରେ ବିଶ୍ଵ ଧରିତ୍ରୀ ଦିବସ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଧରିତ୍ରୀ ମା'କୁ ସମ୍ମାନ ଓ ସୁରକ୍ଷା ଦେବା ପାଇଁ ପ୍ରତି ବର୍ଷ ଏପ୍ରିଲ ୨୨ ତାରିଖକୁ ବିଶ୍ଵ ଧରିତ୍ରୀ ଦିବସ ରୂପେ ପାଳିତ ହେଉଛି । ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପାୟନ ଓ ମନୁଷ୍ୟର ଆମନୁଷିକ କାର୍ଯ୍ୟକଳାପ ଯୋଗୁଁ ଜୈବ ବିବିଧତା ବିପର୍ଯ୍ୟସ୍ତ ।
Read More...

ଭୀମ ଭୋଇ ଭେଷଜ ମହାବିଦ୍ୟାଳୟରେ ଛାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାବୀ କଲା ଏବିଭିପି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୀମ ଭୋଇ ଭେଷଜ ମହାବିଦ୍ୟାଳୟରେ ଛାତ୍ରଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାବୀ କରିଛି ଏବିଭିପି । ଏବିଭିପି ପକ୍ଷରୁ କୁହାଯାଇଛି ଯେ, ଗତ ତା ୨୨/୪ ରିଖରେ ଯେଉଁ ଭଳି ଭାବେ ଭୀମ ଭୋଇ ଭେଷଜ ମହାବିଦ୍ୟାଳୟରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟଣା ସମସ୍ତଙ୍କ ସମ୍ମୁଖକୁ ଆସିଲା
Read More...

ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର ଖୋଲିବାକୁ ଆବେଦନପତ୍ର ଆମନ୍ତ୍ରଣ

୨୬ଟି ରାଜ୍ୟ/ କେନ୍ଦ୍ରଶାସିତ ଅଂଚଳର ୪୦୬ଟି ଜିଲ୍ଲାର ୩୫୭୯ଟି ବ୍ଲକ୍ରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି କେନ୍ଦ୍ର ଖୋଲିବା ପାଇଁ ଅନ୍ଲାଇନ୍ରେ ଆବେଦନପତ୍ର ଆମନ୍ତ୍ରିତ କରାଯାଉଛିସରକାର ମାର୍ଚ୍ଚ ୨୦୨୪ ପର୍ୟ୍ୟନ୍ତ ଜନଔଷଧି କେନ୍ଦ୍ର ଗୁଡିକର ସଂଖ୍ୟା ବୃଦ୍ଧି କରି ୧୦,୦୦୦ କରିବା ନିମନ୍ତେ
Read More...

ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସର ଡିଡି ସ୍ପୋର୍ଟସରେ ସିଧା ପ୍ରସାରଣ

ନୂଆଦିଲ୍ଲୀ, (ପିଆଇବି) : ଭାରତ, ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ୨୦୨୧ର ଅପେକ୍ଷା କରୁଛି । ତେଣୁ ଖେଳରେ ଆଗ୍ରହ ରଖୁଥିବା ଲୋକଙ୍କ ପାଇଁ ଏହା ଏକ ଭଲ ଖବର ଯେ, ଡିଡି ସ୍ପୋର୍ଟସ ୨୪ ଏପ୍ରିଲ୍ ୨୦୨୨ରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ସମସ୍ତ ଟିଭି ଓ ମୋବାଇଲରେ ଲାଇଭ ଦେଖାଇବ
Read More...
error: Content is protected !!