Daily Archives

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ରାମଚଣ୍ଡୀ ନିକଟସ୍ଥ ଓସୱାଲା କେନ୍ଦ୍ର ପରିଦର୍ଶନ : ଏକ ବିଶ୍ୱସ୍ତରୀୟ ଆଗ୍ନିକ ପ୍ରଶିକ୍ଷଣ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତାକଲି ମଧ୍ୟାହ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ବିଶ୍ୱ ଐତିହ୍ୟ କୋଣାର୍କ-ପୁରୀ ମେରାଇନ୍‌ ଡ୍ରାଇଭ୍‌ରେ ଥିବା ଓଡ଼ିଶା ରାଜ୍ୟ ୱାଟରମେନସିପ୍‌ ଏବଂ ଲାଇଫ୍‌ ଗାର୍ଡ ପ୍ରଶିକ୍ଷଣ କେନ୍ଦ୍ର ଯାଇ ସେଠାରେ ଚାଲିଥିବା ସମସ୍ତ…
Read More...

ସ୍ୱଭାବ କବି ଗଂଗାଧର ମେହେରଙ୍କର ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ସ୍ଥାପନ

ସୋହେଲା, (କେପିଏନ୍‌ଏସ୍‌) : ସୋହେଲା ବ୍ଲକ ପେଟୁପାଲିଠାରେ ସ୍ୱଭାବ କବି ଗଂଗାଧର ମେହେରଙ୍କର ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ସ୍ଥାପନ ହୋଇଯାଇଛି । ରବିବାର ସକାଳରେ କବିଙ୍କ ଜନ୍ମପୀଠ ବରପାଲିରୁ ଗଙ୍ଗାଧର ଜ୍ୟୋତି ସାଥୀରେ ଆଣି କବିଙ୍କର ପଣନାତି ମହେନ୍ଦ୍ର ମେହେର ପେଟୁପାଲିରେ ପହଞ୍ଚିଥିଲେ…
Read More...

ବାଙ୍କି ରେଞରେ ନିଆଁ ନିବାରଣ ନେଇ ସଚେତନତା ଅଭିଯାନ ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବନଖଣ୍ଡ ପକ୍ଷରୁ ଜଙ୍ଗଲ ନିଆଁ ନିବାରଣ ସଚେତନତା ଅଭିଯାନ ଆଜିଠାରୁ ବାଙ୍କି ରେଞ୍ଜରେ ଆରମ୍ଭ ହୋଇଛି । ଆଜି କୁଚେଇତା, ଚନ୍ଦରପୁର, ଚନ୍ଦିପୋଷ, ମୁଶାବିରା ପ୍ରଭୁତି ଗ୍ରାମରେ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଥିଲା । ଏଥିପୂର୍ବରୁ କୁଆରମୁଣ୍ଡାର…
Read More...

ସିଆର୍‌ପିଏଫ୍‌ କମାଣ୍ଡାଣ୍ଟଙ୍କ ସହ ଭାବ ବିନିମୟ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ପଞ୍ଜାବ କପୁରତାଲା ୨୪୫ ବାଟାଲିୟନରେ କାର୍ଯ୍ୟରତ ସିଆର୍‌ପିଏଫ୍‌ କମାଣ୍ଡାଣ୍ଟ ଦୟାନିଧି ତନ୍ତୀ ସହ ଏକ ଅନୌପଚାରିକ ଭାବ ବିନିମୟ କାର୍ଯ୍ୟକ୍ରମ ପାନ୍ଥନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି । କମାଣ୍ଡାଣ୍ଟ ଶ୍ରୀ ତନ୍ତୀ ଏହି ଅବସରରେ ସାମ୍ବାଦିକଙ୍କୁ ଚତୁର୍ଥ…
Read More...

ପାଇକମାଲରେ ସାଇ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ପାଇଁ କଳସ ଶୋଭାଯାତ୍ରା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ସଦର ଗ୍ରାମଠାରେ ସାଇ ବାବାଙ୍କ ନବ ନିର୍ମିତ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ମହୋତ୍ସବର ଶୁଭାରମ୍ଭ ହୋଇଛି । ଆଜି ପବିତ୍ର ଶିବ ମନ୍ଦିର ଘାଟରୁ ୧୦୮ ଜଣ ପବିତ୍ର ଜଳ ପୂର୍ଣ୍ଣ କୁମ୍ଭରେ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ…
Read More...

ରାସ୍ତାର ରୂପ ବଦଳେଇ ଦେଲା ଟ୍ୱିଟର ଗାର୍ଲଙ୍କ ଗୋଟିଏ ଟ୍ୱିଟ : ମରାମତି ହେଲା କାଶିପାଣିରୁ ଭୁବନେଶ୍ୱରପୁର ରାସ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ରାଜ୍ୟରେ ମୋ ସରକାର ଏବଂ ୫ଟି ପ୍ରଚଳନ ଦ୍ଵାରା ସାମାଜିକ ଗଣ ମାଧ୍ୟମ ଜରିଆରେ ହେଉଥିବା ଅଭିଯୋଗ ଗୁଡ଼ିକୁ ଗୁରୁତ୍ୱ ଦେଇ ପ୍ରତ୍ୟେକ ସମସ୍ୟାର ସମାଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ୱାରା ପ୍ରତ୍ୟେକ…
Read More...

ବରଗଡ଼ ଭଟଲି ରାସ୍ତାରେ ମର୍ମଦୁନ୍ତ ସଡକ ଦୁର୍ଘଟଣା, ଜଣେ ମୃତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼-ଭଟଲି ରାସ୍ତା ରେ ଆଜି ଏକ ପାଣି ଟାଙ୍କି ନେଇଯାଉଥିବା ଟ୍ରାକ୍ଟର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଟ୍ରାକ୍ଟର ଡ୍ରାଇଭର ଙ୍କ ମୃତ୍ୟୁ ଘଟିଛି । ଟ୍ରକ ଡ୍ରାଇଭରଙ୍କୁ ଗୁରୁତର ଆହତ ଅବସ୍ଥାରେ ପ୍ରଥମେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…
Read More...

ଘଣ୍ଟାପଡା ବିଦ୍ୟୁତ ଷ୍ଟକ୍ଚରରେ ତାଲା ପକାଇଲେ ଉପଭୋକ୍ତା

କଣ୍ଟାମାଳ, (ବଂଶୀଧର ମାଝୀ) : ଟାଟା କମ୍ପାନୀର ଅବହେଳା ଯୋଗୁଁ ଘଣ୍ଟାପଡା ଷ୍ଟ୍ରକ୍ଚର ଅଞ୍ଚଳରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଘଟୁଛି । ଦୀର୍ଘ ୫ଦିନ ହେଲା ବିଦ୍ୟୁତ ସମସ୍ୟା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ୪୧ ଡିଗ୍ରୀ…
Read More...

କବିତା ସଙ୍କଳନ ‘ସରିନାହିଁ ପ୍ରେମ’ ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମା’ ଓ ମାଟିର ସ୍ମୃତି, ଅନୁଭୂତିର ନିଚ୍ଛକ ଛବିକୁ ଜୀବନର ମନ୍ତ୍ର କରିଥିବା କବି ତଥା ଅଧ୍ୟାପକ ଡ. ଜଗନ୍ନାଥ ସାହୁଙ୍କ ଦ୍ୱିତୀୟ କବିତା ସଙ୍କଳନ ‘ସରିନାହିଁ ପ୍ରେମ’ ନିଜ ଜନ୍ମ ମାଟି ରେଙ୍ଗାଲି ଠାରେ ନିଜ ମା’ ବାପାଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି ।…
Read More...

ଷ୍ଟାଣ୍ଡ-ଅପ୍ ଇଣ୍ଡିଆ ଯୋଜନା ଅଧୀନରେ ୬ ବର୍ଷରେ ୧,୩୩,୯୯୫ ରୁ ଅଧିକ ଆକାଉଣ୍ଟରେ ୩୦,୧୬୦ କୋଟି ଟଙ୍କାରୁ ଅଧିକ ଋଣ…

● ଏହି ଯୋଜନା ଅଧୀନରେ ବିଭିନ୍ନ ପ୍ରକାର ସୁବିଧାରୁ ବଞ୍ଚିତ ଉଦ୍ୟୋଗୀ ବର୍ଗର ଅଧିକରୁ ଅଧିକ ହିତାଧିକାରୀଙ୍କୁ ସାମିଲ କରାଯାଉଛି, ଏପରି ଭାବେ ଆମେ ଆତ୍ମନିର୍ଭର ଭାରତ ନିର୍ମାଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛୁ : କେନ୍ଦ୍ର ଅର୍ଥ ମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ଆମେ…
Read More...