Daily Archives

ଆରମ୍ଭ ହେଲା ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା : ଡେଲାଙ୍ଗ ବ୍ଲକରେ ୧୪୦୭ ମାଟ୍ରିକ ଦେଇଥିବା ବେଳେ ୫୯ ଜଣ ଅନୁପସ୍ଥିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରେ ଆଜିଠାରୁ ଆରମ୍ଭ ହୋଇଛି ୧୦ମ ଶ୍ରେଣୀ ମାଟ୍ରିକ ପରୀକ୍ଷା । କୋଭିଡ କଟକଣା ହଟିବା ପରେ ଅଫ୍‌ଲାଇନ୍‌ରେ ଏହି ପରୀକ୍ଷା ଆରମ୍ଭ ହୋଇଛି । ଗ୍ରୀଷ୍ମ ପ୍ରବାହ ଦୃଷ୍ଟିରେ ରଖି ଏହା ସକାଳ ୮ଟାରୁ ୧୦ ପର୍ଯ୍ୟନ୍ତ ଚାଲିବ ।
Read More...

ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶ ବରଗଡ଼ ଜିଲ୍ଲାର ନୂତନ ଏସ୍‌ପି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଆଇପିଏସ୍ ଅଫିସର ସ୍ତରରେ ଆଜି ଅଦଳ ବଦଳ କରିଛନ୍ତି । ଏହି କ୍ରମରେ ବରଗଡ଼ ଜିଲ୍ଲାକୁ ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶଙ୍କୁ ବଦଳି ହୋଇଛି । ବର୍ତ୍ତମାନ ସେ ନବରଙ୍ଗପୁର ଜିଲ୍ଲାର ଏସ୍‌ପି ଭାବେ କାର୍ୟ୍ୟ କରୁଛନ୍ତି ।
Read More...

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସେମିକନ ଇଣ୍ଡିଆ ସମ୍ମିଳନୀ ୨୦୨୨ ଉଦ୍‌ଘାଟିତ

“ବୈଶ୍ୱିକ ସେମିକଣ୍ଡକ୍ଟର ଯୋଗାଣ ବ୍ୟବସ୍ଥାରେ ଜଣେ ପ୍ରମୁଖ ଅଂଶୀଦାର ହୋଇ ଭାରତକୁ ପ୍ରତିଷ୍ଠିତ କରାଇବା ହେଉଛି ଆମର ସମ୍ମିଳିତ ଦାୟୀତ୍ୱ” ସରକାର ପରିଚାଳନାଠାରୁ ସ୍ୱାସ୍ଥ୍ୟ, ଜନକଲ୍ୟାଣ ଅନ୍ତର୍ଭୁକ୍ତୀକରଣ ଏବଂ ସଶକ୍ତିକରଣ ପର୍ୟ୍ୟନ୍ତ ସବୁ କ୍ଷେତ୍ରରେ ଜୀବନମାନ ପରିବର୍ତ୍ତନ ପାଇଁ ଆମେ
Read More...

ଆଜାଦୀ କା ଅମୃତ ମହୋତ୍ସବର ଅଂଶବିଶେଷ ଭାବେ ଓଡିଶାରେ ଆରଇସି ଦ୍ୱାରା ‘ବିଜୁଳି ଉତ୍ସବ’ ପାଳିତ

ଭୁବନେଶ୍ୱର, (ପିଆଇବି) : ସ୍ୱାଧୀନତାର ୭୫ତମ ବାର୍ଷିକ ଅବସରରେ ପାଳିତ ହେଉଥିବା ଆଜାଦି କି ଅମୃତ ମହୋତ୍ସବର ଅଂଶ ସ୍ୱରୂପ ଓଡିଶାରେ ଆର୍‌ଇସି ଲିମିଟେଡ ପକ୍ଷରୁ ‘ବିଜୁଳି ଉତ୍ସବ’ ଆୟୋଜିତ ହୋଇଯାଇଛି । ଆର୍‌ଇସି ଏକ ରାଷ୍ଟ୍ରାୟତ୍ତ କମ୍ପାନୀ ଏବଂ ଏହା ଶକ୍ତି ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ
Read More...

ଛବି ପଧାନଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ମୁରସିଂ ଗାଁର ଛବି ପଧାନ (୬୦)ଙ୍କ ଗୁରୁବାର ଦିନ ସକାଳ ୯ଟା ସମୟରେ ନିଜ ବାସ ଭବନରେ ଦେହାନ୍ତ ହୋଇଯାଇଛି । ଶାରିରୀକ ଅସୁସ୍ଥତା ଯୋଗୁଁ କିଛି ମାସ ହେଲା ରାଜ୍ୟ ବାହାରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ
Read More...

‘କୋଶଳ ପ୍ରବାହ’ର ମହାପ୍ରଭାବ : ସାଲେଭଟାପଡାର ନଳକୂପ ମରାମତି

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ବଡବାଙ୍କି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୱାର୍ଡ ନଂ.୧ର ସାଲେଭଟାପଡାବାସୀ ପ୍ରାୟ ସତର ଦିନ ହେବ ପାଣିର ଅଭାବ ଯୋଗୁଁ ହନ୍ତସନ୍ତ ହେଉଥିବା ବେଳେ ଆମ ପ୍ରତିନିଧିଙ୍କୁ ଅଭିଯୋଗ ଜଣାଇଥିଲେ । କୋଶଳ ପ୍ରବାହ ଲାଇଭରେ ଖବର ପ୍ରକାଶିତ ହେବା ଫଳରେ
Read More...

ପୋଖରୀରେ ଭାଷୁଛି ନବଜାତ ଶିଶୁ କନ୍ୟାର ମୃତଦେହ

ବରଗଡ, (ନିରୋଜ କୁମାର ପାଣୀ) : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପଟ ପୋଖରୀରେ ନବଜାତ ଶିଶୁ କନ୍ୟାର ମୃତଦେହ ଭାସୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି । ପ୍ରକାଶ ଥାଉକି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପଟରେ ଥିବା ଟୁକୁର୍ଲ୍ଲା ଗ୍ରାମର ପୋଖରୀରେ ଆଜି ଭାସମାନ ଅବସ୍ଥାରେ ଏକ ନବଜାତ ଶିଶୁ
Read More...

ଭକ୍ତ ଦାସିଆଙ୍କ ଐତିହ୍ୟ ପୁଷ୍କରିଣୀ ପୁନରୁଦ୍ଧାର କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପର୍ଯ୍ୟଟନ, ଓଡିଆ ଭାଷା ଓ ସାହିତ୍ୟ, ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଭକ୍ତ ଦାସିଆଙ୍କ ଐତିହ୍ୟ ପୁଷ୍କରିଣୀ "ଗୋଠଗଡିଆ"ର ପୁନରୁଦ୍ଧାର କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିନିମନ୍ତେ ପର୍ଯ୍ୟଟନ ବିଭାଗ ପକ୍ଷରୁ
Read More...

ମାନବ ଏବଂ ଶିଶୁ ଚାଳାଣ ଉପରେ ସଚେତନା କାର୍ଯ୍ୟକ୍ରମ

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଆଜି ଖପ୍ରାଖୋଲ ବ୍ଲକ ଅଫିସ ମିଟିଙ୍ଗ ଗୃହରେ ଶିଶୁ ଚାଳାଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମାନନୀୟ ଖପ୍ରାଖୋଲ ବି.ଡି.ଓ. ରଶ୍ମି ରଂଜନ ରାଉତ, ଖପ୍ରାଖୋଲ ପୋଲିସ ଜୟ ଶଙ୍କର, ଶିଶୁ ମଙ୍ଗଳ ସମିତି ସଦସ୍ୟା ଶ୍ରୀମତୀ ସୁନିତା
Read More...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଚସ୍ତରୀୟ ଟିମ୍‌ର ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଉନ୍ନୟନ କାର୍ଯ୍ୟ ସମୀକ୍ଷା

ଘଟକେଶ୍ୱର ଓ ଛେଳିଗଡ଼ ପ୍ରକଳ୍ପର ପୂର୍ଣ୍ଣାଙ୍ଗ ନିମନ୍ତେ କାର୍ଯ୍ୟ ସାରଣୀ ନିର୍ଦ୍ଧାରଣଗଞ୍ଜାମ ଜିଲ୍ଲାର ୬୨୬ଟି ବିଦ୍ୟାଳୟ ପାଇଁ ସୌର-ଶକ୍ତି ପ୍ରକଳ୍ପର ଶୁଭାରମ୍ଭ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ
Read More...
error: Content is protected !!