Daily Archives

ଆନ୍ତଃରାଜ୍ୟ ଦିବ୍ୟାଙ୍ଗ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ରମ୍ଭାର ପ୍ରଫୁଲ୍ଲ ତରାଇ ନ୍ୟାସନାଲ ବୋଲିଙ୍ଗ ଦଳ ପାଇଁ ମନୋନୀତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ପଶ୍ଚିମବଙ୍ଗଠାରେ ପଦ୍ମଶ୍ରୀ ଅଜିତ ୱାଡ଼କର ପକ୍ଷରୁ ଦିବ୍ୟାଙ୍ଗ ୱାରିୟରସ କ୍ରିକେଟ ଆସୋସିଏସନ୍‌ ପଶ୍ଚିମବଙ୍ଗ ଆନୁକୂଲ୍ୟରେ ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ରମ୍ଭା ଟୁର୍ଣ୍ଣାମେଣ୍ଟର ଓଡିଶା ଦଳ ପକ୍ଷରୁ ପ୍ରଫୁଲ୍ଲ ତରାଇ ସର୍ବାଧିକ ଉଇକେଟ ହାସଲ
Read More...

ଖମ୍ବେଶ୍ୱରୀ ବସକୁ ଧକ୍କାଦେଲା ଟ୍ରକ : ଜଣେ ଆହତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅନ୍ତର୍ଗତ ପାଲୁରୁ ଛକ ଓଭର ବ୍ରିଜ ଉପରେ ମା' ଖମ୍ବେଶ୍ଵରୀ ବସ ଦୁର୍ଘଟଣାଗ୍ରସ୍ଥ ହୋଇଥିବା ଖବର ମିଳିଛି । ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ଓଡ଼ି୦୭ କ୍ୟୁ-୮୧୯୧ ନମ୍ବର ବିଶିଷ୍ଟ ମା' ଖମ୍ବେଶ୍ଵରୀ ବସକୁ ପଛପଟୁ ଏକ ଟ୍ରକ ଧକ୍କା
Read More...

ବରିଷ୍ଠ ସାମ୍ବାଦିକ ରବି ରଥ ସପ୍ତମ ଥର ପାଇଁ କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ର ମହାସଂଘର ସଭାପତି ଭାବେ ନିର୍ବାଚିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋରାପୁଟ ଜିଲ୍ଲାର ଜୟପୁର ସ୍ଥିତ ଏମ୍‌.ଏସ୍‌. ସ୍ୱାମୀନାଥନ୍‌ କୃଷି ଗବେଷଣାକେନ୍ଦ୍ର ଠାରେ ଗତ ତା. ୧୬-୧୮ ତିନିଦିନ ଧରି ଅନୁଷ୍ଠିତ ହୋଇଯାଇଥିବା କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ର ମହାସଂଘର ୨୧ତମ ରାଷ୍ଟ୍ରୀୟ ଅଧିବେଶନ ଓ ୧୦ମ ରାଜ୍ୟ ଶାଖା ସମ୍ମିଳନୀ ଅବସରରେ
Read More...

ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏମଡିଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ କ୍ରିଷ୍ଟାଲିନା ଜର୍ଜିଭାଙ୍କୁ ୱାସିଂଟନ ଡିସିଠାରେ ସାକ୍ଷାତ କରିଛନ୍ତି । ଆଜି ୱାସିଂଟନ ଡିସିଠାରେ ଆନ୍ତର୍ଜାତିକ
Read More...

‘‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍ : କୋଭିଡ-୧୯ ମୁକାବିଲା କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ବୀମା…

ନୂଆଦିଲ୍ଲୀ, (ପିଆଇବି) : ‘‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍ (ପିଏମଜିକେପି) : କୋଭିଡ-୧୯ ମୁକାବିଲା କରୁଥିବା ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ବୀମା ଯୋଜନା’’ର ଅବଧି ୧୯ ଏପ୍ରିଲ ୨୦୨୨ ଠାରୁ ଆଗାମୀ ୧୮୦ ଦିନ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି । କୋଭିଡ -୧୯ ରୋଗୀଙ୍କ ଚିକିତ୍ସାରେ
Read More...

ଲାଞ୍ଚ ନେଇ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଧରାପଡିଲେ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଚୂଳବତୀ ସାହୁ ଆଜି ପାଞ୍ଚ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଏକ ନୂତନ ହୋଟେଲ ପାଇଁ ଖାଦ୍ୟ ନିରାପତ୍ତା (ଫୁଡ୍ ସେଫ୍ଟି) ଲାଇସେନ୍ସ ପାଇଁ ଆବେଦନକାରୀଙ୍କଠାରୁ ୫ହଜାର ଟଙ୍କା
Read More...

ସଇଁତଲା ବ୍ଲକରେ ବ୍ରାହ୍ମଣ ସମାଜର ଜରୁରୀକାଳୀନ ବୈଠକ

ସଇଁତଲା, (ପ୍ରମୋଦ ସେଲମା) : ସଇଁତଳା ସ୍ଥିତ ରାମମନ୍ଦିର ପରିସରରେ ସଇଁତଲା ବ୍ଲକ ବ୍ରାହ୍ମଣ ସମାଜର ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଇଁତଲା ବ୍ଲକ ଅଞ୍ଚଳରେ ବ୍ରାହ୍ମଣ ସମାଜ ପରିସରକୁ ବ୍ୟାପକ କରାଯିବା ସହିତ ପ୍ରତ୍ୟେକ ବ୍ରାହ୍ମଣ ପରିବାରର ସଦସ୍ୟମାନଙ୍କୁ ସମାଜରେ ଯୋଡ଼ାଯିବା
Read More...

ମେନେଜରଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ୧ ଲକ୍ଷ ୮୦ ହଜାର ଟଙ୍କା ଲୁଟ ଅଭିଯୋଗ : ବଲାଙ୍ଗିର ସାଇଣ୍ଟିଫିକ୍‌ ଟିମ୍‌ ଓ ପୋଲିସର…

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ବିନ୍ଦନବାହାଲି ମଦଭାଟି ମେନେଜର ଓ ସେଲ୍ସମ୍ୟାନଙ୍କୁ ଦୁର୍ବୁତ୍ତମାନେ ନିସ୍ତୁକ ମାଡ଼ ମାରିବା ସହ ମେନେଜରଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ଲକ୍ଷାଧିକ ଟଙ୍କା ସହ ମୋବାଇଲ ଫୋନ ମଧ୍ୟ ଲୁଟ୍‌ କରି ଦୁର୍ବୁତ୍ତମାନେ ଫେରାର ମାରିଥିବା
Read More...

ବଙ୍ଗୋମୁଣ୍ଡା ଏମ୍‌ପିସିଏସ୍‌ ଏବଂ ଗୁଡଭେଲା ବ୍ଲକରେ ପଶୁ ସ୍ୱାସ୍ଥ୍ୟ ଶିବିର ସଚେତନତା ଅଭିଯାନ ନେଇ ଜିଲ୍ଲାପାଳଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିକେଏନ୍‌ ଦୁଗ୍ଧ ୟୁନିଅନ୍, ବଲାଙ୍ଗିର ଏବଂ ଆର୍ଡି ବିଭାଗର ମିଳିତ ଉଦ୍ୟମରେ ବଙ୍ଗୋମୁଣ୍ଡା ଏମ୍‌ପିସିଏସ୍‌ ଏବଂ ଗୁଡଭେଲା ବ୍ଲକରେ ପଶୁ ସ୍ୱାସ୍ଥ୍ୟ ଶିବିର ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ଏହି
Read More...

ଏଚ୍‌ଏସ୍‌ଟି ବିଦ୍ୟାଳୟଗୁଡ଼ିକରେ ଇ ଲାଇବ୍ରେରୀ ଏବଂ ସାଇନ୍ସ ଲ୍ୟାବର ବ୍ୟବହାର ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏଚ୍‌ଏସ୍‌ଟି ବିଦ୍ୟାଳୟଗୁଡ଼ିକର ଇ ଲାଇବ୍ରେରୀ ଏବଂ ସାଇନ୍ସ ଲ୍ୟାବର ବ୍ୟବହାର ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ଏଥିପାଇଁ ଜିଲ୍ଲାର ଶିକ୍ଷକମାନେ ଏବଂ ଛାତ୍ରଛାତ୍ରୀ ମାନେ ଜିଲ୍ଲା
Read More...
error: Content is protected !!