Daily Archives

ୱାର୍ଡ ନମ୍ବର ୧୬କୁ ପରିଦର୍ଶନ କଲେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌରାଂଚଳ ଅନ୍ତର୍ଗତ ୱାର୍ଡ ନମ୍ବର ୧୬କୁ ପରିଦର୍ଶନ କରିଛନ୍ତି ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ । ୱାର୍ଡ ନମ୍ବର ୧୬ରେ ଥିବା ଡ୍ରେନେଜ ବ୍ୟବସ୍ଥାର ସୁଧାର ଓ ପ୍ରତାପ ସାଗର ପୋଖରୀକୁ ଯାଇ ସମସ୍ୟା ଉପରେ ଅବଗତ ହୋଇ ତୁରନ୍ତ ସମାଧାନ କରିବାର
Read More...

ବିଡ଼ିପିଏଲ୍‌ – ୭ ପାଇଁ ଖେଳାଳୀ ନିଲାମୀ ସରିଲା : ଚୟନ ହେଲେ ୮୩ ଜଣ ଖେଳାଳୀ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ ଡିଷ୍ଟ୍ରିକ୍ଟ ପ୍ରିମିୟର ଲିଗ୍ ବିଡ଼ିପିଏଲ୍‌ - ୭ ପାଇଁ ଖେଳାଳୀ ନିଲାମୀ ଗତକାଲି ସ୍ଥାନୀୟ ସ୍ୱୟଂସିଦ୍ଧା ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ୫ ଜଣ ୧୬ ବର୍ଷରୁ କମ ବୟସର, ୧୦ ଜଣ ୧୯ ବର୍ଷରୁ କମ ବୟସର ଖେଳାଳୀଙ୍କ ସମେତ ମୋଟ ୮୩ ଜଣ ଖେଳାଳୀ
Read More...

ବରଗଡ଼ ଜିଲ୍ଲା ହାବିଲଦାର ଓ କନେଷ୍ଟବଳ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ହାବିଲଦାର ଓ କନେଷ୍ଟବଳ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ନୂତନ ସଭାପତି ଭାବେ ସୁଶିଲ କୁମାର ଦାସ ନିର୍ବାଚିତ ହୋଇଥିବା ବେଳେ ସମ୍ପାଦକ ଭାବରେ କମଳା କାନ୍ତ ଗଡତିଆ ନିର୍ବାଚିତ ହୋଇଛନ୍ତି । ଉପସଭାପତି ଭାବରେ
Read More...

ଉଡାରରେ ଶ୍ରୀରାମ ନବମୀ ଉପଲକ୍ଷେ ବିଗ୍ରହ ପ୍ରତିଷ୍ଠା ଓ ଷୋହଳ ପ୍ରହରୀ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡାର ଗାଁରେ ରାମ ନବମୀ, ବିଗ୍ରହ ପ୍ରତିଷ୍ଠା ଓ ଷୋହଳ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ ହୋଇଯାଇଛି । ଗତ ୧୦ ତାରିଖରୁ ଆରମ୍ଭ ହୋଇ ବୁଧବାର ଦିନ ଉଦ୍‌ଯାପିତ ହୋଇଯାଇଛି । ପ୍ରହରୀ କର୍ତ୍ତା ଭାବେ ଶଙ୍କର ପଧାନ, ଶ୍ରୀମତୀ ପୁଷ୍ପାଞ୍ଜଳି ପଧାନ
Read More...

ଅଗ୍ନିକାଣ୍ଡରେ ଜଳିଗଲା ଦୁଇବଖରା ଘର : ପ୍ରଶାସନ ପକ୍ଷରୁ ପଲଥିନ ଓ ରନ୍ଧାଖାଦ୍ୟର ସହାୟତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୁର ପଞ୍ଚାୟତ ଅଧିନସ୍ଥ ଘନିପୁର ଗ୍ରାମରେ ମଙ୍ଗଳବାର ରାତ୍ର ୧ ରୁ ୨ଟାରେ ନିଆଁ ଲାଗି ଦୁଇ ବଖରା ଘର ପୋଡି ଭସ୍ମୀଭୂତ ହୋଇଯାଇଛି । ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପାଉଁଶ ହୋଇଥିବା ଜଣାପଡ଼ିଛି । ବିଦ୍ୟୁତ
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଓ ସୋନପୁର ମ୍ୟୁନିସିପାଲିଟି ଅଞ୍ଚଳର ବ୍ୟବସ୍ଥିତ ୧୬ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ୍‌ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବିନିକା, ତରଭା, ଉଲୁଣ୍ଡା
Read More...

ଖପ୍ରାଖୋଲ ବ୍ଲକରେ ଶିକ୍ଷା ସଚେତନତା ରଥ ଅଭିଯାନ

ପାଟଣାଗଡ଼, (ଗୋରେଖନାଥ ବରିହା) : ଦୀର୍ଘ ଦୁଇ ବର୍ଷ ପରେ ସମସ୍ତ ପିଲା ସ୍କୁଲ ଯିବା ପାଇଁ ଖପ୍ରାଖୋଲ ବ୍ଲକରେ ସମଗ୍ର ଶିକ୍ଷା ବଲାଙ୍ଗିର ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଗତ ୧୦/୪/୨୨ରେ ଶିକ୍ଷା ସଚେତନ ରଥର ଶୁଭାରମ୍ଭ ହୋଇଯାଇଛି । ଆଜି ତୃତୀୟ ଦିବସରେ ଶିକ୍ଷା ସଚେତନତା ରଥ ଦମେଇପାଲି
Read More...

ଟୁର୍ଚାରେ ପାଇପ ଜଳ ଯୋଗାଣ : ନିମ୍ନ ମାନର କାମ ଯୋଗୁଁ ପାଇପ ଫାଟି ପାଣି ଲିକ୍‌

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଗୌରେନମୁଣ୍ଡା ଗ୍ରାମ ପଞ୍ଚାୟତ ଟୁର୍ଚାରେ ହୋଇଥିବା ଜଳ ଯୋଗାଣରେ ନିମ୍ନ ମାନର କାମ ଯୋଗୁଁ ବିଭିନ୍ନ ସ୍ଥାନରେ ପାଣି ଲିକ ହେଉଛି । ଏହାଦ୍ୱାରା ଜଳ ଯୋଗାଣ ବନ୍ଦ ହୋଇଥିବାରୁ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା
Read More...

ଯୁବକଙ୍କୁ ଚାପୁଡ଼ା ମାରିବାରୁ ତହସିଲଦାରଙ୍କୁ ଘେରିଲେ ଗ୍ରାମବାସୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସ୍ଥାନୀୟ ଅଂଚଳର ଜଣେ ଯୁବକଙ୍କୁ ବିନା କାରଣରେ ମାଡ଼ ମାରି ଅଡୁଆରେ ପଡିଛନ୍ତି ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ । ଏହି ମାଡ଼ ଘଟଣାକୁ ନେଇ ଗଂଜାମ ବ୍ଲକ ଅନ୍ତର୍ଗତ ଜେ.ଆର୍‌.ଯେ.ପୁର ପଞ୍ଚାୟତର ସିପକୁଦା ଗ୍ରାମରେ ତହସିଲଦାରଙ୍କୁ ଅଞ୍ଚଳବାସୀ
Read More...

ମ.ରାମପୁରର କୁନିଝିଅ ଦେଖାଇଲେ କମାଲ୍‌ : ତିନିବର୍ଷର ଶିଶୁ ଦେବାଂଶି ଇଣ୍ଡିଆ ବୁକ୍ସ ରେକର୍ଡ଼ କଲେ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ପୋଲିସପଡ଼ାର କୁନି ଝିଅ ଦେବାଂଶି ଦେଖାଇଳେ କମାଲ୍ । ତିନିବର୍ଷର ଶିଶୁ ଦେବାଂଶି ଇଣ୍ଡିଆ ବୁକ୍ସ ରେକର୍ଡ଼ କରି ମ.ରାମପୁର ଅଞ୍ଚଳ ପାଇଁ ଗୌରବ ଆଣିଦେଇଛନ୍ତି । ଦେବାଂଶି ଇଂରାଜୀ ବର୍ଣ୍ଣମାଳା, ଶବ୍ଦ ସହ ସାତୋଟି ମହାଦେଶର
Read More...
error: Content is protected !!