Daily Archives

ବରଗଡ଼ ଲୋକସଭା ଅଞ୍ଚଳ ରାସ୍ତାଘାଟର ଉନ୍ନତି ପାଇଁ କେନ୍ଦ୍ରର ୩୬୮ କୋଟି ଟଙ୍କା ମଞ୍ଜୁର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଲୋକସଭା ଅଞ୍ଚଳର ରାସ୍ତାଘାଟ ଓ ବ୍ରିଜ ନିର୍ମାଣ କାର୍ଯ୍ୟ ପାଇଁ କେନ୍ଦ୍ର ସରକାରଙ୍କ ରାଜପଥ ନିର୍ମାଣ ବିଭାଗ ପକ୍ଷରୁ ସିଆର୍‌ଆଇଏଫ୍‌ ଫଣ୍ଡରୁ ୩୬୮.୫ କୋଟି ଟଙ୍କା ମଞ୍ଜୁର କରିଥିବା ମନ୍ତ୍ରଣାଳୟ ପକ୍ଷରୁ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ପତ୍ର
Read More...

ବରଗଡ଼ ଜିଲ୍ଲାପାଳଙ୍କ ଆଶ୍ରମ ସ୍କୁଲ୍ ପରିଦର୍ଶନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବରଡୋଲ ସିମେଣ୍ଟ ନଗର ନିକଟସ୍ଥ ଆଶ୍ରମ ସ୍କୁଲ୍ ଏବଂ ଭଟଲି ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମର ଆଶ୍ରମ ସ୍କୁଲ୍‌କୁ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ପରିଦର୍ଶନ କରିଥିଲେ । ସେଠାରେ ରୋଷେଇ ଘରର ସ୍ବାସ୍ଥ୍ୟକର ପରିବେଶର
Read More...

ପୁଇଁତଲା ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

ଚେଷ୍ଟା କଲେ ସଫଳତା ମିଳେ ପୁଇଁନ୍ତଲା, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଦଶପୁର ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ସୁନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ
Read More...

ବଲାଙ୍ଗିର ବ୍ଲକସ୍ତରୀୟ ବିଜ୍ଞାନ ମେଳା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବଲାଙ୍ଗିର ସଦର ବ୍ଲକ ଓ ମ୍ୟୁନିସିପାଲିଟିକୁ ନେଇ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିିତ୍ରୀ ଭାରତୀ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୧୪ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୦୫ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ଅଂଶୁଘାତ ପାଇଁ ଗାଁ ଗାଁ ବୁଲି ଲୋକଙ୍କୁ ଯୁବକ କରୁଛନ୍ତି ସଚେତନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ କଟାବାହାଲ ପଞ୍ଚାୟତ ଅଧିନରେ ଥିବା ଯୁବାଖୋଲ ଗ୍ରାମର ଯୁବକ ଆଶିଷ ଜ୍ୟୋତିଷ ଅଂଶୁଘାତ ରୋକିବା ପାଇଁ ପ୍ଲାକାର୍ଡ ଓ ଛତାଟିଏ ଧରି ଗ୍ରାମରେ ଅନେକ ସ୍ଥାନରେ ବୁଲି ବୁଲି ଲୋକଙ୍କୁ ସଚେତନ କରିଥିଲେ
Read More...

ପାଇକମାଲ ବ୍ଲକ ପ୍ରଶାସନର ଚରମ ଅବହେଳା ଅଭିଯୋଗ : ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କୁ ପାଉଣା ଏପର୍ଯ୍ୟନ୍ତ ମିଳିନି

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିକଟ ଅତୀତରେ ସମାପ୍ତ ହୋଇଥିବା ତ୍ରିସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନରେ ଅନେକ କର୍ମଚାରୀ ନିୟୋଜିତ ହୋଇଥିଲେ ଏବଂ ତାଙ୍କ ନିଷ୍ଠାପର ଉଦ୍ୟମ ପାଇଁ ନିର୍ବାଚନ ମଧ୍ୟ ସୂଚାରୁ ରୂପେ ସଂପାଦନ ହୋଇସାରିଛି । କିନ୍ତୁ ଅତ୍ୟନ୍ତ ଦୁଃଖ ଏବଂ ପରିତାପର ବିଷୟ ଯେ
Read More...

ଏଜି ଅଫିସ ଏକାଉଣ୍ଟସ୍ ଏସୋସିଏସନ୍‌ ଉପସଭାପତି ହେଲେ ସୁକାନ୍ତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଚନ୍ଦନଭାଟି ଗ୍ରାମରେ ଜନ୍ମିତ ସୁକାନ୍ତ ପାଣିଗ୍ରାହୀ ଏଜି ଅଫିସ୍ ଏକାଉଣ୍ଟସ୍ ଏସୋସିଏସନ୍‌ର ଉପସଭାପତି ଭାବେ ନିର୍ବାଚିତ ହୋଇ ବଲାଙ୍ଗିର ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ଶ୍ରୀ ପାଣିଗ୍ରାହୀ କ୍ରିଡାବିତ ଭାବରେ ବେଶ୍ ଜଣାଶୁଣା ତଥା
Read More...

ସବ କଲେକ୍ଟର କାର୍ଯ୍ୟାଳୟ ସମ୍ମୁଖରେ ତୃତୀୟ ଦିନରେ ଚାଷୀ ଆନ୍ଦୋଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ''ଜାନ ଯାଉ ଯାଉ ଜୀବନ ଯାଉ, ଆମର ଆନ୍ଦୋଳନ ଟା ଜାରି ରହୁ ! ବିଦ୍ୟୁତ ବିଲ ଛାଡ଼ ହଉ ଇନ୍ସୁରାନ୍ସ ପଇସା ଜଲଦି ମିଳୁ, ଜାନ ଯାଉ ଯାଉ ଜୀବନ ଯାଉ ।'' ଉକ୍ତ ନାରା ଦ୍ୱାରା ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଆନ୍ଦୋଳନ ସ୍ୱର କମ୍ପନ ହୋଇଥିଲା ଏବଂ ସମସ୍ତ ଚାଷୀ
Read More...

ହରିଶଙ୍କରଠାରେ ମିଶନ ଶକ୍ତି ପାନ୍ଥନିବାସ ଓ କାଫେ ବିଧାୟକ ସରୋଜ ମେହେର ଏବଂ ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଦ୍ଵାରା…

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଖପ୍ରାଖୋଲ ବ୍ଲକ ହରିଶଙ୍କରଠାରେ ମିଶନ ଶକ୍ତି ପାନ୍ଥ ନିବାସ ଓ କାଫେ ସୋମବାର ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ଖପ୍ରାଖୋଲ ବିଡ଼ିଓ ରଶ୍ମିରଞ୍ଜନ ରାଉତ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ପାଟଣାଗଡ଼ ବିଧାୟକ ସରୋଜ
Read More...
error: Content is protected !!