Daily Archives

ଚତୁର୍ଥ ବାର୍ଷିକ ଦଣ୍ଡ ମେଳଣ ଉତ୍ସବ ଅନୁଷ୍ଠିତ

ଅଣ୍ଡାଗ୍ରାମ, (କେପିଏନ୍‌ଏସ୍‌) : ଅଣ୍ଡାଗ୍ରାମରେ ଦଣ୍ଡ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଞ୍ଚଟି ଗ୍ରାମର ମଣିମା ଭଗବାନ ଦଣ୍ଡାୟନ ମାନ ଥିଲେ ସର୍ବେପ୍ରଥେମେ ଅଣ୍ଡା ଗ୍ରାମର ହିରନ୍ୟ ଗର୍ଭସ୍ୟ ଶ୍ରୀ ଶାଳେଶ୍ୱର ଦେବ ଥାନାପତି ହୋଇଥିବା ସହିତ ତା' ପଛକୁ ହଳଦିଆପଡ଼ା ଗ୍ରାମର ଆରାଧ୍ୟା
Read More...

ଉତ୍କଳ ପ୍ରତିଭା ସମ୍ମାନ ସମାରୋହ ଆୟୋଜିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେନ୍ଟସ୍ ଇଣ୍ଡିଆ ଓ ଇଣ୍ଡିଆନ ବିଉଟିସିଆନ ୱେଲଫେୟାର ଆସୋସିଏସନ୍‌ର ମିଳିତ ଆନୁକୂଲ୍ୟରେ ଉତ୍କଳ ପ୍ରତିଭା ସମ୍ମାନ ସମାରୋହ ସେକ୍ଟର ୨ସ୍ଥିତ ସେହେନାଇ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରାଜେନ୍ଦ୍ର
Read More...

ତାଳବାହାଳୀରେ ଶ୍ରୀରାମ ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଦିନେ ରାମନାମ ଜପକରି ଦସ୍ୟୁ ରତ୍ନାକର ମହର୍ଷି ବାଲ୍ମୀକି ରୂପରେ ପରିଣତ ହୋଇଥିବା ବେଳେ ପ୍ରଭୁ ଶ୍ରୀରାମଙ୍କ ପଦ ସ୍ପର୍ଶରେ ଅଭିଶପ୍ତିନି ପାଷାଣୀ ଅହଲ୍ୟା ନିଜ ପୂର୍ବରୂପ ଫେରି ପାଇଥିଲେ । ତେଣୁ ମଣିଷ ଜୀବନକୁ ସାର୍ଥକ କରିବାକୁ ହେଲେ ଆମ ସମସ୍ତଙ୍କୁ
Read More...

ଦେଓଗାଁ ବ୍ଲକରେ ଶିକ୍ଷା ସଚେତନତା ରଥ ଶୁଭାରମ୍ଭ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ରତନପୁର ସ୍ଥିତ ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜିଲ୍ଲା ସମଗ୍ର ଶିକ୍ଷା ତରଫରୁ ‘ଆସ ଆମେ ସ୍କୁଲ ଯିବା’ ଶିକ୍ଷା ସତେନତା ରଥର ଶୁଭାରମ୍ଭ କରାଯାଇଛି । ଉଦ୍‌ଘାଟନି ଉତ୍ସବରେ ଅତିରିକ୍ତ ଶିକ୍ଷାଧିକାରୀ ତଥା ବି.ଆର୍‌.ସି.ସି. ଅଜିତ ସାହୁ,
Read More...

ମେ ୩ରୁ ଭୀମପାହାଡ ମହୋତ୍ସବ ଆରମ୍ଭ : ଭୀମପାହାଡ଼ରେ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ମକୁନ୍ଦପୁର ପଞ୍ଚାୟତ ଭୀମଡୁଙ୍ଗୁରି ନିକଟସ୍ଥ ଭୀମପାହାଡ ପର୍ଯ୍ୟଟନସ୍ଥଳୀରେ ହୋଇ ଆସୁଥିବା ଭୀମପାହାଡ ମହୋତ୍ସବ ଚଳିତ ବର୍ଷ ଅଷ୍ଟମ ବର୍ଷରେ ପହଞ୍ଚିଛି । ଏହି ମହୋତ୍ସବ ପାଇଁ ସୋମବାର ଦିନ ଏକ ପ୍ରସ୍ତୁତି ବୈଠକ ଭୀମପାହାଡ଼ ସ୍ଥଳରେ ହୋଇଯାଇଛି
Read More...

ଜରାସିଂହାରେ ୧୯ତମ ଶ୍ରୀରାମ ମହୋତ୍ସବ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ହିନ୍ଦୁ ନବବର୍ଷ ଉପଲକ୍ଷେ ଦେଓଗାଁ ବ୍ଲକ ଜରାସିଂହାରେ ୧୯ତମ ଶ୍ରୀରାମ ମହୋତ୍ସବ ପାଳିତ ହୋଇଯାଇଛି । ଚଳିତ ଚୈତ୍ର କୃଷ୍ଣପକ୍ଷ ଚତୃଦଶୀ ୧ତାରିଖ ଠାରୁ ଚୈତ୍ର ଶୁକ୍ଲପକ୍ଷ ଦଶମୀ ତିଥିରୁ ଆରମ୍ଭ ହୋଇ ସୋମବାର ଦିନ ପର୍ଯ୍ୟନ୍ତ ଜରାସିଂହା ବଜରଙ୍ଗ ଦଳର
Read More...

କୋଭିଡ-୧୯ ମୃତକଙ୍କ ପରିବାରବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ଦାବୀ ଦାଖଲ ପାଇଁ ସମୟସୀମା ଧାର୍ଯ୍ୟ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, (ପିଆଇବି) : କୋଭିଡ-୧୯ ମୃତକଙ୍କ ପରିବାରବର୍ଗଙ୍କୁ ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଆବେଦନ ଦାଖଲ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରିଛନ୍ତି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣଙ୍କ ଘୋଷଣା ଅନୁଯାୟୀ ଏହି ସହାୟତା ପ୍ରଦାନ କରାଯିବ
Read More...

କୁଡାସିଂହାରେ ଆଦିତ୍ୟ ଓ ଆନନ୍ଦ ବାହିନୀ ପକ୍ଷରୁ ଶ୍ରୀରାମ ନବମୀ ଉପଲକ୍ଷେ ପ୍ରବଚନ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ସ୍ଥିତ ରାଧାକୃଷ୍ଣ ମନ୍ଦିର ନିକଟରେ କୁଡାସିଂହା ଆଦିତ୍ୟ ବାହିନୀ ଏବଂ ଆନନ୍ଦ ବାହିନୀ ତରଫରୁ ଶ୍ରୀରାମ ନବମୀ ଉପଲକ୍ଷେ ଅନନ୍ତ ଶ୍ରିବୁଭୂପିତ ପୂଜ୍ୟପାଦ ଶଙ୍କରାଚାର୍ଯ୍ୟ ପୁରୀ ଗୋବର୍ଦ୍ଧନ ପିଠାଧିଶ୍ୱର ଶ୍ରୀ ଶ୍ରୀ
Read More...

କୁଡାସିଂହା ବୁଢାଡଙ୍ଗର କଲେଜରେ ଆତ୍ମରକ୍ଷା କୌଶଳ ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ସ୍ଥିତ ବୁଢ଼ାଡଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ଶୁକ୍ରବାର ଦିନରୁ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଚାଲୁଅଛି । ଏହି ଅବସରରେ ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟର
Read More...

୧୧୨ ଗ୍ରାମ ବ୍ରାଉନସୁଗାର ଜବତ ସହ ଜଣେ ଗିରଫ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱରର କ୍ୟାପିଟାଲ ଥାନା ଅଧିନ କେଦାରପଲ୍ଲୀ ବସ୍ତିରୁ ୧୧୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ । ସୂଚନା ଅଦୁସାରେ ଜଣେ ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ ଅବକାରୀ ଟିମ୍ ଏହାକୁ ଜବତ କରିଛି । ଜବତ ହୋଇଥିବା
Read More...
error: Content is protected !!