Daily Archives

ବିଘ୍ନରାଜ ପୁଟେଲଙ୍କ ୨ ହତ୍ୟାକାରୀଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କଲା ପୋଲିସ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଗତ ୨୮ ତାରିଖ ସୋମବାର ଦିନ ଠାରୁ ତମିଆଁ ଗାଁର ବିଘ୍ନରାଜ ପୁଟେଲ ନିଖୋଜ ହୋଇଥିଲେ । ଏହି ବିଷୟରେ ତାଙ୍କ ସ୍ତ୍ରୀ ଆରତି ପୁଟେଲ ଗତ ୩୦ ତାରିଖ ଦିନ ଲରମ୍ଭା ଥାନାରେ ଏକ ନିଖୋଜ ରିପୋର୍ଟ ଦେଇଥିଲେ । ଗତ ୩୧ ତାରିଖ ଦିନ ନିଖୋଜ ବିଘ୍ନରାଜଙ୍କ ମୃତ ଦେହ ତମିଆଁ
Read More...

ଶାନ୍ତି ତପୋବନ ଆଶ୍ରମରେ ହିନ୍ଦୁ ନବବର୍ଷ ପାଳନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆଜି ଚଖରକେନ୍ଦ ସ୍ଥିତ ଶାନ୍ତି ତପୋବନ ଆଶ୍ରମ, ମାତୃଛାୟା, ବାନପ୍ରସ୍ଥ ଆଶ୍ରମ ବରଗଡ ଠାରେ ୧ ଆରବ ୯୬ କୋଟି ୮ଲକ୍ଷ ୫୩ ହଜାର ୧୨୩ ତମ ସନାତନ ରାଷ୍ଟ୍ରୀୟ ନବବର୍ଷ ମହା ଆଡମ୍ବରେ ଆଶ୍ରମର ମୁଖ୍ୟ ଦେବଦତ୍ତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
Read More...

ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠଙ୍କ ବିୟୋଗରେ ଶୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନିଖିଳ ଉତ୍କଳ ବେସରକାରୀ କଲେଜ ଶିକ୍ଷକ ସଂଘ, ବରଗଡ ଜିଲ୍ଲା ଶାଖା ତରଫରୁ ପୂର୍ବତନ ମନ୍ତ୍ରୀ ତଥା ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ରିପୁନାଥ ସେଠଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ ପାଇଛି । ଜିଲ୍ଲାର କାର୍ଯ୍ୟକାରୀ ସଭାପତି ତଥା ଅଞ୍ଚଳ ମହାବିଦ୍ୟାଳୟ
Read More...

ହୃତଘାତରେ ଅର୍ଜୁନପୁର ଇଓ ବୈଜେନ୍ଦ୍ର ମାଝୀଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅର୍ଜୁନପୁର ପଞ୍ଚାୟତରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିବା ବୈଜେନ୍ଦ୍ର ମାଝୀଙ୍କ ଶୁକ୍ରବାର ରାତିରେ ପରଲୋକ ହୋଇଯାଇଥିବା ଜଣାପଡ଼ିଛି । ପ୍ରକାଶ ଯେ, ଶ୍ରୀ ମାଝୀ ଗୁଡ଼ଭେଲା ବ୍ଲକ ରୁଷୁଡ଼ା ଗାଁର ସ୍ଥାୟୀ ବାସିନ୍ଦ‌ା ଥିବା
Read More...

ମା’ ସମଲେଇ ଓ ଶ୍ୟାମାକାଳୀଙ୍କ ମନ୍ଦିରରେ ବାସନ୍ତୀକ ଦୁର୍ଗାପୂଜା ଆରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ବିଭିନ୍ନ ଶକ୍ତିପୀଠ ଗୁଡିକରେ ଚୈତ୍ର ନବରାତ୍ର ବାସନ୍ତୀ ଦୁର୍ଗାପୂଜା ଆରମ୍ଭ ହୋଇଛି । ଗତକାଲି କଳସ ଆବାହନ, ସଂସ୍ଥାପନ ହେବା ସହ ଆଜି ମାନସିକଧାରୀ ଭକ୍ତଙ୍କ ଜାଗର ପ୍ରଜ୍ବଳନ ଓ ପୂଜାର୍ଚ୍ଚନା ହୋଇଥିଲା । ବରଗଡ଼ର ଗ୍ରାମ୍ୟ ଦେବୀ ମା'
Read More...

ରାମଚନ୍ଦ୍ରପୁର ୟୁପି ସ୍କୁଲ ପ୍ରଧାନ ଶିକ୍ଷକଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ଧରୁଆ(୫୭)ଙ୍କ ଗତ ଶୁକ୍ରବାର ଦିନ ଆକସ୍ମିକ ବିୟୋଗ ଘଟିଛି । ସେ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଲୁଚକିବନ୍ଧ ଗାଁର ବାସିନ୍ଦା ଥିଲେ ।
Read More...

ନେହେରୁ ଏସୋସିଏସନ୍‌ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ନେହେରୁ ଏସୋସିଏସନ୍‌ ପକ୍ଷରୁ ଆଜି ସ୍ବର୍ଗତ ବେଣୁଧର ରାଓଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଏସୋସିଏସନ୍‌ର ସଭାପତି ଆନନ୍ଦ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ବରିଷ୍ଠ
Read More...

ଆଦର୍ଶ ଶିକ୍ଷକ ରକ୍ଷା ନାଏକଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ କୁରୁଲ ଗ୍ରାମ ନିବାସୀ ଆଦର୍ଶ ଶିକ୍ଷକ ରକ୍ଷା ନାଏକଙ୍କ ୮୨ ବର୍ଷ ବୟସରେ ହୃଦ୍‌ଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କ ନିକଟରେ ତାଙ୍କ ଧର୍ମପତ୍ନୀ ଗୁଆବତୀ ନାଏକ, ପୁତ୍ର ପ୍ରକୃତିବନ୍ଧୁ ଶିକ୍ଷକ
Read More...

ପ୍ରଗତିର ତୃତୀୟ ବାର୍ଷିକୋତ୍ସବ ଓ ଉତ୍କଳ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ବରସୁଆଁ ସ୍ଥିତ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ "ପ୍ରଗତି" ପକ୍ଷରୁ ଏହାର ତୃତୀୟ ବାର୍ଷିକୋତ୍ସବ ଓ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ସତ୍ୟନାରାୟଣ ବେହେରାଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ବସନ୍ତ
Read More...

ବିଜେପୁରରେ ଶିକ୍ଷକ ସମାବେଶରେ ମତପ୍ରକାଶ : ପୁରୁଣା ପେନ୍‌ସନ୍‌ ଲାଗୁ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ୨୦୦୫ରୁ ସରକାରୀ କର୍ମଚାରୀମାନଙ୍କ ପାଇଁ ଏନ୍‌ପିଏସ୍‌ ଲାଗୁ ହୋଇଛି । ଏହାଦ୍ୱାରା କର୍ମଚାରୀଗଣ ଉପକୃତ ହେବା ଅପେକ୍ଷା ବହୁ ଦହଗଞ୍ଜ ହେଉଛନ୍ତି । ତେଣୁ ଏହା ପରୋକ୍ଷରେ ସରକାରଙ୍କ କର୍ମଚାରୀ ମାରଣନୀତି ହୋଇଛି । ଦୀର୍ଘ ୨୦ବର୍ଷ ଧରି ସେବା କରିଥିବା
Read More...
error: Content is protected !!