Daily Archives

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୩ ଗୁରୁତର

ବଡ଼ବିଲ : କେନ୍ଦୁଝର ବଡବିଲ ନିକଟ ଜାତୀୟ ରାଜପଥ ୫୨୦ ନାରଦପୁର ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡିଛି । କାର ଭାରସାମ୍ୟ ହରାଇ ଡିଭାଇଡରକୁ ଧକ୍କା ଦେବାରୁ ଜଣକ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ମାଧବ ଚନ୍ଦ୍ର ସାହୁ ବୋଲି ଜଣାପଡିଛି । ମାଧବ
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୧୮ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୧୯ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ପାଟଣାଗଡ ଗସ୍ତ

ଭୁଲିଆ ବନ୍ଦ ବୃହତ ସାରସ କୁକୁଡ଼ା ଫାର୍ମ : ୫ ଶହ ଶ୍ରମିକଙ୍କୁ ରୋଜଗାର ଯୋଗାଇଛି : ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ପାଟଣାଗଡ଼, (ଗୋରେଖନାଥ ବରିହା) : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ପାଟଣାଗଡ଼ ଗସ୍ତ କରିଛନ୍ତି । ଏହି ସମୟରେ ବେଲପଡ଼ା ବ୍ଲକ ଭୁଲିଆବନ୍ଦରେ ଥିବା
Read More...

ବଏଦୀପାଲି ଗ୍ରାମ ନିକଟରେ ଦୁର୍ଘଟଣା : ଜଣେ ଗୁରତର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ବଏଦୀପାଲି ଗ୍ରାମ ନିକଟରେ ଏକ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ଗୁରତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ ଓ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ବାଇକ ଆରୋହୀ ଜଣକ ବଏଦୀପାଲି ଗ୍ରାମର ଚର୍ତୁଭୁଜ ନନ୍ଦ ବୋଲି
Read More...

ଜରାସିଂହା ପବ୍ଲିକ ସ୍କୁଲ ପ୍ରତିଷ୍ଠାତା ଅତୁଲ୍ୟ ମେହେରଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଗାଁର ଅବସରପ୍ରାପ୍ତ ସହଶିକ୍ଷା ନିରୀକ୍ଷକ ତଥା ଜରାସିଂହା ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ଅତୁଲ୍ୟ ମେହେରଙ୍କ ମଙ୍ଗଳବାର ରାତିରେ ବଲାଙ୍ଗିର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ଶେଷ ସମୟରେ ପତ୍ନୀ
Read More...

ବଲାଙ୍ଗିରବାସୀଙ୍କ ଏକତା ଓ ଆନ୍ଦୋଳନର ହେଲା ବିଜୟ : ବଲାଙ୍ଗିର ବାଏପାସ ଟେଣ୍ଡର ପାଇଲା ମଞ୍ଜୁରୀ

ବଲାଙ୍ଗିରର ଅର୍ଥନୈତିକ ଓ ଟ୍ରାଫିକ ବ୍ୟବସ୍ଥାକୁ ମଜବୁତ କରିବ ବାଏପାସ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚେସ୍‌ ବୋର୍ଡର ସହର ବଲାଙ୍ଗିର ଦିନକୁ ଦିନ ଜନବୃଦ୍ଧି ଓ ଟ୍ରାଫିକ ସମସ୍ୟାରେ ରୁନ୍ଧି ହୋଇପଡିଥିଲା । ରାସ୍ତା ଜାମ୍‌, ଦୁର୍ଘଟଣା ଓ ପ୍ରାଣହାନୀ ନିତିଦିନର ଖବର
Read More...

ବଲାଙ୍ଗିରର ପାନୀୟ ଜଳ ସମସ୍ୟାକୁ ନେଇ ପୁରୁଖା କଂଗ୍ରେସ ନେତୃବୃନ୍ଦଙ୍କ ସାମୁଖ୍ୟ ପକ୍ଷରୁ ଜନସ୍ୱାସ୍ଥ୍ୟ ବିଭାଗ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ଉତ୍କଟ ପାନୀୟ ଜଳ ସମସ୍ୟା ସହିତ ବିପର୍ଯ୍ୟସ୍ତ ଜଳ ଯୋଗାଣ ବ୍ୟବସ୍ଥାକୁ ନେଇ ପୁରୁଖା କଂଗ୍ରେସ ନେତୃବୃନ୍ଦଙ୍କ ସାମୁଖ୍ୟ ପକ୍ଷରୁ ଜନସ୍ୱାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ପ୍ରବଳ ଗ୍ରୀଷ୍ମ ପ୍ରବାହ
Read More...

ଆଗଲପୁର ବ୍ଲକରେ ଚୋରା ବାଲି ଚାଲାଣ ବେଳେ ତହସିଲ ବିଭାଗର ଚଢାଉ : ଟ୍ରାକ୍ଟର ଜବତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକରେ ବାଲି ଓ ପଥର ଚୋରା ଚାଲାଣ ଦିନକୁ ଦିନ ବଢିବାରେ ଲାଗିଛି । ବ୍ଲକରେ ମୁଖ୍ୟତଃ ବାଲି, ପଥର, ମୋରମ ଇତ୍ୟାଦି ଅଧିକ ପରିମାଣରେ ଚୋରି ହେଉଛି । ଲୋକେ ବେଖାତିର ଭାବରେ ଚୋରି କରିବାରେ ଲାଗି ପଡିଛନ୍ତି । ତହସିଲ ଅଫିସ ତରଫରୁ
Read More...

ମାଟ୍ରିକ ପରୀକ୍ଷା ସମୟ ସୂଚୀରେ ପରିବର୍ତ୍ତନ : ଦ୍ୱିତୀୟ ସିଟିଂ ପରୀକ୍ଷା ପ୍ରଥମ ସିଟିଂରେ ହେବ

କଟକ : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମାଟ୍ରିକ ପରୀକ୍ଷା ସମୟ ସୂଚୀରେ ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଦ୍ବିତୀୟ ସିଟିଂରେ ପରୀକ୍ଷା ହେବନି । ଦ୍ବିତୀୟ ସିଟିଂର ପରୀକ୍ଷା ପ୍ରଥମ ସିଟିଂରେ ହେବ । ପ୍ରଥମ ସିଟିଂ ସକାଳ ୮ ରୁ ୧୦ ଯାଏ ହେବ ।
Read More...

ପୁରୀ ସମୁଦ୍ରରେ ଗାଧୋଉଥିବା ସମୟରେ ବୁଡି ଯାଉଥିବା ଜଣେ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ ଗାର୍ଡ

ପୁରୀ, (ଦିଲ୍ଲିପ କୁମାର ଧାଉଡିଆ) : ପୁରୀ ସମୁଦ୍ରରେ ଗାଧୋଉଥିବା ସମୟରେ ବୁଡି ଯାଉଥିବା ଜଣେ ପର୍ୟ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ ଗାର୍ଡ ।‌ ଉଦ୍ଧାର ହୋଇଥିବା ପର୍ୟ୍ୟଟକ ଜଣକ ଆସାମ ଅଞ୍ଚଳର ଜୟଶଙ୍କର ଚୌଧୁରୀ ବୋଲି ଜଣାପଡିଛି । ସୂଚନା ଅନୁସାରେ ବୁଧବାର ମଧ୍ୟାହ୍ନ ସମୟରେ ଜୟଶଙ୍କର ସମୁଦ୍ର
Read More...
error: Content is protected !!