Daily Archives

ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ 9ଟି…

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା. 21/04/22ରେ ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ବ୍ଲକ ର 09ଟି ବ୍ୟବସ୍ଥିତ ଟିକା କେନ୍ଦ୍ରରେ 18 ରୁ ଉର୍ଦ୍ଧ ବୟସ ର ହିତାଧିକାରୀଙ୍କ ସହ ଏଚସିଡବ୍ଲୁ /ଏଫ ଏଲ ଡବ୍ଲୁ ଏବଂ 60 ବର୍ଷ ରୁ
Read More...

ମ.ରାମପୁର ଶ୍ରୀ ରାମଲୀଳା ନାଟ୍ୟ ମହୋତ୍ସବ : ଆରଣ୍ୟକକାଣ୍ଡ ମଞ୍ଚସ୍ଥ

ମ.ରାମପୁର, (ହେମନ୍ତ ସାହୁ) : ଶ୍ରୀରାମଜୀଉ ସାଂସ୍କୃତିକ ଅନୁଷ୍ଠାନ ମ.ରାମପୁର ଆନୁକୁଲ୍ୟରେ ତିନି ଦିନ ବ୍ୟାପୀ ହେବାକୁ ଥିବା ଶ୍ରୀରାମ ଲୀଳା ନାଟ୍ୟ ମହୋତ୍ସବର ଦ୍ୱିତୀୟ ରଜନୀ(ମଙ୍ଗଳବାର) ମଂଚସ୍ଥ ହେଇଥିବା ଆରଣ୍ୟକ କାଣ୍ଡର ଆରମ୍ଭରୁ ଶେଷଯାଏଁ ହଜାର ହଜାର ଦର୍ଶକଙ୍କ ସମାଗମ ହେଇଥିବା ବେଳେ
Read More...

ବଲାଙ୍ଗିର ରକ୍ତ ଭଣ୍ଡାର ଠାରେ ରକ୍ତଦାନ କଲେ ଯୁବ କୁଲୁତା ସମାଜର ଦୁଇ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ବାଦିମୁଣ୍ଡା ଗ୍ରାମର ଧନମତି ପ୍ରଧାନ (୬୦) ଓ ପୁଇଁନ୍ତଲା ବ୍ଲକ ତଣ୍ଡାମୁଣ୍ଡା ଗ୍ରାମର କୃଷ୍ଣଚନ୍ଦ୍ର ପ୍ରଧାନ (୬୭) ସିକଲିନ ଓ ରକ୍ତାଭାବରୁ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ଶରୀରରେ ରକ୍ତ ଅଭାବ ହେବାରୁ
Read More...

ଆଇସିଆଇସିଆଇ ଫାଉଣ୍ଡେସନ୍‌ ତରଫରୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ପ୍ରଦତ୍ତ ଏକ ଆମ୍ବୁଲାନ୍ସର ଶୁଭାରମ୍ଭ କଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଇସିଆଇସିଆଇ ଫାଉଣ୍ଡେସନ୍‌ ତରଫରୁ ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ଏକ ଆମ୍ବୁଲାନ୍ସ ପ୍ରଦାନ କରାଯାଇଛି । ଆଜି ପୂର୍ବାହ୍ନରେ ସ୍ଥାନୀୟ ସିଡିଏମ୍‌ଓ କାର୍ଯ୍ୟାଳୟ ପରିସରରେ ଏହି ଆମ୍ବୁଲାନ୍ସକୁ ଜିଲ୍ଲାପାଳ ଚଂଚଳ ରାଣା ଶୁଭାରମ୍ଭ କରିଛନ୍ତି । ଏହି
Read More...

ଆଜାଦି କା ଅମୃତ ମହୋତ୍ସବ ପାଳନ : ଶହିଦ ବୀର ମାଧୋ ସିଂଙ୍କ ପରିବାରକୁ ସମ୍ମାନିତ କଲା ବରଗଡ଼ ଜିଲ୍ଲା ବିଜେପି…

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜାଦି କା ଅମୃତ ମହୋତ୍ସବ ପାଳନ ଅବସରରେ ଆଜି ବରଗଡ଼ ଜିଲ୍ଲା ଯୁବମୋର୍ଚ୍ଚା ତରଫରୁ ଜିଲ୍ଲା ସଭାପତି ଅମିତ ପଣ୍ଡାଙ୍କ ନେତୃତ୍ୱରେ ଘେସଁ ଜମିଦାର ଶହୀଦ ବୀର ମାଧୋ ସିଂଙ୍କ ପରିବାରକୁ ସମ୍ମାନିତ କରି ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲା
Read More...

ଏପ୍ରିଲ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବୁଲି

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଏପ୍ରିଲ ୨୧ରୁ ୨୩ ତାରିଖ ପର୍ଯ୍ୟନ୍ତ ମହାସମାରୋହରେ ପାଳିତ ହେବ । ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବରେ ଗ୍ରାମ୍ୟ ବିକାଶ, ଶ୍ରମ, ନିଯୁକ୍ତ ମନ୍ତ୍ରୀ ସୁଶାନ୍ତ ସିଂ ଯୋଗଦେଇ ଉଦ୍‌ଘାଟନ କରିବେ ।
Read More...

ତିନି ଦିନିଆ ପାରମ୍ପରିକ ବିହନ ଓ ଖାଦ୍ୟ ମେଳା ଉଦ୍‌ଯାପିତ : ଅନ୍ତରାଜ୍ୟ ସ୍ୱଦେଶୀ ବିହନ ସଂରକ୍ଷଣ ସଂଗଠନ ଗଠିତ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହଲ ପଞ୍ଚାୟତ କଂସିଲଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ସୋମବାର ଠାରୁ ଆରମ୍ଭ ହୋଇଥିବା ତିନିଦିନିଆ ପାରମ୍ପରିକ ବିହନ ଓ ଖାଦ୍ୟ ମେଳା ବୁଧବାର ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ବ୍ଲକ
Read More...

ରୋଟାରୀ ସେଣ୍ଟ୍ରାଲ ତରଫରୁ ଥଣ୍ଡା ପାଣି ଏବଂ ସରବତ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏ ବର୍ଷ ଭିଷଣ ଖରା ଅନୂଭୁତ ହେଉଛି । ବଲାଙ୍ଗିର ତଥା ଆଖପାଖ ଅଂଚଳରେ ଖରା ରେକର୍ଡ କରୁଛି । ଏଭଳି ସ୍ଥଳେ ସହରରେ ଯାତାୟତ କରୁଥିବା ଲୋକେ ପିଇବା ପାଇଁ ଥଣ୍ଡା ପାଣି ମୁନ୍ଦିଏ ନ ପାଇ ହଇରାଣ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜି ସମଲେଶ୍ୱରୀ ମନ୍ଦିର ଛକ
Read More...

ବାଲ୍ୟ ବିବାହ ରୋକିଲା ପ୍ରଶାସନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସାମାଜିକ କର୍ମୀ ଅରୁଣ କୁମାର ଖୁଆସ, ବଲାଙ୍ଗିର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସଲମନି ସୋରେନ, ଆସିଡିଏସ୍‌ ସୁପରଭାଇଜର ଗାୟତ୍ରୀ ବାରିକ, ସ୍ଥାନୀୟ ଅଙ୍ଗନୱାଡି କର୍ମୀ ଦୁଲଣୀ ସୁନା, ଚାଇଲ୍ଡ ଲାଇନର
Read More...

ରାଜ୍ୟପାଳଙ୍କୁ ୨୦୧୯-୨୦ ସମାପ୍ତ ବର୍ଷ ପାଇଁ ସିଏଜି ରିପୋର୍ଟ ପ୍ରଦାନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ବଜେଟ ଅଧିବେଶନରେ ଉପସ୍ଥାପିତ ହେବାକୁ ଥିବା ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକଙ୍କ ୨୦୧୯-୨୦ ସମାପ୍ତ ବର୍ଷ ପାଇଁ "ସମ୍ପାଦନ ଏବଂ ଅନୁପାଳନ ରିପୋର୍ଟ ୩" ଲେଖା ପରୀକ୍ଷା ପ୍ରତିବେଦନ (ସିଏଜି ରିପୋର୍ଟ) ଓଡ଼ିଶାର ପ୍ରଧାନ ମହାଲେଖାକାର
Read More...
error: Content is protected !!