Daily Archives

ରାମଲୀଳା ନାଟକ ପାଇଁ ପ୍ରସ୍ତୁତି ବୈଠକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ପଞ୍ଚାୟତ ବରକାନି ଗାଁରେ ରାମଲୀଳା ନାଟକ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗାଁରେ ରାମଲୀଳା ନାଟକକୁ ଚଳିତ ବର୍ଷ ୧୪ ବର୍ଷ ପୂର୍ତ୍ତି ଉପଲକ୍ଷେ ମହାସମାରୋହରେ ପାଳନ କରିବାକୁ ବୈଠକରେ ଆଲୋଚନା ହୋଇଥିଲା । ନରେନ୍ଦ୍ର
Read More...

ବ୍ରହ୍ମବିହାର ରାମମନ୍ଦିରରୁ ଚୋରି, ଟେର ପାଉନି ପୋଲିସ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସହର ବ୍ରହ୍ମବିହାରସ୍ଥିତ ଶ୍ରୀରାମ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଛି । ଚୋରମାନେ ମନ୍ଦିର ମଧ୍ୟରେ ଥିବା ଦାନବାକ୍ସ, ମହାପ୍ରଭୁଙ୍କ ଦରବାର, ପିତ୍ତଳ ନିର୍ମିତ ରାମ, ଲକ୍ଷ୍ମଣ ସୀତାଙ୍କ ମୂର୍ତ୍ତି ଆଦି ଚୋରି କରି ନେଇଛନ୍ତି ।
Read More...

ସାମ୍ବାଦିକଙ୍କ ସୁରକ୍ଷା ଓ ସ୍ୱାଧୀନତାକୁ ନେଇ ପ୍ରତିବାଦ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ବାଲେଶ୍ୱର ନୀଳଗିରିର କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ପୋଲିସର ଅମାନୁଷିକ ବ୍ୟବହାର ଏବଂ ଚିକିତ୍ସାଧୀନ ଅବସ୍ଥାରେ ଗୋଡରେ ବେଡି ପକାଇବା ଘଟଣାର ପ୍ରତିବାଦରେ ସୁବର୍ଣ୍ଣପୁରଠାରେ ସାମ୍ବାଦିକମାନଙ୍କ ପକ୍ଷରୁ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ପାଣିରେ ବୁଡି ୨ ଯୁବକ ମୃତ

ଭଦ୍ରକ : ଆଜି ଭଦ୍ରକ ଜିଲ୍ଲାରେ ଘଟିଛି ଅଘଟଣ । ପୃଥକ ପୃଥକ ସ୍ଥାନରେ ଗାଧୋଇବା ବେଳେ ପାଣିରେ ବୁଡି ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଭଦ୍ରକ ଜିଲ୍ଲାର ଧୁଷୁରି ଥାନା ଅଧିନ ଆରଡ଼ି ଓ ପଦ୍ମପୁର ପଞ୍ଚାୟତର ସରତରପୁର ଗାଁରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ପଦ୍ମପୁର ପଞ୍ଚାୟତ
Read More...

ଅଳିଆ ଆବର୍ଜନାର ସହର ପାଲଟିଛି ପାଇକମାଲ : ଅବହେଳିତ ନୃସିଂହନାଥ ପୀଠ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ସଦର ଗ୍ରାମ ରାଜ୍ୟ ତଥା ରାଜ୍ୟ ବାହାରେ ଏକ ଚୀର ପରିଚିତ ନାମ କାରଣ ଏହି ସହର ସହ ଯୋଡ଼ି ହୋଇ ରହିଛି ପଶ୍ଚିମ ଓଡ଼ିଶାର ଅନନ୍ୟ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର । ଏହି ଅନନ୍ୟ ପର୍ଯ୍ୟଟନସ୍ଥଳୀକୁ ନିତିଦିନ
Read More...

ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସମିତିର ଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥିତ ଭଗବତି ହୋଟେଲ ଠାରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀମାନଙ୍କ କଲ୍ୟାଣ ସମିତିର ପ୍ରଥମ ସଂଗଠନିକ ବୈଠକ ୧୭ଟି ଜିଲ୍ଲାରୁ ଆସିଥିବା ସଦସ୍ୟମାନଙ୍କୁ ନେଇ ଆୟୋଜିତ ହୋଇଥିଲା । ଏହି ସଭାରେ ଦ୍ୱାରିକା ନାଥ ପଟେଲ ସଭାପତିତ୍ୱ
Read More...

ନକଲି ମଦ ପ୍ରସ୍ତୁତ କାରଖାନା ଉପରେ ବ୍ରହ୍ମପୁର ବଡବଜାର ପୁଲିସ୍ ପକ୍ଷରୁ ଚଢାଉ : ୩ ଗିରଫ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) :ଆଜି ବ୍ରହ୍ମପୁର ବଡବଜାର ପୁଲିସ୍ ନକଲି ମଦ ପ୍ରସ୍ତୁତ କାରଖାନା ଉପରେ ଚଢାଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ୍‌ଙ୍କ ମଧ୍ୟରେ ଜଣେ କନେଷ୍ଟବଳ ରହିଥିବା ଖବର ମିଳିଛି । କନେଷ୍ଟବଳ ଜଣକ ଚିନିମିନି ବାରିକ ବୋଲି ଜଣାପଡିଛି ।
Read More...

ଆଜାଦିକା ଅମୃତ ମହୋତ୍ସବ ଉପଲକ୍ଷେ ବକ୍ତୃତା, ରଚନା ଓ କଳା ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ବ୍ଲକ ସ୍ତରୀୟ ଆଜାଦିକା ଅମୃତ ମହୋତ୍ସବ ଉପଲକ୍ଷେ ସଇଁନ୍ତଲା ବାଳିକା ବିଦ୍ୟାଳୟରେ ୮ମ ଶ୍ରେଣୀରୁ ଦ୍ୱାଦଶୀ ଛାତ୍ର ଛାତ୍ରୀମାନଙ୍କୁ ନେଇ ବକ୍ତୃତା, ରଚନା, କଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ
Read More...

ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ

ବଲାଙ୍ଗିର, (ଦେବାଶିିଷ ମିଶ୍ର) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଜୁନିୟର ରେଡକ୍ରସ ୟୁନିଟ ତରଫରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ହୋଇଥିବା କାର୍ଯ୍ୟକ୍ରମକୁ ଜୁନିୟର
Read More...

ଜନ ଶୁଣାଣି ଶିବିରରେ ଶ୍ରମିକମାନଙ୍କ ଦେଖା ନାହିଁ : ସାଧାରଣରେ ଚର୍ଚ୍ଚା

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଳପଡା ବ୍ଲକ କାର୍ଯ୍ୟାଳୟ ସଭା ଗୃହଠାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ୨୦୧୩, ଆଇସିଡ଼ିଏସ୍‌ ଯୋଜନା, ମମତା ଯୋଜନାର ୨୦୨୦-୨୧ ଆର୍ଥିକ ବର୍ଷର ବ୍ଲକ ସ୍ତରୀୟ ଜନ ଶୁଣାଣି
Read More...
error: Content is protected !!