Daily Archives

କାଳବୈଶାଖୀ ଯୋଗୁଁ ସଇଁତଲା ଅଂଚଳରେ ବ୍ୟାପକ କ୍ଷୟକ୍ଷତି : ଝଡ଼ତୋଫାନ ଓ କୁଆପଥର ଯୋଗୁଁ ୪ ଘଣ୍ଟା ନାଗାବଳୀ ଟ୍ରେନ ଅଟକି…

ସଇଁତଲା, (ପ୍ରମୋଦ ସେଲମା) : ଆଜି ଅପରାହ୍ନରେ ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଅଂଚଳରେ କାଳବୈଶାଖୀ ହେବା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖାଦେଇଛି । ସହରରେ ଥିବା କେନ୍ଧୁଲିପ ଅଫିସ, ସ୍କୁଲକଲେଜରେ ଗଛପଡି କାନ୍ଥ ଗୁଡିକ ଭଙ୍ଗାରୁଚା ହୋଇଥିବା ବେଳେ ଡାକ୍ତରଖାନା ମଧ୍ୟ ଗଛ ପଡି
Read More...

ନୂତନ ପେନସନଭୁକ୍ତ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘର ସାଧାରଣ ବୈଠକ

ପୁରୁଣା ପେନସନ ଦାବୀ ତେଜିଲା ଉଲୁଣ୍ଡା, (କେପିଏନ୍‌ଏସ୍‌) : ଉଲୁଣ୍ଡା ବ୍ଲକ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ଚଡେଇପଙ୍କ ପରିସରରେ ଆଜି ପୂର୍ବାହ୍ନ ୮ ଘଟିକା ସମୟରେ ନୂତନ ପେନସନ ଭୁକ୍ତ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ସୁବର୍ଣ୍ଣପୁରର ସଭାପତି ଶଶାଙ୍କ ଶେଖର ପଣ୍ଡାଙ୍କ ସଭାପତିତ୍ୱରେ ଏକ
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଓ ସୋନପୁର ମ୍ୟୁନିସିପାଲିଟି ଅଞ୍ଚଳର ବ୍ୟବସ୍ଥିତ ୧୮ଟି କେନ୍ଦ୍ରରେ ୧୮ରୁ ଅଧିକ…

୧୨ ବର୍ଷରୁ ୧୪ ବର୍ଷ ନିମନ୍ତେ ୨୦ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ବିଜେପୁର ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକ ସମ୍ମିଳନୀ : ୧୮ ଜଣ ଶିକ୍ଷକ ସମ୍ବର୍ଦ୍ଧିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଶିକ୍ଷକ ଭବନରେ ପ୍ରାଥମିକ ଶିକ୍ଷକ ସଂଘର ବାର୍ଷିକ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି । କର୍ମମୟ ଜୀବନରୁ ଅବସର ନେଇଥିବା ପ୍ରେମରାଜ ପଧାନ, ଫଗୁ ଲୁହା, ଅଭିରାମ ବାରିକ, ଗଙ୍ଗାଧର ପଧାନ, ସ୍ବାଧୀନ କୁମାର ସାହୁ, ପ୍ରତିମା ଗୁରୁ,
Read More...

ପୋଲିସ ଓ ପରିବହନ ବିଭାଗ ତରଫରୁ ରାତ୍ରିକାଳୀନ ସ୍ୱତନ୍ତ୍ର ଯାଞ୍ଚ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶା ସରକାରଙ୍କ ପରିବହନ କମିଶନରଙ୍କ ନିର୍ଦେଶାନୁଯାୟୀ ଗତକାଲି ରାତ୍ରିରେ ସୁବର୍ଣ୍ଣପୁର ଜିଲ୍ଲାରେ ମଦ୍ୟପାନ କରି ଗାଡି ଚଳାଇବା ଉପରେ ପୋଲିସ ଅଧିକାରୀଙ୍କ ସହ ପରିବହନ ବିଭାଗ କର୍ମଚାରୀଙ୍କ ସ୍ୱତନ୍ତ୍ର ମିଳିତ ଯାଞ୍ଚ କରାଯାଇଥିଲା । ଏହି ସ୍ୱତନ୍ତ୍ର
Read More...

ରତାଖଣ୍ଡିରେ କୃଷକମାନଙ୍କ ପାଇଁ ତାଲିମ ଶିବିର ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଓଆଆଇପିସିଆର୍‌ଏ ପ୍ରକଳ୍ପ ଅନ୍ତର୍ଗତ ଲୋଇସିଂହା ବ୍ଲକର ରତାଖଣ୍ଡିରେ କୃଷକମାନଙ୍କ ପାଇଁ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ଏହି ତାଲିମ ଶିବରରେ ବିଭାଗୀୟ ଅଧିକାରୀମାନେ ଯୋଗଦାନ କରି କୃଷକ ମାନଙ୍କୁ
Read More...

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧ ଦିବସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସହରସ୍ଥିତ ସାମନ୍ତରା ସାହିରେ ରହିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ
Read More...

ବିଜେପୁର ହଟୁଆ ସମାଜର ବୈଠକ : ନାରାୟଣ ସଭାପତି, ରାଜେଶ୍ୱର ସଂପାଦକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଜେପୁର ଏନ୍‌ଏସି ସଦରମହକୁମାର ଦାମୋଦର କଟା ଉପକଣ୍ଠ ଗୋପଟିକ୍ରା ନିତ୍ୟାନନ୍ଦ ଆଶ୍ରମରେ ହଟୁଆ ସମାଜର ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଇଷ୍ଟଦେବୀ ଚର୍ଚ୍ଚିକାଙ୍କ ନିକଟରେ ଧୂପ ପୁଷ୍ପ ଅର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ବରିଷ୍ଠ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୧ ମୃତ

ଜଳେଶ୍ୱର : ଆଜି ବସ୍ତା ଥାନା ୬୦ନଂ ଜାତୀୟ ରାଜପଥ କୁଣ୍ଡପୁର ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଖବର ମିଳିଛି । ମାଲ ବୋଝେଇ ଟ୍ରକ ଏକ ବାଇକକୁ ଧକ୍କା ଦେବା ଫଳରେ ଜଣକ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଦୁର୍ଘଟଣା ଫଳରେ ବାଇକରେ ନିଆଁ ଲାଗିଯାଇ ଏଥିରେ ବାଇକ
Read More...

ଜମି ବିବାଦକୁ ନେଇ ଆକ୍ରମଣ : ଗୁରତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖରିଆର ଥାନା ଅନ୍ତର୍ଗତ କୁଲି ଗାଁର ଜନାର୍ଦ୍ଦନ ପୂଜରୀ ନାମକ ଜଣେ ବ୍ୟକ୍ତିଙ୍କୁ ଜମି ବିବାଦକୁ କେନ୍ଦ୍ର କରି ନିଜ ବଡ ବାପାର ପୁଅ(ଧୁବଲେଶ୍ୱର ପୂଜରୀ) ଠେଙ୍ଗାରେ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଜନାର୍ଦ୍ଦନଙ୍କୁ ଗୁରୁତର
Read More...
error: Content is protected !!