Daily Archives

ଘୋରଡ଼ିଆ ଯଜ୍ଞାଶ୍ରମ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ରାମନବମୀ ଅବସରରେ ସାଉରିଆ ପଞ୍ଚାୟତ ଅନ୍ତର୍ଗତ ଘୋରଡ଼ିଆ ଗ୍ରାମର ବାରବାଟୀ ଯଜ୍ଞାଶ୍ରମ ପୀଠରେ ୫ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ୪୦ତମ ବାର୍ଷିକ ଶ୍ରୀ ଶ୍ରୀ ରାମ ବିଶ୍ଵଶାନ୍ତି ମହାଯଜ୍ଞର ରବିବାର ଦିନ ପୂର୍ବାହ୍ନରେ ଶୁଭାରମ୍ଭ
Read More...

ଭାରତୀୟ ଶିକ୍ଷଣ ମଣ୍ଡଳର ପ୍ରତିଷ୍ଠା ଦିବସ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ଶିକ୍ଷଣ ମଣ୍ଡଳର ପ୍ରତିଷ୍ଠା ଦିବସ ସ୍ଥାନୀୟ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ସମ୍ମିଳନୀ କକ୍ଷରେ ବଲାଙ୍ଗିର ଶାଖା ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ପଣ୍ଡିତ ଟିକେଶ୍ୱର ଗୁରୁ,
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୧୧ଟି କେନ୍ଦ୍ରରେ ୧୮ରୁ ଅଧିକ ନାଗରିକଙ୍କୁ ଟୀକାକରଣ

୧୨ ବର୍ଷ ରୁ ୧୪ ବର୍ଷ ନିମନ୍ତେ ୦୪ଟି କେନ୍ଦ୍ରରେ (କୋର୍ବେଭାକ୍ସ) ଟୀକାକରଣଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର
Read More...

ମୁଣ୍ଡୋମହୁଲ୍ ଗାଁରେ ରାମ ନବମୀ ପୂଜାନୋତ୍ସବ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡୋମହୁଲ୍ ଗାଁରେ ଆଜି ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ରାମ ନବମୀ ପୂଜାନୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ଜଣେ ରାମଭକ୍ତ କୁଳମଣି ମଲ୍ଲିକଙ୍କ ଘରେ ଦୀର୍ଘ ବର୍ଷରୁ ଚୈତ୍ର ମାସ ନବମୀ ତିଥିରେ ରାମ ନବମୀ ପୂଜାର୍ଚ୍ଚନା
Read More...

ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଶ୍ରୀରାମ ନବମୀ ଉତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ଶ୍ରୀରାମ ନବମୀ ଉତ୍ସବ ଉପଲକ୍ଷେ ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନଙ୍କ ଅଧ୍ୟକ୍ଷତାରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାିଛି । ଏକ ସୁନ୍ଦର ରଥରେ ଶ୍ରୀ ଗୋପାଳଜୀ ମନ୍ଦିରରୁ ଭଗବାନଙ୍କ ମୂର୍ତ୍ତିକୁ
Read More...

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ପରିଷଦ ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଲଷ୍ଟେସନ ନିକଟସ୍ଥ ସଂଘୀୟ କାର୍ଯ୍ୟାଲୟରେ ଆଜି ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ପରିଷଦ ସଭା ସମ୍ପାଦକ ହରେକୃଷ୍ଣ ରଥଙ୍କର ଆବାହନ କ୍ରମେ ଓ ଶାନ୍ତିଲତା ସାହୁଙ୍କର ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂର୍ବରୁ ଥିବା
Read More...

ଝାରବନ୍ଧ ବ୍ଲକର ବିକଳ ଚିତ୍ର : ସୌର ବିଜୁଳି ଭରଷାରେ ଚାଲିଛି ବିଭିନ୍ନ କାର୍ଯ୍ୟାଳୟ, ଦୈନିକ ସର୍ବାଧିକ ୬ ଘଣ୍ଟା…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଅନ୍ତର୍ଗତ ଝାରବନ୍ଧ ବ୍ଲକ ଓଡ଼ିଶାର ଏକ ଉପାନ୍ତ ଅଞ୍ଚଳ ଭାବରେ ବେଶ ଜଣାଶୁଣା । ଏଠାରେ ଲୋକମାନେ ବିଭିନ୍ନ ପ୍ରକାରର ଶୋଷଣ, ଅନ୍ୟାୟ ତଥା ଅତ୍ୟାଚାରର ଶିକାର ହୋଇ ଆସୁଛନ୍ତି ଯାହାକି ଗ୍ରୀଷ୍ମଋତୁରେ ସୀମା ଉଲ୍ଲଂଘନ କରିଯାଇଛି । ଅଞ୍ଚଳରେ
Read More...

୧୯୭୧ ବାଂଲାଦେଶ ଯୁଦ୍ଧ ସମ୍ପର୍କରେ ରକ୍ଷା ବିଭାଗରେ ସବିଶେଷ ତଥ୍ୟ ନାହିଁ : ହେମନ୍ତ ପଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଂଲାଦେଶ ମୁକ୍ତି ସଂଗ୍ରାମ ତଥା ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି ହୋଇଛି । ଏହି ଐତିହାସିକ ଯୁଦ୍ଧ ପରେ ପୃଥିବୀର ମାନଚିତ୍ରରେ ପରିବର୍ତ୍ତନ ହୋଇଥିଲା ଓ ନୂତନ ସ୍ୱାଧିନ ଦେଶ ବାଂଲାଦେଶର ଜନ୍ମ ହୋଇଥିଲା । ପୂର୍ବ ପାକିସ୍ତାନ
Read More...

ବେଲବାହାଲି ଗ୍ରାମରେ ଚବିଶ ପ୍ରହରୀ ନାମଯଜ୍ଞ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ବୁବେଲ ପଂଚାୟତ ଅନ୍ତର୍ଗତ ବେଲବାହାଲି ଗ୍ରାମରେ ଚବିଶ ପ୍ରହରୀ ନାମଯଜ୍ଞ ମହାସମାରୋହରେ ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଏଥିରେ ୨୭ଟି ପୁରୁଷ କିର୍ତ୍ତନ୍ୟ ଦଳ ଓ ୭ଟି ମହିଳା କିର୍ତ୍ତନ୍ୟ ଦଳ ଭାଗ ନେଇ ନାମ କିର୍ତ୍ତନ୍ୟ ପରିବେଷଣ କରିଥିଲେ
Read More...

କଂଟାବାଂଜି ସହରରେ ଧୁମ୍‌ଧାମ୍‌ରେ ଶ୍ରୀ ରାମ ନବମୀ ପାଳିତ

ଶୋଭାଯାତ୍ରାରେ ସାମିଲ ହେଲେ ବୃନ୍ଦାବନର ସଦଗୁରୁ ଋଷିକେଶ ଜୀ, ହଜାର ହଜାର ସଂଖ୍ୟାରେ ମହିଳା ଏବଂ ପୁରୁଷ, ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କଂଟାବାଂଜି, (କେ.ପି.ଏନ୍‌.ଏସ୍‌) : କୋଭିଡ୧୯ ମହାମାରୀ ଯୋଗୁଁ ଦୀର୍ଘ ୨ ବର୍ଷର ବ୍ୟବଧାନ ପରେ କଂଟାବାଂଜି ସହରରେ ଶ୍ରୀ ରାମ ନବମୀ ରବିବାର ଦିନ
Read More...
error: Content is protected !!