Daily Archives

ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକରେ ସମୀକ୍ଷା କଲେ ନରସିଂହ

ଦୁର୍ନୀତିର ମୂଳୋତ୍ପାଟନ ସାଙ୍ଗକୁ କୃଷି, ପାନୀୟ ଜଳ, ବନ୍ଧକଟାର ଉନ୍ନତି ଓ ଶିକ୍ଷା ଉପରେ ଗୁରୁତ୍ୱବିକାଶ ପ୍ରକଳ୍ପରେ ଦୁର୍ନିତି ଓ ଦୁର୍ନିତିଗ୍ରସ୍ତଙ୍କୁ ବରଦାସ୍ତ କରାଯିବ ନାହିଁ - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ମହାମାରୀ ସଂକ୍ରମଣ ଯୋଗୁଁ ଦୀର୍ଘ ଦେଢ ବର୍ଷ ପରେ
Read More...

ଜିଲ୍ଲାର ବିଭିନ୍ନ ଗ୍ରାମପଂଚାୟତରେ ଜଳ ଅମଳ ସଂରଚନା ନିର୍ମାଣ ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଅଧୀନରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଗ୍ରାମପଂଚାୟତରେ ଜଳ ଅମଳ ସଂରଚନା ନିର୍ମାଣ କରାଯାଉଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି । ଏହି ନିର୍ମାଣ କାମରେ ବିଭିନ୍ନ ଗ୍ରାମପଂଚାୟତର ଅନେକ ଶ୍ରମିକ ନିୟୋଜିତ ହୋଇଥିବା
Read More...

ପିପି ଏକାଡେମୀ ଉଚ୍ଚ ବିଦ୍ୟାଳୟରେ ଫେମ୍‌ଏକ୍ସ ଆଣ୍ଡ କମ୍ୟୁନିଟି ଏୱାର୍‌ନେସ୍‌ କାର୍ଯ୍ୟକ୍ରମ ନେଇ ଜିଲ୍ଲାପାଳଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏନ୍‌ଡିଆର୍‌ଏଫ୍‌ ଏବଂ ଜିଲ୍ଲା ଆଡମିନିଷ୍ଟ୍ରେସନ୍, ବଲାଙ୍ଗିରର ମିଳିତ ଉଦ୍ରମରେ ସ୍ଥାନୀୟ ପିପି ଏକାଡେମୀ ଉଚ୍ଚ ବିଦ୍ୟାଳୟରେ ଫେମ୍‌ଏକ୍ସ ଆଣ୍ଡ କମ୍ୟୁନିଟି ଏୱାର୍‌ନେସ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ନେଇ ଜିଲ୍ଲାପାଳ ଚଂଚଳ ରାଣା ସୂଚନା ଦେଇଛନ୍ତି ।
Read More...

ଏକାଡେମୀ ହାଇଟ୍ସ ପବ୍ଲିକ ସ୍କୁଲରେ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଏକାଡେମୀ ହାଇଟ୍ସ ପବ୍ଲିକ ସ୍କୁଲରେ ୧୨ରୁ ୧୪ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଟୀକାକରଣ କରାଯାଇଥିବା ନେଇ ଜଣାପଡିଛି । ସ୍କୁଲର ପ୍ରିନ୍ସିପାଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଟୀକା କରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏହାର ଦ୍ୱିତୀୟ
Read More...

ସ୍ଵାସ୍ଥ୍ୟସେବାକୁ ଗ୍ରାମାଭିମୁଖୀ କରିବାରେ ସ୍ଵାସ୍ଥ୍ୟମେଳାର ଭୂମିକା ପ୍ରଶଂସନୀୟ

ଚିକିତ୍ସିତ ହେଲେ ୧୦୩୯ ରୋଗୀଲାଗିଲା ସ୍ଵାସ୍ଥ୍ୟ ସଚେତନତା ଷ୍ଟଲପ୍ରଦର୍ଶିତ ହେଲା ସ୍ଵାସ୍ଥ୍ୟ ସଚେତନତାଧର୍ମୀ ନାଟକ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ତରଫରୁ ତଥା ଜିଲ୍ଲା ସ୍ଵାସ୍ଥ୍ୟ ସମିତିର ସହାୟତାରେ ଲଛିପୁର ଠାରେ ଏକ ବ୍ଲକସ୍ତରୀୟ
Read More...

ସଂପୂର୍ଣ୍ଣା ପ୍ରକଳ୍ପର ଶୁଭାରମ୍ଭ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ଭଟଲି ଓ ଆମ୍ବଭୋନା ବ୍ଲକରେ ୪୦୦୦ କ୍ଷୁଦ୍ର ଓ ନାମମାତ୍ର ମହିଳା ଚାଷୀଙ୍କୁ ଲଙ୍କା ଓ ମାଣ୍ଡିଆର ମୂଲ୍ୟ ଶୃଙ୍ଖଳରେ ସାମିଲ କରିବ ପ୍ରକଳ୍ପ ସମ୍ପୂର୍ଣ୍ଣା । ଏହି ପ୍ରକଳ୍ପରେ ମହିଳା ଚାଷୀମାନଙ୍କୁ ସଂଗଠିତ କରି ସେମାନଙ୍କୁ ବିବିଧ ବୈଷୟିକ
Read More...

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଧର୍ମଶାଳା ଜୁନିୟର ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ତଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ସଭାରେ କେସନ୍ ଜଗଦଲା, ମୁଣ୍ଡୋଘାଟର ନବ ନର୍ବାଚିତ ସରପଂଚ
Read More...

ଆର୍‌ଟିଆଇ ତଥ୍ୟ ଶୂନ୍ୟ : ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ପାଇଁ ନିବେଦନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଚାଷୀଙ୍କଠାରୁ ଅଣ୍ଡରରେ ଧାନ କିଣି ବ୍ୟବସାୟୀ ମାଲେ ମାଲ୍‌ ହେଉଛନ୍ତି । ଏହି ଧାନରେ ପ୍ରସ୍ତୁତ ବିଭିନ୍ନ ଭେରାଇଟି ଚାଉଳ ଓ ତା'ର କାରବାର ସଂପର୍କରେ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟର ପ୍ରଥମ ଆପିଲେଟ୍‌ ଅଥୋରିଟିଙ୍କ ଠାରେ ଚାଷୀ ନେତା ରମେଶ
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ବିଶ୍ୱ ଜଳ ସ୍ୱଚ୍ଛତା ଦିବସ ପାଳନ

• ପ୍ରାକୃତିକ "ତାମ୍ପରା" ହ୍ରଦକୁ ସଫେଇ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରାମନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ସାମରିକ ଛାତ୍ରମାନଙ୍କ ଦ୍ୱାରା ବିଶ୍ୱ ଜଳ ସ୍ୱଚ୍ଛତା ଦିବସ ପାଳନ କରାଯାଇଛି । ଏହି ଅବସରରେ ଛତ୍ରପୁର
Read More...

ଆଦ୍ୟ ଶୈଶବର ଯତ୍ନ ଓ ଶିକ୍ଷା ଉପରେ ଆଲୋଚନା

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଅଙ୍ଗନବାଡ଼ି 'ଖ' କେନ୍ଦ୍ର ଚଟୁଅନକା ଠାରେ ଆଦ୍ୟ ଶୈଶବର ଯତ୍ନ ଓ ଶିକ୍ଷା ଉପରେ ଆଲୋଚନା ହୋଇଯାଇଛି ।ପ୍ରକୃତିବନ୍ଧୁ ତଥା ଜୁନିୟର ରେଡକ୍ରସ ପରାମର୍ଶ ଦାତା ବିରଂଚି ନାରାୟଣ ଦାଶ ଆଲୋଚକ ଭାବେ ଯୋଗଦେଇ
Read More...