pakka

୧୨ନଂ ଜିଲ୍ଲା ପରିଷଦ ଜୋନ୍‌ର ଭୋଟ ଗଣନା ଜାରି : ୬ଷ୍ଠ ରାଉଣ୍ଡ ସୁଦ୍ଧା କଂଗ୍ରେସଠୁ ଆଗରେ ରହି ମଜବୁତ୍ ସ୍ଥିତିରେ ବିଜେଡି

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକର ପଶ୍ଚିମାଞ୍ଚଳରେ ଥିବା ୧୩ଟି ପଞ୍ଚାୟତ ତଥା ୧୨ନଂ ଜିଲ୍ଲା ପରିଷଦ ଜୋନ୍‌ର ଭୋଟ ଗଣତି ଚାଲିଛି । ଖବର ଲେଖାଯିବା ପର୍ଯ୍ରନ୍ତ ୬ଟି ରାଉଣ୍ଡ ଗଣନା ସରିଛି । ଏ ପର୍ଯ୍ୟନ୍ତ ବିଜେଡି ପ୍ରାର୍ଥିନୀ ଆରମ୍ଭରୁ ଆଗୁଆ ରହି ଆସିଛନ୍ତି । ୬ଷ୍ଠ ରାଉଣ୍ଡର ସମାପ୍ତି ବେଳେ ବିଜେଡି ୫୯୫୮ଭୋଟ ପାଇଥିବା ବେଳେ ତା ପଛକୁ କଂଗ୍ରେସ ୪୮୭୮ ଓ ବିଜେପି ୩୪୮୮ଭୋଟ ପାଇଛନ୍ତି । କଂଗ୍ରେସଠାରୁ ୧୦୮୦ ଭୋଟ୍‌ରେ ଆଗୁଆ ରହି ବିଜେଡି ମଜବୁତ୍ ସ୍ଥିତିରେ ରହିଛି । ଫଳରେ ବିଜେଡି କର୍ମୀ ମହଲରେ ଆନନ୍ଦ ପରିଲକ୍ଷିତ ହେଉଛି ।

jay balangir
Leave A Reply

Your email address will not be published.

6 − 2 =