Browsing Tag

deogaon news

୬ତମ ଠାକୁର ଦେଓ ଫୁଟବଲ ପ୍ରତିଯୋଗିତା : ବଲାଙ୍ଗିରକୁ ହରାଇ ଫାଇନାଲରେ ପହଞ୍ଚିଲା ପାଟଣାଗଡ 

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରା ପଞ୍ଚାୟତ ନାଇକେନଶିରା ଖେଳ ପଡ଼ିଆରେ ଜଗନ୍ନାଥ କ୍ଳବ୍ ଉପରପଡ଼ା ନାଇକେନଶିରା ପକ୍ଷରୁ ଠାକୁର ଦେଓ ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଦିନ ଦ୍ଵିତୀୟ ସେମିଫାଇନାଲ ମ୍ୟାଚରେ ବଲାଙ୍ଗିର ଦଳକୁ ୨-୦ଗୋଲରେ ପାଟଣାଗଡ ଦଳ ହରାଇ ଫାଇନାଲରେ
Read More...

୬ତମ ଠାକୁର ଦେଓ ଫୁଟବଲ ପ୍ରତିଯୋଗିତା : କଳାହାଣ୍ଡିକୁ ହରାଇ ଫାଇନାଲରେ ଟିଟିଲାଗଡ 

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ହାତୀସରା ପଞ୍ଚାୟତ ନାଇକେନଶିରା ଖେଳ ପଡ଼ିଆରେ ଜଗନ୍ନାଥ କ୍ଳବ୍ ଉପରପଡ଼ା ନାଇକେନଶିରା ପକ୍ଷରୁ ଆରମ୍ଭ ହୋଇଥିବା ଠାକୁର ଦେଓ ଫୁଟବଲ ପ୍ରତିଯୋଗିତା ମଙ୍ଗଳବାର ଦିନ ପ୍ରଥମ ସେମିଫାଇନାଲ ମ୍ୟାଚରେ କଳାହାଣ୍ଡି ଦଳକୁ ୧-୦ ଗୋଲରେ ଟିଟିଲାଗଡ ଦଳ
Read More...

ଭୀମପାହାଡ଼ରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ମକୁନ୍ଦପୁର ପଞ୍ଚାୟତ ଭୀମ ପାହାଡ଼ରେ ୨୦୨୧ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବା ବେଳେ ଉପଜିଳ୍ଲାପାଳ ଲମ୍ବୋଦର ଧରୁଆ,
Read More...

ଜଗନ୍ନାଥ ଫୁଟବଲ ପ୍ରତିଯୋଗିତା ଉଦ୍‌ଘାଟିତ : ବଡବନ୍ଧକୁ ୫-୪ ଗୋଲରେ ହରାଇଲା ଡଙ୍ଗାଘାଟ 

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ବଡବନ୍ଧ ସ୍ଥିତ ହାଇସ୍କୁଲ ଖେଳ ପଡ଼ିଆରେ ଜଗନ୍ନାଥ ଫୁଟବଲ ଏସୋସିଏସନ୍‌ ବଡବନ୍ଧ ପକ୍ଷରୁ ଫୁଟବଲ ପ୍ରତିଯୋଗିତା ଶନିବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ପ୍ରତିଯୋଗିତାର ଉଦ୍‌ଘାଟନୀ ମ୍ୟାଚରେ ଆୟୋଜକ ବଡବନ୍ଧକୁ ଡଙ୍ଗାଘାଟ ଦଳ ପେନାଳଟି ସହାୟତାରେ
Read More...

ନୂଆପାଲି କ୍ରିକେଟ୍ ପ୍ରତିଯୋଗିତା : ରତାଖଣ୍ଡିକୁ ହରାଇଲା ଗାଈବାହାଲ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝରର ମା' ପାଟଖଣ୍ଡା ମିନି ଷ୍ଟାଡିୟମରେ ନୁଆପାଲିର ଜୟ ଜଗନ୍ନାଥ କ୍ରିକେଟ କ୍ଲବ ଆନୁକୁଲ୍ୟରେ କ୍ରିକେଟ ପ୍ରତଯୋଗିତା ଅନୁଷ୍ଠିତ ହେଉଛି । ୧୬ଟି ଦଳକୁ ନେଇ ଅନୁଷ୍ଟିତ ହୋଇଥିବା ଏହି ଟୁର୍ନାମେଣ୍ଟାର ତୃତୀୟ ଦିନର ପ୍ରଥମ ମ୍ୟାଚରେ ଚାଟିପଦରକୁ
Read More...

ଭିନ୍ନକ୍ଷମ ଶିକ୍ଷକଙ୍କୁ ଆକ୍ରମଣ ମାମଲା

ଦେଓଗାଁ, (ମନୀଷ କୁମାର ସାହୁ) : ତୁଷୁରା ଥାନା ଅନ୍ତର୍ଗତ ବଡ଼ବାହାଲ ଗାଁର ଜଣେ ଭିନ୍ନକ୍ଷମ ଶିକ୍ଷକଙ୍କୁ ସେହି ଗାଁର କିଛି ଯୁବକ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଦୀର୍ଘ ବର୍ଷ ପୂର୍ବରୁ ତୁଷୁରା ଥାନାରେ ଅଭିଯୋଗ ହୋଇଥିଲା । ହେଲେ ଦୀର୍ଘ ବର୍ଷ ବିତି ଯାଇଥିଲେ ମଧ୍ୟ ପୁଲିସ ଅଭିଯୁକ୍ତକୁ
Read More...

ରକ୍ତଦାନ କରି ଜୀବନ ବଂଚାଇଲେ ବବଲୁ ଡାଙ୍ଗ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ବେଲପଡ଼ାର ଜନୈକ ବ୍ୟକ୍ତିଙ୍କୁ ରକ୍ତ ଦରକାର ଥିବା ଖବର ପାଇ ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ଯାଇ ରକ୍ତଦାନ କରି ଜୀବନ ବଞ୍ଚାଇଛନ୍ତି ବବଲୁ ଡାଙ୍ଗ । ତାଙ୍କୁ ରୋଗୀଙ୍କ ପରିବାର ତରଫରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।
Read More...

ଝାରମୁଣ୍ଡାରେ ଏକ ଦିବସୀୟ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ନୂଆପାଲିକୁ ହରାଇ ସାଗରପାଲି ଚାମ୍ପିୟନ 

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡାର ପଂଚାୟତ ଝାରମୁଣ୍ଡାରେ ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ନାମେଣ୍ଟରେ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ସାଗରପାଲି ଦଳ ସିରାବାହାଲକୁ ଏବଂ ନୂଆପାଲି ଦଳ ଦେଓଗାଁକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ ।
Read More...

ବଡବନ୍ଧରେ ସଫେଇ କାର୍ଯ୍ୟକ୍ରମ 

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ବଡବନ୍ଧ ଗାଁରେ ଶନିବାର ଦିନ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗାଁର ଯୁବକମାନେ ମିଶି ଗାଁ ପୋଖରୀର ଗାଧୁଆ ତୁଠ ସଫା କରିଥିବା ବେଳେ ଆଗକୁ ମଧ୍ୟ ଗାଁର ଅନେକ ଯୁବକଙ୍କୁ ଅଭିଯାନରେ ସାମିଲ କରି
Read More...

ଟ୍ରେନ ଆଗରେ ଯୁବକଙ୍କ ଆତ୍ମହତ୍ୟା

ଦେଓଗାଁ, (ମନିଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକ ହାତୀସରା ରେଲୱେ ଲାଇନ ନିକଟରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଯୁବକର ଦେହ ଦୁଇ ଖଣ୍ଡ ହୋଇଯାଇଛି । ଯୁବକ ଜଣକ ଗୁଡିଭେଲା ବ୍ଳକ ବୁରୋମାଲ ଗାଁର ଦିଲୀପ ମହାନନ୍ଦ ବୋଲି ଜଣାପଡିଛି । କେଉଁ
Read More...