pakka

ନିର୍ବାଚନ ଡ୍ୟୁଟିରେ ଯାତ୍ରୀବାହୀ ବସ : ଅସୁବିଧାରେ ଲୋକେ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଗାଁ ଗାଁରେ ନିର୍ବାଚନୀ ମାହୋଲ । ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଛି । ଆସନ୍ତାକାଲି ବଲାଙ୍ଗିର ସଦର ବ୍ଲକ୍, ଦେଓଗାଁ ଓ ଗୁଡ଼ଭେଲା ବ୍ଲକରେ ନିର୍ବାଚନ ହେବାର ରହିଛି । ଲୋକେ ନିଜ ନିଜ ଭିଟାମାଟିକୁ ଫେରିବାରେ ଲାଗିଛନ୍ତି । ହେଲେ ନିର୍ବାଚନ ଡ୍ୟୁଟିରେ ବହୁ ଯାତ୍ରୀବାହୀ ବସଗୁଡ଼ିକ ଯାଉଥିବାରୁ ଜନସାଧାରଣ ଅସୁବିଧାରେ ପଡ଼ୁଥିବା ଦେଖିବାକୁ ମିଳୁଛି ।

jay balangir
Leave A Reply

Your email address will not be published.

19 − nine =