Browsing Tag

deogaon news

ଜରାସିଂହା ପାଟଖଣ୍ଡା ଯାତ୍ରା ଉଦ୍‌ଯାପିତ : ହଜାର ହଜାର ଶ୍ରଦ୍ଧାଳୁଙ୍କୁ ବିଦାୟ ଦେଇ ବାହୁଡ଼ିଲେ ପାଟଖଣ୍ଡା

ଦେଓଗାଁ, (ମନୀଷ କୁମାର ସାହୁ) : ଚିରା ଚରିତ ପ୍ରଥା ଅନୁସାରେ ପାଳିତ ହେଉଥିବା ୨୦୨୧ ପାଟଖଣ୍ଡା ଯାତ୍ରା ଗତକାଲି ଉଦ୍‌ଯାପିତ ହୋଇଯାଇଛି । ଜିଲ୍ଲା ପ୍ରଶାସନର କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଯାତ୍ରା ହେବ ପୁଣି କମ୍‌ ସମୟ ମଧ୍ୟରେ ଯାତ୍ରା ହେବାକୁ ପ୍ରଶାସନିକ ଓ ପରିଚାଳନା କମିଟିର
Read More...

ଉପରଝର ପାଟଖଣ୍ଡା ଯାତ୍ରା ସମ୍ପର୍ଣ୍ଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉପରଝରରେ ପାଟଖଣ୍ଡା ଯାତ୍ରା ସମ୍ପର୍ଣ୍ଣ ହୋଇଯାଇଛି । ମୁଖ୍ୟ ଦେହୁରୀଙ୍କ ମଧ୍ୟରେ ମା' ପାଟଖଣ୍ଡା ଆବିର୍ଭାବ ହେବା ପରେ ପାରମ୍ପରିକ ବାଦ୍ୟର ତାଳେ ତାଳେ ନୃତ୍ୟ କରିଥିଲେ । ଏହି ଅବସରରେ ଉପସ୍ଥିତ ମାନସିକଧାରୀଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ
Read More...

୭୮୮ ବର୍ଷର ସମୃଦ୍ଧ ପରମ୍ପରା : ଜରାସିଂହା ପାଟଖଣ୍ତା ଯାତ୍ରା

ଦେଓଗାଁ, (ମନିଷ କୁମାର ସାହୁ) : ଜରାସି˚ହାର ଇଷ୍ଟଦେବୀ ମା' ପାଟଖଣ୍ତାଙ୍କଠାରେ ପାଳିତ ହେଉଥିବା ବିଭିନ୍ନ ପୂଜା ପାର୍ବଣ ମଧ୍ୟରୁ ମା'ଙ୍କ ପାଟଖଣ୍ତା ଯାତ୍ରା ସବୁଠୁ ଅଧିକ ପ୍ରସିଦ୍ଧି ଲାଭ କରିଛି । ସମ୍ପୂର୍ଣ୍ଣ ଆଞ୍ଚଳିକ ପରମ୍ପରା ଓ ରୀତି ନୀତିରେ ପାଳିତ ହେଉଥିବା ଏକ ଉତ୍ସବ ସଠିକ ପ୍ରଚାର
Read More...

ଖଲିଆପାଲିରେ ଗୋଣ୍ଡାୱାନା ଗୋଣ୍ଡ ମହାସଭା ପକ୍ଷରୁ ନୂଆଁଖାଇ ଭେଟଘାଟ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ଦିନ ୧୦ଟା ସମୟରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭା ଦେଓଗାଁ ବ୍ଲକ ପକ୍ଷରୁ ଦେଓଗାଁ ବ୍ଲକ ସିଂହମୁଣ୍ଡା ପଞ୍ଚାୟତର ଖଲିଆପାଲି ଗାଁରେ ସିଂହାମୁଣ୍ଡା ସର୍କଲ ତରଫରୁ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ ହୋଇଯାଇଛି । ଈଶ୍ୱର ଭୋଇଙ୍କ ସଭାପତିତ୍ବରେ
Read More...

ବିରଳ ବର୍ଗର ରକ୍ତଦାନ କରି ଜୀବନ ବଞ୍ଚାଇଲେ ଦୟାସାଗର

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ସୋମବାର ଦିନ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ସୋନପୁର ଜିଲ୍ଲା ତରଭା ବ୍ଲକ୍ ଜୁରାବନ୍ଧ ଗାଁର କାର୍ତ୍ତିକ ବାଗଙ୍କୁ ଏକ ବିରଳ ବର୍ଗର ଓ ନେଗେଟିଭ ରକ୍ତ ଦରକାର ପଡିଥିବା ବେଳେ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଥିଲା । ଏହି ଖବର ପାଇବା ପରେ
Read More...

ସୋନଗଡ ବ୍ରିଜ୍‌ରେ ଗାତର ମରାମତି କାମ ଆରମ୍ଭ : ଡେଞ୍ଜର କଟନ ଦେଇ ଛାଡ଼ି ଦେଲେ ରାତିରେ ଦୁର୍ଘଟଣା ଆଶଙ୍କା, ରେଡିୟମ୍…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବଙ୍ଗଳା ମଧ୍ୟସ୍ଥି ସୋନଗଡ ନଦୀର ବ୍ରିଜରେ ବହୁ ଖାଳ ଖମା ଭର୍ତି ହୋଇଛି । ଗୁରୁବାର ଦିନ ସକାଳେ ଖାଲକୁ ମରାମତି କରିବା ପାଇଁ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଆସି ଖାଲ ଥିବା ସ୍‌ସ୍ଥାନକୁ ମିସିନ ଦ୍ଵାରା କାଟି ଦେଇଥିଲେ । ହେଲେ ରାସ୍ତା ମରାମତି କାମ
Read More...

ଦେଓଗାଁ ବ୍ଲକରେ ଓଡ଼ିଶା ବିଧାନସଭା ଗୃହ କମିଟି : ବିଦ୍ୟୁତ ଯୋଗାଣର ସମସ୍ୟାକୁ ସମାଧାନ ପାଇଁ ଦେଲେ ନିର୍ଦ୍ଦେଶ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ୧୦ଟା ସମୟରେ ଓଡ଼ିଶା ବିଧାନସଭା ଗୃହ କମିଟିି(ଶକ୍ତି ବିଭାଗ) ଦେଓଗାଁ ବ୍ଲକର ବିଭିନ୍ନ ସ୍ଥାନକୁ ପରିଦର୍ଶନ କରିଛନ୍ତି । ଏହି କମିଟିର ଅଧ୍ୟକ୍ଷ ଭାବେ ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ସହ ସଭ୍ୟ ତଥା ବ୍ରଜରାଜନଗର
Read More...

ଦେଓଗାଁ ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା : ୩ୟ ଦିନରେ ୯ଟି ପଞ୍ଚାୟତରେ ୮୫୧୬ ଜଣଙ୍କୁ ପ୍ରଦାନ କରାଗଲା ବିଜୁ…

ମୋଟ ବ୍ଲକରେ ପାଇଲେ ୨୭ହଜାର ୧୭୧ ଜଣ ବିଏସକେୱାଇ କାର୍ଡ଼ ଦେଓଗାଁ, (ମନୀଷ କୁମାର ସାହୁ) : ଶୁକ୍ରବାର ସାଢ଼େ ୯ଟା ସମୟରୁ ଦେଓଗାଁ ବ୍ଲକର ୯ଟି ପଞ୍ଚାୟତରେ ପର୍ଯ୍ୟାୟ କ୍ରମେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୮୫୧୬ଜଣ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ଼ ବଣ୍ଟନ କରାଯାଇଛି । ଦେଓଗାଁ ବ୍ଲକର
Read More...

ଅନ୍ତର୍ଲା ଛକରେ ଡ଼କାୟତି ଘଟଣା : ୨ ବାଇକ ଓ ୬ ମୋବାଇଲ ଜବତ ସହ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ବନ୍ଧପଡ଼ା ଫାଣ୍ଡି ଅର୍ନ୍ତଗତ ବନ୍ଧପଡ଼ା-ଅର୍ନ୍ତଲା ରାସ୍ତାରେ କିଛି ଦିନ ତଳେ ହୋଇଥିବା ଡ଼କାୟତି ଘଟଣାରେ ଦେଓଗାଁ ପୁଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ୬ଟି ମୋବାଇଲ ସହ ୨ଟି ବାଇକକୁ ଜବତ କରିଥିବା ଦେଓଗାଁ ଆଇଆଇସି ବାମଦେବ
Read More...

ଦେଓଗାଁ ବ୍ଲକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ଼ ବଣ୍ଟନ : ଦ୍ଵିତୀୟ ଦିନରେ ୧୦ଟି ପଞ୍ଚାୟତରେ…

ଦେଓଗାଁ, (ମନୀଷ କୁମାର ସାହୁ) : ଗୁରୁବାର ସାଢ଼େ ୯ଟା ସମୟରୁ ଦେଓଗାଁ ବ୍ଲକର ୧୦ଟି ପଞ୍ଚାୟତରେ ପର୍ଯ୍ୟାୟ କ୍ରମେ ବିଜୁ ସ୍ଵାସ୍ଥ୍ୟ ଯୋଜନାରେ ୧୧ହଜାର ୫୭୧ଜଣ ହିତାଧିକାରୀଙ୍କୁ ସ୍ମାର୍ଟ କାର୍ଡ଼ ବଣ୍ଟନ କରାଯାଇଛି । ଦେଓଗାଁ ବ୍ଲକର ପଶ୍ଚିମାଞ୍ଚଳରେ ଥିବା ୬ଟି ପଞ୍ଚାୟତ ଯଥା ଉଡାର,
Read More...