pakka

ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ଦେଓଗାଁ ପୁଲିସର କାର୍ଯ୍ୟାନୁଷ୍ଠାନ ଆରମ୍ଭ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଚଳିତ ବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଶାନ୍ତି ଶୃଙ୍ଖଳାରେ ସମାପନ କରିବା ପାଇଁ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି । ଦେଓଗାଁ ବ୍ଳକର ମୋଟ ୨୬ଟି ପଞ୍ଚାୟତରେ ଥିବା ୩୧୩ଟି ୱାର୍ଡ଼ ବା ମତଦାନ କେନ୍ଦ୍ର ମଧ୍ୟରୁ ୧୦୦ଟି କେନ୍ଦ୍ରକୁ ସମ୍ବେଦନଶୀଳ ବୋଲି ଚିହ୍ନଟ କରାଯାଇଥିବା ବେଳେ ୫୩ଟି ୱାର୍ଡ଼କୁ ଅତି ସମ୍ବେଦନଶୀଳ ବୋଲି ଚିହ୍ନଟ କରାଯାଇଛି । ଦେଓଗାଁ ଥାନା ଅଧିନରେ ଥିବା ଦେଓଗାଁ ବ୍ଳକ ଓ ବଲାଙ୍ଗିର ସଦର ବ୍ଳକର ବିଭିନ୍ନ ଗାଁରେ ଥିବା ୧୫୩ଜଣଙ୍କ ନାମରେ ୧୦୭ଦଫା ଲଗାଯାଇଛି । ମତଦାତାଙ୍କୁ ଅଧିକ ପ୍ରଭାବିତ ଯେପରି କରାଯିବ ନାହିଁ ସେଥିପ୍ରତି ପୁଲିସ ସତର୍କ କରୁଥିବା ଜଣାପଡ଼ିଛି ।

jay balangir
Leave A Reply

Your email address will not be published.

thirteen − 2 =