Browsing Tag

deogaon news

ସିନଖମନ ଜୟ ବଜରଙ୍ଗବଳୀ ବଣିକ ସଂଘର ପ୍ରଥମ ବୈଠକ

ଯାତ୍ରୀଙ୍କ ସୁରକ୍ଷା ଓ ସଂଘର ଉନ୍ନତି ପାଇଁ ପ୍ରଥମେ ଉଦ୍ୟମ କରାଯିବା ନେଇ ନିଷ୍ପତ୍ତି ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଳକ ତଥା ଦେଓଗାଁ ବଲାଙ୍ଗିର ଜାତୀୟ ରାଜପଥ ୨୬ର ମଝିରେ ଥିବା ସିନଖମନ ବସଷ୍ଟେସନର ସିନଖମନ ବଣିକ ସଂଘ ବୁଧବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ
Read More...

ଚିନିକଲ ପୁନଃ କାର୍ଯ୍ୟକ୍ଷମ ଦାବୀରେ ହାଉସିଂ ବୋର୍ଡ ମନ୍ତ୍ରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଭିଆଇପି ପକ୍ଷରୁ…

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଡୁମେରପିଟା ପଂଚାୟତରେ ଓଡିଶା ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉକ୍ତ ପଂଚାୟତର ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ପ୍ରଦାନ କରୁଥିବା ସମୟରେ ଭିଲେଜର୍ସ ଇଣ୍ଡିଆ
Read More...

ଦେଓଗାଁ ବିଜେପି ପକ୍ଷରୁ ସେବା ଓ ସମର୍ପଣ ଅଭିଯାନ : ରକ୍ତଦାନ ଶିବିରରେ ୪୦ ୟୁନିଟ ରକ୍ତ ସଂଗ୍ରହ 

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ଦିନ ବିଜେପି ତରଫରୁ ଦେଓଗାଁ ବସଷ୍ଟାଣ୍ଡ୍ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସେବା ଓ ସମର୍ପଣ ଅଭିଯାନରେ ରକ୍ତଦାନ ଶିବର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅତିଥି ଭାବେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ସୁଶାନ୍ତ ଦାସ, ମହିଳା
Read More...

ରୋଗୀଙ୍କ ସହ ହସ୍ପିଟାଲ ଆସି ଉତ୍ସାହିତ ହୋଇ ରକ୍ତଦାନ କଲେ ଆଶାକର୍ମୀ 

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ପ୍ରାୟ ୨ଟାରେ ପୁଇଁନ୍ତଲାଲା ବ୍ଲକ ଜୁନହାପଦରର ଜଣେ କିଡନୀ ରୋଗୀଙ୍କୁ ଡାଇଲେସିସ ପାଇଁ ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ଚିକିତ୍ସା ପାଇଁ ଆଣିଥିଲେ ପରିବାର ଲୋକେ । ରୋଗୀଙ୍କୁ ରକ୍ତ ଦରକାର ଥିବା ଖବର ପାଇ ଦେଓଗାଁ ବ୍ଲକର
Read More...

ସାମୂହିକ ନୂଆଁଖାଇ ସୃଷ୍ଟି କରୁଛନ୍ତି ଭାଇଚାରାର ଉଦାହରଣ 

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ସାଲେପାଲି ଗାଁର ମେହେର ପରିବାରରେ ସାମୁହିକ ନୂଆଁଖାଇ ତିହାର୍‌ ଆଡମ୍ବର ସହକାରେ ପାଳନ କରିଛନ୍ତି । ୨୧ଟି ପରିବାରର ୧୦୮ଜଣ ସଦସ୍ୟ ଏକାଠି ରାଧାକୃଷ୍ଣ ଭଗବତ୍ ମନ୍ଦିର ପରିସରରେ ନବାନ୍ନ ଭକ୍ଷଣ କରିଥିଲେ । ପ୍ରଥମେ ମହାଲକ୍ଷ୍ମୀଙ୍କ ଠାରେ ଓ
Read More...

ଡୁମେରପିଟା ପଞ୍ଚାୟତରେ ଜୀବନବୀମା ଭୁକ୍ତ କାର୍ଯ୍ୟକ୍ରମ ମହିଳାଙ୍କ ଆର୍ଥିକ ଅନ୍ତର୍ଭୁକ୍ତ ସୁବିଧା ପାଇଁ ଲକ୍ଷ୍ୟ

ଦେଓଗାଁ, (ମନୀଷ କୁମାର ସାହୁ) : ଡୁମେରପିଟା ପଞ୍ଚାୟତରେ ସ୍ଵୟଂ ସହାୟକ ଗୋଷ୍ଠୀର ମା'ମାନଙ୍କୁ ନେଇ ବୀମାଭୁକ୍ତ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ମା'ମାନଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏବେ ଶତ ପ୍ରତିଶତ ଭାବେ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବୀମାଭୁକ୍ତ
Read More...

ଦେଓଗାଁ ବ୍ଳକ ସହକାରୀ ଯନ୍ତ୍ରୀଙ୍କୁ ସାମ୍ବାଦିକଙ୍କ ଗାଳିଗୁଲଜ ପ୍ରତିବାଦରେ ବ୍ଲକ କର୍ମଚାରୀ ସଂଘ ପକ୍ଷରୁ କଲମ ଛାଡ଼…

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୨୭ ତାରିଖ ଦିନ ଦେଓଗାଁ ବ୍ଳକ ସହକାରୀ ଯନ୍ତ୍ରୀ ମୋହନ ମହାଲିଙ୍ଗଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ ସହ ଧମକ ଦେଇଥିବା ନେଇ ଦେଓଗାଁ ଥାନାରେ ସେହି ଦିନ ଲିଖିତ ଅଭିଯୋଗ ହୋଇଥିଲା । ଅଭିଯୋଗର ୩ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ କୌଣସି
Read More...

ଦେଓଗାଁ ବ୍ଲକରେ ଜନ୍ମାଷ୍ଟମୀ ମହୋତ୍ସବ : ହରିବଂଶ ପୁରାଣର କୃଷ୍ଣ ଜନ୍ମ ପାରାୟଣ ଉଦ୍‌ଯାପିତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ହାତୀସରା ପଞ୍ଚାୟତ ନାଇକେନଶିରା ଗାଁରେ ପବିତ୍ର ଜନ୍ମାଷ୍ଟମୀ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ହରିବଂଶ ପୁରାଣର ଦ୍ୱିତୀୟ ଖଣ୍ଡ କୃଷ୍ଣଜନ୍ମ ପାରାୟଣ ହୋଇଥିଲା । ପୂଜକ ଭାବେ ପଣ୍ଡିତ ବାଳକୃ‌ଷ୍ଣ କର ଓ ସହଯୋଗୀ କାହ୍ନା ମିଶ୍ର
Read More...

ଜଳ ଯୋଗାଣ ବିଭାଗର ଅବହେଳା ଯୋଗୁଁ ଚାଷ ଜମି ପଡ଼ିଛି ଶୁଖିଲା ହେଲେ ଗାଁରେ ବୋହୁଛି ନଦୀ ପାଣି

ଦେଓଗାଁ, (ମନୀଷ କୁମାର ସାହୁ) : କେବଳ ଚାଷ ଜମି ଶୁଖିଲା ନୁହେଁ ସୋନଗଡ଼ ନଦୀ ମଧ୍ୟ ଶୁଖିଲା ହେଲେ ସୋନଗଡ଼ ନଦୀରୁ ଗାଁକୁ ଯୋଗାଉଥିବା ପାନୀୟ ଜଳ ଗାଁର ମଧ୍ୟ ଭାଗରେ ୨୪ଘଣ୍ଟାରୁ ପ୍ରାୟ ୧୨ ଘଣ୍ଟା ପ୍ରଭାବିତ ହେଉଛି । ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଦେଓଗାଁ ବ୍ଳକ ଗାଈବାହାଲ ପଞ୍ଚାୟତର
Read More...

ଦେଓଗାଁରେ ଜେଏମ୍ଏଫ୍‌ସି କୋର୍ଟ ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁରେ ଜେଏମ୍‌ଏଫ୍‌ସି କୋର୍ଟର ଆବଶ୍ୟକତା ଥିଲେ ମଧ୍ୟ ଦୀର୍ଘ ବର୍ଷ ହେଲା ପ୍ରତିଷ୍ଠା କରାଯାଉନଥିବାରୁ ଦେଓଗାଁବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ଦେଓଗାଁ ବ୍ଳକ ଏକ ଆଦିବାସୀ, ହରିଜନ ଅଧ୍ୟୁସିତ ଅଞ୍ଚଳ ଭାବେ ବେଶ ଜଣାଶୁଣା । ଦେଓଗାଁ
Read More...